• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Girl Missing
୩ ବର୍ଷରେ ରାଜ୍ୟରୁ ପ୍ରାୟ ୨୬ ହଜାର ମହିଳା ଗାୟବ

୩ ବର୍ଷ ଭିତରେ ୨୫୯୭୩ ମହିଳା ନିଖୋଜ ହୋଇଛନ୍ତି । ସେଥିରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି ।

Anubhav Mohanty
କୋର୍ଟରେ ଅନୁଭବଙ୍କୁ ଜେରା କଲେ ବର୍ଷାଙ୍କ ଓକିଲ

ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଥିଲେ ରୋକ୍ । SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ କଟକ ଜିଲ୍ଲା ଜଜ୍ ।

Accident
ମର୍ମନ୍ତୁଦ ଦୁର୍ଘଟଣା ! ବାଇକ୍‌ରେ ଯାଉଥିଲେ ୫, ଚାଲିଗଲା ୪ ଜଣଙ୍କ ଜୀବନ

କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍‌ । ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

Japanese Technology
କୋରାପୁଟ ବନବିଭାଗର ନିଆରା ପ୍ରୟାସ, ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ

ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ। ମାତ୍ର ୩୦ ବର୍ଷ ଭିତରେ ସୃଷ୍ଟି ହେବ ଘଂଚ ଜଙ୍ଗଲ। ଏମିତି ପଦ୍ଧତିରେ ତିଆରି ହେଉଥିବା ବନୀକରଣ ଅଂଚଳରେ ପ୍ରବଳ ବର୍ଷା ହେବ, ପାଣିର କୌଣସି ସମସ୍ୟା ହେବନି। ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି, ସୃଷ୍ଟି ହେବ ପ୍ରବଳ ଅମ୍ଲଜାନ ।

THE GREAT ODISHA POLITICAL CIRCUS
ଓ ଭକତେ ଓ....ଆମ ରଥ ବିଜେ ଶଙ୍ଖ, ପଦ୍ମ ଓ ହାତ...

ଓ ଭାଇନା..ଓ... ଭାଇନା....ଲାଗିଛି ବିଜୁଙ୍କ ରଶି....୨୫ ବର୍ଷ ହେଲାଣି ଭକ୍ତ ଭିଡ଼ୁଛନ୍ତି କସି କସି... ହାତେ ହାତେ ପଦ୍ମ ଫୁଲ, ବିଜେପି ରଥକୁ ପଛରୁ ଠେଲ...ଓ ଭକତେ ଓ....

Khola katha
ମଧୁରେ ମଧୁରେ ଆମେ କୋଳାକୋଳି ହେଲେ ଅସୁବିଧା କଣ?

ଯଦି ବିଜେପି-ବିଜେଡ଼ି ମଧୁରେ ମଧୁରେ କୋଳାକୋଳି ହେଲେ ତାହାଲେ ଅସୁବିଧା କଣ? ଭୋଟ୍‌ ପରେ ପୋଡା ଟ୍ରାନ୍ସଫର୍‌ରୁ କଂରେଟ୍‌ କେମିତି ନେବ ବିଜେପି? ଶଙ୍କରାଚାର୍ଯ୍ୟ କଣ କହିଛନ୍ତି ମୁଁ ଜାଣିନାହିଁ...ମୁଁ ମିଛ କୁହେନି...ମୁଁ ବିବାଦୀୟଟ ହେବାକୁ ଚାହେଁନି : ବିଷ୍ଣୁ ସେଠୀ

Mexican mayor marries alligator as part of local harvest tradition
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ...କୁମ୍ଭୀରକୁ ବାହା ହେଲେ ମେୟର

ବିଶ୍ୱାସ ହେଉ ନଥିଲେ ବି ସତ। ମଣିଷ ନୁହେଁ ବରଂ କୁମ୍ଭୀରକୁ ବାହା ହେଲେ ମେୟର...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବାହାଘରର ଭିଡ଼ିଓ, ଦେଖନ୍ତୁ ବାହାଘରର କିଛି ଦୃଶ୍ୟ

low-quality seeds
ଚିନ୍ତା ବଢ଼ାଇଲା ନିମ୍ନମାନର ଧାନ ବିହନ; ଗଜା ହେଲାନି ସରକାରୀ ବିହନ

ଭେଜାଲ ବିହନ ଯୋଗୁଁ କ୍ଷତିରେ ପଡ଼ିଲେ ଚାଷୀ...

The Miyawaki Method for Creating Forests
ଜାପାନିଜ୍ ପ୍ରକ୍ରିୟାରେ ମିୟାଓ୍ୱାକି ବନୀକରଣ; ୨.୫ ଏକର ଜମିରେ ୮ ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ

ଫିଟ୍ ଆଣ୍ଡ ଫାଇନ ପାଇଁ ଏକ ନୂଆ ଦିଶା ଦେଇଛି ବନ ବିଭାଗ..ଭଳିକି ଭଳି ଔଷଧୀୟ ବୃକ୍ଷ ସହ ବିଭିନ୍ନ କିଷମର ଫଳ ଉଦ୍ୟାନ ସୃଷ୍ଟି କରି ସାଉଁଟିଛି ପ୍ରଶଂସା...

Murder
ଗୋଟିଏପଟେ ଚାଲିଥିଲା ବିବାହ ଭୋଜି; ଅନ୍ୟପଟେ ବୋହିଲା ରକ୍ତର ନଦୀ...

ବିବାହ ଭୋଜିରେ ଅଭାବନୀୟ ଘଟଣା । ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ...

Sonu Sood
ଅପରେସନ୍‌ କରାଇଥିଲେ ସୋନୁ...ମେଡାଲ ଜିତି ତାଙ୍କୁ ହିଁ ଦେଲେ ଉପହାର...

ଦିନେ ଅପରେସନ୍‌ ପାଇଁ ସାହାଯ୍ୟର ହାତ ବଢାଇଥିଲେ ସୋନୁ ସୁଦ୍‌। ଖେଳରେ ଗୋଲ୍ଡ ମେଡାଲ ଜିତିବା ପରେ ସେଇ ମେଡାଲକୁ ସୋନୁଙ୍କୁ ଉପହାର ଦେଲେ ଖେଳାଳି। ଖୁସିରେ ବିଭୋର ହୋଇ ଇନଷ୍ଟାରେ ଏମିତି ଲେଖିଲେ ସୋନୁ, ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ

Break dance swing ride claims life of 13-year-old girl in Koraput
କାଳ ହେଲା ବ୍ରେକ୍ ଡ୍ୟାନ୍ସ; ଅଚେତ ହୋଇ ନାବାଳିକା ମୃତ

ମହଙ୍ଗା ପଡିଲା ମୀନାବଜାର ବ୍ରେକ୍ ଡ୍ୟାନ୍ସ । ଖେଳିବା ସମୟରେ ହଠାତ୍ ଅଚେତ୍‌ ହୋଇ ୧୩ ବର୍ଷର ଝିଅ ମୃତ୍ୟୁ...

NEWS FUSE
ପ୍ରଶାସନ ଶୁଣିଲାନି...ବାଉଁଶକୁ ବାଉଁଶ ଯୋଡ଼ିଲେ, ଜଙ୍ଗଲରୁ ଗାଁ ଭିତରକୁ ପାଣି ନେଲେ

ଇଏ ଏତେ ଲମ୍ବା ବାଉଁଶ ଗୁଡାକ କିଏ ପକେଇଛି ଏଇଠି? ଆଲୋ ଆଲୋ ଇଏ କଣ? ବାଉଁଶ ଭିତରେ କଣ ପାଣି ଚାଲିଛି...କଥା ଟା କିଛି ବୁଝାପଡ଼ୁନି। ନାରଣ...ଏଇଠି ପରିଶ୍ରମର ଫଳ ଦେଖିବାକୁ ମିଳୁଛି। ବାଉଁଶକୁ ବାଉଁଶ ଯୋଡି ଦେଖୁନୁ କେମିତି ଜଙ୍ଗଲରୁ ପାଣି ନେଉଛନ୍ତି ଲୋକେ...ଆଉ ପ୍ରଶାସନ?

BJB College Girl Student Commits Suicide Updates
‘ମୋ ଝିଅକୁ ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବି’

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ସୁଇସାଇଡ୍ ନୋଟ୍‌ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। 

Bus Accident
ଦୁର୍ଘଟଣା ପରେ ଜଳିଗଲା ବସ୍

ଦୁର୍ଘଟଣା ପରେ ଜଳିଗଲା ଜଳିଗଲା ଯାତ୍ରୀବାହୀ ବସ୍...

Bonded Labourers
ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ, କିଏ କରିବ ସମାଧାନ ?

ଶ୍ରମିକ ଦଲାଲର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଡ଼ିବା ପରେ ନରକ ଯନ୍ତ୍ରଣା । ବେଳେବେଳେ ଘରକୁ ମୃତଦେହ ଫେରିବ କି ନାହିଁ ତାକୁ ନେଇ ବି ସନ୍ଦେହ ।

Snake
ସାପ ପାଟିରୁ ବାହାରିଲା ୮ଟି ଗୋଟା କୁକୁଡ଼ା ଅଣ୍ଡା ! ଦେଖନ୍ତୁ ଭିଡିଓ..

ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ ।

Bihar train
ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ, ହେଲେ ଜଣାପଡ଼ିନି କାରଣ.. ଦେଖନ୍ତୁ ଭିଡିଓ

ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Snake Bite Treatment
ସାପ କାମୁଡ଼ିଲେ ଡାକ୍ତରଖାନା ନୁହେଁ, ଶିବ ମନ୍ଦିର ଯାଉଛନ୍ତି ଲୋକେ

ଆଜି ବି ସମାଜରୁ ହଟିନି ଅନ୍ଧବିଶ୍ୱାସ । ନାବାଳକକୁ ସାପ କାମୁଡିବାରୁ ଗୁଣିଗାରେଡିର ନେଲେ ସାହାରା ।

Paralakhemundi ACF Death case
ACF ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁକୁ ପୂରିଲା ବର୍ଷେ; ଏଯାଏଁ ମିଳିନି ନ୍ୟାୟ

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ବର୍ଷେ ପୂରିଲା । ହେଲେ ତାଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ...

Youth Jumps Into Mahanadi River
ଚାକିରି ଚାପରେ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ

ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ। ମୁଣ୍ଡଳି ଠାରେ ନିଜର ବୁଲେଟ୍‌ ରଖି ନିଖୋଜ ଥିଲେ।

Allegation Against Bolangir Sadar Tehsildar
ଅଡ଼ୁଆରେ ତହସିଲଦାର: ମଲା ଲୋକଙ୍କ ନାଁରେ ବିକୁଥିଲେ ଜମି

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି।

MS Dhoni turns to Ayurveda,
ଆଶ୍ଚର୍ଯ୍ୟ !! ମାତ୍ର ୪୦ ଟଙ୍କାରେ ନିଜର ଆଣ୍ଠୁ ଚିକିତ୍ସା କରାଉଛନ୍ତି ଧୋନୀ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ....ମାତ୍ର ୪୦ ଟଙ୍କାରେ ନିଜ ଆଣ୍ଠୁର ଚିକିତ୍ସା କରାଉଛନ୍ତି ଧୋନି। ଜାଣନ୍ତୁ ଏତେ କମ୍‌ ଟଙ୍କାରେ କେମିତି ଆଣ୍ଠୁର ହେଉଛି ଚିକିତ୍ସା.....

Alligator in white wedding dress! This Mexican mayor marries reptile to secure prosperity
କୁମ୍ଭୀରକୁ ବାହା ହେଲେ ମେୟର୍‌; ବିବାହରେ ଯୋଗଦେଲେ ହଜାର ହଜାର ଲୋକ...

କୁମ୍ଭୀରକୁ ବାହା ହେଲେ ମେୟର...ହେଲେ କାହିଁକି ?

Asha ra aloka
ବାପାଙ୍କ ଇଚ୍ଛାରେ ବାହାଘର ହେଲା...କିନ୍ତୁ ମନ ମିଶିଲାନି....

ବାପାଙ୍କ ଇଚ୍ଛାରେ ବାହା ହେଲେ କିନ୍ତୁ ମନ ମିଶିଲାନି। ସ୍ତ୍ରୀ ଶୈଳବାଳାକୁ ଗାଳିଗୁଲଜ କରିବା ସହ ମଦ ମାଡ଼ ମାରନ୍ତି ଭରତ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ କୁନି ପୁଅକୁ ନେଇ ବାପଘରେ ରହୁଛନ୍ତି ଶୈଳବାଳା। ଭରଣପୋଷଣ ପାଇଁ କେତେବେଳେ ଶାଢୀ ବେପାର କରୁଛନ୍ତି ତ ଆଉ କେତେବେଳେ..ଏବେ ଆଶାର ଆଲୋକ ମଞ୍ଚରେ ଏଇ ଦୁଇ ଜଣ