“ସେ ଫରେଷ୍ଟର ନୁହଁ ଜଳଦେବତା”....ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ...ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା.....ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ
Published: Otv Khabar Bureau
Last updated: 30 June 2022, 01:55 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।