• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha girl suffering from rare disease
ଅଜଣା ରୋଗରେ ଛଟପଟ ହେଉଛି ଚଉଦ ବର୍ଷର ଏ ଝିଅ

ରକ୍ତ ମାଂସର ଶରୀର ଅଛି ତ ରୋଗ ବି ଅଛି। ହେଲେ ଏ କୁନି ଝିଅକୁ ଏମିତି ରୋଗ ହୋଇଛି, ଯାହାକୁ ଜାଣିପାରୁନାହାଁନ୍ତି ଡାକ୍ତର। ଓଡ଼ିଶା ବାହାରେ ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ହେବା ପରେ ଅର୍ଥ ଚିନ୍ତାରେ ଘାଣ୍ଟି ହେଉଛନ୍ତି ପରିବାର। କୌଣସି ବି ସହୃଦୟ ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବା ପାଇଁ ଆଜିର ନିବେଦନ...

Passenger bus 'Sarala' enroute to Bhubaneswar from Puri overturns
ପୁରୀ-ଭୁବନେଶ୍ୱର ବସ୍‌ ଓଲଟିଲା, ତଳେ ଗଳି ପଡ଼ିଥିବା ବସ୍‌କୁ ଲୋକ ଉଠାଇ ଦେଲେ

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। 

Monsoon Flood Fear Triggers Panic In Several Low Lying Odisha Villages
ବର୍ଷା ଆସିଲେ ଗାଁ ବୁଡ଼ି ଯିବାର ଭୟ, ଆତଙ୍କିତ ଅବସ୍ଥାରେ ଲୋକେ

ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି।

muslim family cutting cake made of goat photo
'ଜୀବେଦୟା'ର ନିଆରା ବାର୍ତ୍ତା: କେକ୍ କାଟି ପାଳିଲେ ବକ୍ରିଇଦ୍ ପର୍ବ

ନିଆରା ଢ଼ଙ୍ଗରେ ବକ୍ରିଇଦ୍ ପର୍ବ ପାଳନ କରି ଚର୍ଚ୍ଚାରେ ଉତ୍ତରପ୍ରଦେଶର ଏକ ପରିବାର ।

Elephant Death
ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି।

Apana Eka Nuhanti
ରୋଜଗାର ପାଇଁ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...

BJB College girl student Ruchika death case
ରୁଚିକାଙ୍କ ମା’ କଲେ ସାଂଘାତିକ ଅଭିଯୋଗ- ଝିଅର ଆତ୍ମହତ୍ୟା ପଛରେ ବଡ଼ବଡ଼ିଆଙ୍କ ହାତ !

ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ।

 Students risk life, use electric cable to cross river
ବାଜିରେ ଲାଗିଛି ଜୀବନ: ଭରା ନଈରେ ବିଦ୍ୟୁତ୍‌ ତାର ଧରି ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ

ଭରା ନଈରେ ବିଦ୍ୟୁତ୍‌ ତାର ସାହାଯ୍ୟରେ ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ।

E News
ପ୍ରେମରେ ନାୟକ-ନାୟିକାଙ୍କ ହାଲ୍ ବେହାଲ୍

ଯେବେ ନାୟକ-ନାୟିକାଙ୍କ ମନ ଉଡେରେ... ଚାଖଣ୍ଡ ଉଚ୍ଚରେ ଆସି ପାଦ ପଡେରେ...

  • Monday, 11 July 2022
  • ENews
 Female PET found hanging in Nabarangpur
କାହିଁକି ଜୀବନ ହାରିଲେ ରିଲ୍-ରାଣୀ ତନୁଜା ବିଶ୍ୱାସ? ଶେଷ ଚିଠିରେ ଲେଖିଲେ ଏମିତି କଥା…

ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ। ଗଲାବେଳେ ଛାଡ଼ିଗଲେ ଶେଷ ଚିଠି। ତନୁଜା, ଏମିତି କରିବା କଣ ଜରୁରି ଥିଲା? ଜୀବନ ତ କେତେ ସୁନ୍ଦର ଥିଲା...

Lady PET found hanging in Nabarangpur
ଘର ଭିତରୁ ମିଳିଲା ଶିକ୍ଷୟିତ୍ରୀଙ୍କ ମୃତଦେହ, ସୁଇସାଇଡ୍ ନୋଟ୍ ଓ ମୋବାଇଲ ଫୋନ୍ ଜବତ

ଏତେ ଖୁସି ମିଜାଜ୍ ଓ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିବା ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଧ କରି ଦେଇଛି। ରିଲ୍ସ ଶିକ୍ଷୟିତ୍ରୀ ନାମରେ ସେ ବେଶ୍‌ ପରିଚିତ ଥିଲେ।

Green Ray Chitfund
ଝାରପଡ଼ା ଜେଲ୍‌ରେ ଗ୍ରୀନ୍-ରେ ଚିଟଫଣ୍ଡ ନିର୍ଦ୍ଦେଶକଙ୍କ ମୃତ୍ୟୁ

ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି ।

News Fuse
ଡ୍ରେନ୍ ଦେଖିଲେ ମେୟର୍ ମ୍ୟାଡମ୍, ଉପଦେଶ ଦେଲେ...

ବର୍ଷା ଯିବା ପରେ ମେୟର୍ ମ୍ୟାଡମ୍ ବୁଲିଲେ ରାଜଧାନୀ। ଚାଲି ଚାଲି ରାଜଧାନୀବାସୀଙ୍କୁ କହିଲେ...

Special story
ବଡ଼ଦାଣ୍ଡରେ ଲଜ୍ଜା : ବାହୁଡ଼ା ଯାତ୍ରା ଭିଡ଼ ଭିତରେ ମହିଳାଙ୍କୁ ଅସଦଚାରଣ କଲେ ସୁରକ୍ଷାକର୍ମୀ

ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣ କଲେ ସୁରକ୍ଷାକର୍ମୀ

Special story
ଅଜଣା ରୋଗରେ ଛଟପଟ୍‌ ହେଉଛି ଚଉଦ ବର୍ଷର ଝିଅ : ଅର୍ଥ ଅଭାବରୁ ଚିକିତ୍ସାରେ ପଡ଼ିଛି ବେଡ଼ି

ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସ୍କୁଲ ଯାଇ ପାରୁନି କୁନି ଝିଅ । ଅଜଣା ରୋଗରେ ପଡ଼ି ଝଟପଟ୍ ହେଉଛି ।

Illegal Mining Transportation In Balasore
ଅନ୍ଧାର ରାତିରେ ଚୋରା ପଥର କାରବାର: ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି ?

ସରକାରୀ ନୀତି ନିୟମର ଧଜିଆ ଉଡ଼ାଇ ମାଫିଆମାନେ ବୋହି ନେଉଛନ୍ତି ଟ୍ରକ୍‌ ଟ୍ରକ୍‌ ପଥର। ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି। 

Special story
ବେଦୀ ଉପରେ ସର୍ତ୍ତ ରଖିଲା କନ୍ୟା, କଣ୍ଟ୍ରାକ୍ଟରେ ଦସ୍ତଖତ ପରେ ହେଲା ଝିଅ ବିଦା

ସୋସିଆଲ ମିଡିଆରେ ବିବାହ ପରର ଦୃଶ୍ୟ ଭାଇରାଲ ହେଉଛି ।

Khola Katha
‘ସବୁ ଲକ୍ଷ୍ମୀଛଡ଼ା, ମନ୍ଦିର ଆଗରେ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’

‘ମନ୍ଦିର ନଷ୍ଟଭ୍ରଷ୍ଟ ହୋଇଗଲାଣି। ଦେଉଳରେ ଦୁନିଆ ଫାଟ, ଆମକୁ ଯୋଡ଼େ ଦେଖାଉଛନ୍ତି। ଭକ୍ତ ଆସନ୍ତି ଦେଉଳରେ ଦିଅଁ ଦର୍ଶନ ପାଇଁ। ଏଠି ତ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନିଙ୍କ ସହ ‘ଖୋଲାକଥା’।

Apana Eka Nuhanti
ନିର୍ଦ୍ଦୟ ଦଇବ, ଦୁଃଖ ବଖାଣୁଛି କୁନିଝିଅ, ‘ମତେ ଛାଡ଼ି ସମସ୍ତେ ଚାଲିଗଲେ’

ଜୀବନ କଣ ଜାଣିବା ଆଗରୁ, ଏ କୁନିକୁନି ପିଲାମାନଙ୍କ ପାଖରୁ ଈଶ୍ୱର ଛଡ଼େଇ ନେଲେ ଘରର ତିନି ମୁରବୀଙ୍କୁ। କୁନିଝିଅଟି ଗାଲୁରୁ ଗାଲୁରୁ ହୋଇ ନିଜ ଭାଷାରେ ବଖାଣୁଛି ନିଜର ଦୁଃଖ। ସତରେ ଈଶ୍ୱର ବେଳେବେଳେ ଏମିତି ନିର୍ଦ୍ଦୟ କାହିଁକି ହୁଅନ୍ତି?

True bonhomie
ମାଲିକ ପାଇଁ ଟ୍ରକ୍ ପଛେ ପଛେ ୪ କିମି ଦଉଡ଼ିଲା କୁକୁର, ମାଲିକ କହିଲେ…

କୁକୁର ଓ ମଣିଷ ଭିତରେ ଏମିତି ପ୍ରେମ ବୋଧେ ଆପଣ ଆଗରୁ କେବେ ଦେଖିନଥିବେ। ଯେଉଁ ଟ୍ରକରେ ମାଲିକ ପଳାଉଥିଲା, ସେ ଟ୍ରକ୍ ପଛରେ ୪ କିଲୋମିଟର ଦଉଡ଼ିଲା ପୋଷା କୁକୁରଟି। କୁକୁରଟି ବ୍ୟସ୍ତବହୁଳ ହାଇୱେ ଉପରେ ଦଉଡ଼ିବାର ଦୃଶ୍ୟ, ସତରେ ଥିଲା ବଡ଼ ବିକଳ। ଏ ପୂରା ଦୃଶ୍ୟ ଆମେ ରେକର୍ଡ କରିଥିଲୁ କ୍ୟାମେରାରେ। ଶେଷରେ କ’ଣ ଘଟିଲା, ଆଉ ମାଲିକ କ’ଣ କହିଲେ, ତାହା ଜାଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

E-news
ପ୍ରେମରେ ଦିୱାନା ଶୁଭମ୍-କୁକିଜ୍.. ଏ ଦିଲ୍ ଟା ତ ଦିୱାନା… ଜାଣିଲେ ଜାଣୁ ଏ ଜମାନା…

ପ୍ରେମ ଯେତେବେଳେ ଆରମ୍ଭ ହୁଏ, ତାହା ଲୁଚାଚୋରାରେ ହୁଏ। କିନ୍ତୁ ଧୀରେଧୀରେ ଅବସ୍ଥା ଅସମ୍ଭାଳ ହୁଏ। ଯେଉଁ ଦୁନିଆକୁ ଲୁଚୁଥାନ୍ତି, ସମୟ ଆସେ, ସେମାନେ ନିଜକୁ ଖୋଲି ଦିଅନ୍ତି। ଆଉ କୁହନ୍ତି- ଏ ଦିଲ୍ ଟା ତ ଦିୱାନା, ଜାଣିଲେ ଜାଣୁ ଏ ଜମାନା…

  • Sunday, 10 July 2022
  • ENews
Odisha Girl
୨୯ ବର୍ଷ ପରେ ବାପା ପାଖକୁ ଫେରିଲା ଝିଅ, ଲୁହରେ ଭିଜିଲା ଆଖି

୨୯ ବର୍ଷ ତଳେ ଟଙ୍କା ଅଭାବରୁ କୁନି ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା। ପରେ ମାମିନାଙ୍କ କୌଣସି ଖୋଜ ଖବର ବି ନଥିଲା..କିନ୍ତୁ ୨୯ ବର୍ଷ ପରେ ନିଜର ଅସଲ ଠିକଣା ପାଇବା ପରେ ସ୍ୱାମୀଙ୍କୁ ଧରି ଜନ୍ମମାଟିକୁ ଫେରିଛନ୍ତି ମାମିନା। ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଖୁସିରେ ଗଦଗଦ ପରିବାର ଲୋକ..

Nagaland minister temjen imna along small eyes viral video
ଛୋଟ ଆଖିର ଉପକାର ବଖାଣିଲେ ମନ୍ତ୍ରୀ, କହିଲେ କିଛି ଏମିତି...

ହୀନମାନସିକତା ଥିବା ଲୋକଙ୍କୁ ଉପଯୁକ୍ତ ପ୍ରତିଉତ୍ତର ଦେଲେ ମନ୍ତ୍ରୀ..

NEWSFUSE
କୁଆପଥର ଭଳିଆ ଆକାଶରୁ ଖାଲି ନଡ଼ିଆ ବର୍ଷା !!

କୁଆପଥର ଭଳିଆ ଆକାଶରୁ ଖାଲି ନଡ଼ିଆ ବର୍ଷା !!

Meritorious Daughter
ଜିଲ୍ଲା ଟପ୍ପର ହେଲା ଚାଷୀ ଘରର ଝିଅ ; ହେଲେ ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ

ଆଇଏଏସ୍‌ ହେବାର ସ୍ୱପ୍ନ ଦେଖୁଛି କେନ୍ଦ୍ରାପଡ଼ାର କୁନି ଝିଅ। ମାଟ୍ରିକ୍‌ରେ ଜିଲ୍ଲା ଟପ୍ପର ବି ହେଲେ । କିନ୍ତୁ କଲେଜ୍‌ରେ ପାଠ ପଢାଇବାକୁ ବାପାଙ୍କର ନାହିଁ ସମ୍ବଳ। କଷ୍ଟେମଷ୍ଟେ ମାଟ୍ରିକ୍‌ ପର୍ଯ୍ୟନ୍ତ ପଢାଇଲେ ହେଲେ ଅଧିକ ପାଠ ପାଇଁ ଟଙ୍କା ନାହିଁ। ଝିଅର ସ୍ୱପ୍ନ ପାଇଁ ମାଆ କାନ୍ଦୁଛି ତ ବାପା ବି କାନ୍ଦୁଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ଝିଅର ସ୍ୱପ୍ନ ପୂରଣ ହେବ ବୋଲି କହୁଛି ପରିବାର ।