• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

News Fuse
ମୋ ବୋଉଲୋ...ଗୁହାରି କରିବାକୁ ବଡ଼ଦାଣ୍ଡରେ ନେତାଙ୍କ ପ୍ରବଳ ଜାମ୍‌....

ମୋ ବୋଉଲେ...କି ଭିଡ଼...ଆଉ କାଳିଆର ଦୁଇ ବର୍ଷ ପରେ ଦର୍ଶନ ମିଳିଛି। ଦେଖୁନୁ, ନେତାମାନେ କେମିତି କାଳିଆ ପାଖରେ ଗୁହାରି କରିବାକୁ ଲଗାଇଲେଣି ଲମ୍ବା ଲାଇନ୍‌....ଆଲୋ ଆଲୋ...ଇଏ କଣ? ଗୋଟିଏ ମଂଚରେ ସବୁ ଦଳର ନେତା? ମଲା...ସମସ୍ତେ ତ ମିଶିକି ଜିତିବା ପାଇଁ ଡାକିଲେ ଜଗା ଶୁଣିବ କାହା କଥା?

Bus Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌

ଓଲଟିଲା ବସ୍, ୧ ମୃତ । ରାୟଗଡ଼ାରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ।

Mid-day Meal
ମଧ୍ୟାହ୍ନ ଭୋଜନ ଖାଇ ୧୦୦ ଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସମସ୍ତ ଛାତ୍ରୀ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି ।

Ragging
ରାଗିଂରେ କେମିତି ଲାଗିବ ଲଗାମ ? ୩ ମାସରେ ଗଲାଣି ୩ ଜୀବନ

ରାଗିଂ ହେଲେ ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ କହିଲେ ଶିକ୍ଷାବିତ୍ ।

Gas leaking out of farmland in Chhattisgarh
ଆଶ୍ଚର୍ଯ୍ୟ ! ! ! ମାଟି ତଳୁ ଆପେ ଆପେ ବାହାରୁଛି ପାଣି ଓ ଗ୍ୟାସ୍‌

ଯେଉଁ ବିଲରେ ଦିନେ ମାଟି ଫାଟି ଆଁ କରିଥିଲା, ଆଜି ସେଠାରେ ଅଚାନକ ପାଣି ଆଉ ଏହା ପରେ ସେଠାରୁ ଗ୍ୟାସ୍‌ ଭଳି ଜୋରରେ ପବନ ବି ବାହାରୁଛି।

Ashara Aloka
ରାତିରେ ମାଡ ଖାଇବି, ସକାଳୁ କେମିତି ଚା’ ଜଳଖିଆ କରିବି?

ମଦ ପିଇ ଘରକୁ ଫେରିବେ, ରାତି ସାରା ମତେ ମାରିବେ। ସକାଳୁ ମୁଁ କେମିତି ତାଙ୍କୁ ଖାଇବା କି ଚା’ ଦେବି? କାହା ସାଙ୍ଗରେ କଥା ହେଲେ ସାଙ୍ଗେ ସାଙ୍ଗେ ସନ୍ଦେହ କରିବେ...ଏମିତି ସ୍ୱାମୀଙ୍କ ପାଖରେ ରହିବାକୁ ଚାହୁଁନାହାନ୍ତି ଶୈଳବାଳା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏମିତି ବିବାଦ ହେଲା ଯେ, ଏବେ ଆଶାର ଆଲୋକ ମଞ୍ଚରେ ସ୍ୱାମୀ-ସ୍ତ୍ରୀ, ଦେଖନ୍ତୁ କେମିତି ହେଲା ସମାଧାନ?

Khola Katha
ଆମେ ଏକାଠି ଅଛୁ, ଲଢେଇ ବେଳେ କିଏ କୁଆଡ଼େ ଯାଇଥିବ, ତୁମେ ଅନେଇଛ ଖାଲି...

ପ୍ରତି କଥାରେ ଆମେ ରାଜ୍ୟ ସରକାରଙ୍କୁ ଘେରାଉ କରୁ। ଆନ୍ଦୋଳନ ବେଳେ କିଏ କୋଉ କାମରେ ଯଦି ବ୍ୟସ୍ତ ଥିବ ତା’କୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ। ବିଜେଡ଼ି ସହ ଲଢେଇ ହେବ, ବରାବର ହେବ...ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହିଲେ ବିଜେପି ନେତା ବିଷ୍ଣୁ ସେଠୀ...

Qasim Chacha
କାସିମ୍‌ ଚାଚାଙ୍କ ମହାନତା, ୪ ବର୍ଷ ଧରି ଗରିବଙ୍କୁ ମାଗଣାରେ ବାଣ୍ଟୁଛନ୍ତି ଖାଦ୍ୟ

ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍‌ ଚାଚା । ଗରିବ ଭୋକିଲାଙ୍କୁ ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ । କେତବେବେଳେ ଜୋତା ତ ପୁଣି କେତେବେଳେ ଛତା । ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍‌ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା ।

Qasim Chacha
ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା...ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା

ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍‌ ଚାଚା। ଗରିବ ଭୋକିଲାଙ୍କୁ ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଏମିତି ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ...କେତବେବେଳେ ଜୋତା ତ ପୁଣି କେତେବେଳେ ଛତା...ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍‌ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା, ଦେଖନ୍ତୁ ଏଇ ସ୍ୱତନ୍ତ୍ର ରିପୋର୍ଟ....

tree man
ପାଗଳ କରିଛି ପ୍ରକୃତି ପ୍ରେମ, ଦିବ୍ୟାଙ୍ଗ ହେଲେ ବି ଗାଡ଼ିରେ ବୁଲି ବୁଲି ଲଗାଉଛନ୍ତି ଗଛ

ପାଗଳ କରିଛି ପ୍ରକୃତି ପ୍ରେମ। ସହର ସାରା ବୁଲୁଛନ୍ତି....ନିଜ ଗାଡ଼ିରେ ଗଛ ଚାରା ରଖିଛନ୍ତି। ଟିକିଏ ଖାଲି ସ୍ଥାନ ଦେଖିଲେ ଚାରା ରୋପଣ ବି କରୁଛନ୍ତି। ଖାଲି ଗଛ ଲଗାଉଛନ୍ତି ତାହା ନୁହେଁ ବରଂ ନିଜ ପିଲାଙ୍କ ପରି ସେମାନଙ୍କ ଯତ୍ନ ବି ନେଉଛନ୍ତି। ଗ୍ରାଉଣ୍ଡ ଜିରୋରୁ ଦେଖନ୍ତୁ ଆମର ଏଇ ସ୍ୱତନ୍ତ୍ର ରିପୋର୍ଟ....

Heavy Waterlogging In Bhubaneswar Following Rainfall
ଲଗାଣ ବର୍ଷାରେ ଉବୁଟୁବୁ ଭୁବନେଶ୍ୱର; ସ୍କୁଲ ଭିତରେ ପଶିଲା ପାଣି

ପ୍ରବଳ ବର୍ଷାରେ ବେହାଲ ସ୍ମାର୍ଟ୍ ସିଟି...ରାସ୍ତାଘାଟଠାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ସବୁଠି ପାଣି ହିଁ ପାଣି ...

bjb college girl student’s death Update
ଆସିଲା ବିଜେବି ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ..

Muslim Devotes
ମହାଦେବଙ୍କ ଭଜନ ଗାଉଛନ୍ତି ମୁସଲିମ ବାବା..

ରଥ ସମ୍ମୁଖ ରେ ଭଜନ ଗାଇ ଚର୍ଚ୍ଚାରେ ମୁସଲିମ ବାବା । 

Bridge Construction
ପାଣିରେ ପଡ଼ିଲା ୨୦ କୋଟି ! ୫ ବର୍ଷରେ ବି ସରିଲାନି ବ୍ରିଜ୍‌ ନିର୍ମାଣ

୩ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା । ଏବେ ବି ସରିପାରୁନି ୨୦ କୋଟି ଟଙ୍କାର ପ୍ରକଳ୍ପ କାମ । ବ୍ରିଜ୍‌ କାମ ତ ସରିଗଲା ହେଲେ ଆପ୍ରୋଚ୍‌ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ କୁଆଡ଼େ ଯାଇପାରୁନାହାନ୍ତି ଲୋକେ । ସେନେଇ ତେଜୁଛି ଅସନ୍ତୋଷ।

ompletion in Aska
ସମୟ ଗଡିଗଲା....ହେଲେ ଏବେବି ସରୁନି ୨୦ କୋଟିର ସେତୁ ନିର୍ମାଣ କାମ...

୩ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା। ଏବେ ବି ସରିପାରୁନି ୨୦ କୋଟି ଟଙ୍କାର ପ୍ରକଳ୍ପ କାମ। ବ୍ରିଜ୍‌ କାମ ତ ସରିଗଲା ହେଲେ ଆପ୍ରୋଚ୍‌ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ...କୁଆଡ଼େ ଯାଇପାରୁନାହାନ୍ତି ଲୋକେ...ତେଜୁଛି ଅସନ୍ତୋଷ....ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....

News Fuse
ଆଲୋ ଆଲୋ...ଜୁହାର ପାଇବା ପରେ କଣ କଚାଡ଼ି ହୋଇ ପଡ଼ିଲେ ନିରଞ୍ଜନ

ମୋ ବୋଉଲୋ..ମତେ ଧ...ଦେଖୁନୁରେ ନାରଣ। ରାସ୍ତାରେ ବିରାଟ ଗଜରା ମାଳ ପକାଇ ରାଲି କରୁଥିଲେ ନିରଞ୍ଜନ। ଏତିକି ବେଳେ ଏଇ ମହିଳା ଜଣକ କୁଆଡ଼େ ଥିଲେ ଯେ, ସାମ୍ନାକୁ ଆସି ନିରଞ୍ଜନଙ୍କ ପାଦ ଛୁଇଁଲେ। ବାସ୍‌ ସମ୍ଭାଳିପାରିଲେନି ବାବୁ, ଦେଖୁନୁରେ ନାରଣ କେମିତି ରାସ୍ତା ଉପରେ ପଡ଼ିଗଲେ

Conjoined Twins Survivor Jaga
୩ ବର୍ଷ ପରେ ଜଗା ମୁଣ୍ତରୁ ଖୋଲାଯିବ ହେଲମେଟ୍‌ !

କଟକ SCB ମେଡ଼ିକାଲରେ ସରିଲା ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ସ୍ୱାସ୍ଥ୍ୟ ପରୀକ୍ଷା । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଲା ଜଗା । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କହିଲେ ପରିବାର ।

Rourkela
ଟଙ୍କା ଜମା ପାଇଁ ଲାଇନରେ ଠିଆ ହୋଇ ବ୍ୟାଗରୁ ଲୁଟିନେଲେ ଲକ୍ଷେ ଟଙ୍କା

ବ୍ୟାଙ୍କ୍‌କୁ ଟଙ୍କା ଜମା କରିବାକୁ ଯାଇ ଲୁଟ୍‌ର ଶିକାର ହେଲେ..

Mahanadi row
ପୁଣି ବିବାଦ ସୃଷ୍ଟି କଲାଣି ପଡ଼ୋଶୀ ଛତିଶଗଡ଼; କେଲୋ ନଦୀ ଉପରେ ଆରମ୍ଭ କଲା ଆନିକଟ ନିର୍ମାଣ

ମହାନଦୀକୁ ନେଇ ଛତିଶଗଡ-ଓଡ଼ିଶା ମଧ୍ୟରେ ତୁଟିନି ବିବାଦ...ପୁଣି ଥରେ ବିବାଦ ସୃଷ୍ଟି କଲାଣି ପଡ଼ୋଶୀ ଛତିଶଗଡ଼....

Utkal Sangeet Mahavidyalaya girl student goes missing in Bhubaneswar
କୁଆଡ଼େ ଗଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ? ରେଜିଷ୍ଟ୍ରରରେ ମାମୁଙ୍କ ନାଁ...

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସୁଭାଷିନୀଙ୍କ ବାପା ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରିଛନ୍ତି।

Break Dance
କେତେ ବିପଜ୍ଜନକ ବ୍ରେକ୍‌ଡ୍ୟାନ୍ସ ଦୋଳି ? କୋଟପାଡ଼ରେ ୧୩ ବର୍ଷିୟା ଛାତ୍ରୀର ମୃତ୍ୟୁ

ମୀନା ବଜାରରେ ପଡୁଥିବା ଦୋଳିର ଯାଞ୍ଚ ହେଉଛି ତ ? ରାଜ୍ୟରେ ବେଧଡକ ଚାଲିଛି ବିପଦପୂର୍ଣ୍ଣ ଦୋଳି ।

Special Story
କେତେ ବିପଜ୍ଜନକ ବ୍ରେକ୍ ଡ୍ୟାନ୍ସ ଦୋଳି?

ରଥଯାତ୍ରା ଅବସରରେ ଗାଁ ଗାଁରେ ମୀନାବଜାର ପଡିଛି । ଯେଉଁଠି ଚାଲିଛି ରାମ ଦୋଳି, ଲକ୍ଷ୍ଣଣ ଦୋଳି ଏବଂ ବ୍ରେକ ଡ୍ୟାନ୍ସ ଭଳି ବିପଦପୂର୍ଣ୍ଣ ଦୋଳିଖେଳ । ପ୍ରଶାସନର ଅନୁମତି ନେଇ କେଉଁଠି ୧୫ ଦିନ ତ ଆଉ କେଉଁଠି ମାସେ ଯାଏଁ ଚାଲୁଛି ଯାତ୍ରା ।

Ceilling Fall
5 T ସ୍କୁଲ ଛାତରୁ ପ୍ଲାଷ୍ଟର ପଡ଼ି ବିଦ୍ୟାର୍ଥୀ ସମେତ ଅଭିଭାବକ ଆହତ

ସ୍କୁଲ ଛାତର ପ୍ଲାଷ୍ଟର ପଡ଼ି ୪ ବିଦ୍ୟାର୍ଥୀ ଓ ଜଣେ ଅଭିଭାବକ ଆହତ। ବିଦ୍ୟାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଭାବକଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।

Varsha - Anubhav
ବର୍ଷାଙ୍କୁ ଗୀତା ଉପହାର ଦେଲେ ଅନୁଭବ, କହିଲେ ଶାନ୍ତିରେ ରୁହ ଶାନ୍ତିରେ ରହିବାକୁ ଦିଅ

ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପାରିବାରିକ ଅଦାଲତରେ ସାକ୍ଷ୍ୟ ଦେଇଛନ୍ତି ଅନୁଭବ । ଏହି ସମୟରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ ।