ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ। ଗଲାବେଳେ ଛାଡ଼ିଗଲେ ଶେଷ ଚିଠି। ତନୁଜା, ଏମିତି କରିବା କଣ ଜରୁରି ଥିଲା? ଜୀବନ ତ କେତେ ସୁନ୍ଦର ଥିଲା...
Published: Pallipuspa Samal
Last updated: 11 July 2022, 09:24 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।