ଯଦି ବିଜେପି-ବିଜେଡ଼ି ମଧୁରେ ମଧୁରେ କୋଳାକୋଳି ହେଲେ ତାହାଲେ ଅସୁବିଧା କଣ? ଭୋଟ୍ ପରେ ପୋଡା ଟ୍ରାନ୍ସଫର୍ରୁ କଂରେଟ୍ କେମିତି ନେବ ବିଜେପି? ଶଙ୍କରାଚାର୍ଯ୍ୟ କଣ କହିଛନ୍ତି ମୁଁ ଜାଣିନାହିଁ...ମୁଁ ମିଛ କୁହେନି...ମୁଁ ବିବାଦୀୟଟ ହେବାକୁ ଚାହେଁନି : ବିଷ୍ଣୁ ସେଠୀ
Published: Pallipuspa Samal
Last updated: 04 July 2022, 02:28 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।