ବିଶ୍ୱାସ ହେଉ ନଥିଲେ ବି ସତ। ମଣିଷ ନୁହେଁ ବରଂ କୁମ୍ଭୀରକୁ ବାହା ହେଲେ ମେୟର...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବାହାଘରର ଭିଡ଼ିଓ, ଦେଖନ୍ତୁ ବାହାଘରର କିଛି ଦୃଶ୍ୟ
Published: Pallipuspa Samal
Last updated: 04 July 2022, 02:23 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।