ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସୁବିଧାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ରହିଛି ।
ଜାମୁଗଣ୍ଡ ଉପରେ ଗୋଟିଏ ଲୁହା ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।
ରୁଟି କରୁ କରୁ ଗୀତ ଗାଇଲେ ଏହି ମହିଳା । ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ । ପାଖାପାଖି1 Million ଲୋକ ଦେଖି ସାରିଲେଣି ଏହି ଭିଡ଼ିଓ । ଯିଏ ଦେଖୁଛି ସିଏ କହୁଛି...
ବାଲେଶ୍ୱରରେ ପ୍ରତିଷ୍ଠା ହେବ ଟଙ୍କା ଛପା କାଗଜ କଳ...
ଟଙ୍କା ପାଇଁ ବ୍ୟାଙ୍କ ଆଗରେ ହେଲମେଟର ଲମ୍ବା ଲାଇନ୍...
ଗାଡ଼ିରେ ସ୍ନିଗ୍ଧାରାଣୀ ଥିବାବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ
ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବିରେ ଲୋୟର ପିଏମ୍ଜିରେ ରୁଚିକାଙ୍କ ବାପା, ମାଙ୍କ ଧାରଣା...
ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।
ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା...
ଚାକିରି ନପାଇ ସାର୍ଟିଫିକେଟ୍ ବିକ୍ରି ବିଜ୍ଞାପନ
ଭିଜିଲାନ୍ସ ଜାଲରେ ନିମାପଡ଼ାରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ...
ଗୋଟିଏ ଅଟୋରେ ୨୭ ଜଣ ବସି କରୁଥିଲେ ଯାତ୍ରା, ଅଧା ରାସ୍ତାରେ ଅଟକାଇଲା ପୋଲିସ୍। ଆଉ ତା’ପରେ ହେଲା କଣ ଦେଖନ୍ତୁ ଏଇ ଭିଡ଼ିଓ
ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?
ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?
ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ କଥା ଦେଇଥିଲେ, ଜିତିଲେ ଗାଁର ନିଜସ୍ୱ ଆମ୍ବୁଲାନ୍ସ ସେବା ଆରମ୍ଭ କରିବି। ସେ ନିର୍ବାଚନ ଜିତିଲେ। ଏବେ ପ୍ରତିଶ୍ରୁତି ମୁତାବକ, ନିଜ ପଞ୍ଚାୟତରେ ନିଜସ୍ୱ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।
ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା। ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ....ପାଖାପାଖି1 Million ଲୋକ ଦେଖି ସାରିଲେଣି ଏଇ ଭିଡ଼ିଓ....ଯିଏ ଦେଖୁଛି ସିଏ କହୁଛି....
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ।
ଏଣିକି ରାସ୍ତାରେ ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍ ପୋଲିସ କାଟିବ ଆପଣଙ୍କ ଫାଇନ୍। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ...
ନା...ମୁଁ କାହାକୁ ଟଙ୍କା ମାଗେନି। ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଲୋକେ ମତେ ଯାଚିକି ଯାହା କିଛି ଦିଅନ୍ତି...ସରକାରୀ ରେଟ୍ ୧୨ ଆଉ ତୁମେ ମାନେ ନେବ ୩୫୦? ନାରଣ ମୋର ଦରକାର ନାହିଁ, ମୁଁ ଯାଉଛି...
ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।
ଅଟୋରୁ ବାହାରିଲେ ୨୭ ଯାତ୍ରୀ...
୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା
୧୦ ହେକ୍ଟର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି
ଟ୍ରେନ ହାଇଜ୍ୟାକ ଖବର ପାଇଁ ଡାଇଭର୍ଟ ହେଲା ଟ୍ରେନ୍...