ଶିଳ୍ପୀର ହାତର ସ୍ପର୍ଶରେ ହସୁଛନ୍ତି କାଳିଆ ସାଆନ୍ତ। ରାତି ପାଇଲେ ରଥ ଯାତ୍ରା । ଏମିତି ଏକ ଦିବ୍ୟ ସମୟରେ ଶିଳ୍ପୀଟେ ତା କାଳିଆ ଠାକୁରକୁ ଆଙ୍କି ଦେଇଛି ସାଇକେଲର ସ୍ପେୟାର ପାର୍ଟ୍ସରେ ଆଉ ଜଗାବି ସେଇଠି ଖିଲିଖିଲି ହସୁଛି । ଦେଖନ୍ତୁ ସୁବର୍ଣ୍ଣପୁରର ଜଣେ ସାଇକେଲ ମେକାନିକର ଅନୁଭବର କାହାଣୀ। ପିଲାଟି ବେଳୁ ଜଗନ୍ନାଥ ପ୍ରେମରେ ବନ୍ଧା ସାଇକେଲ ଦୋକାନୀ
Published: Otv Khabar Bureau
Last updated: 30 June 2022, 01:52 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।