• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Villagers resort to begging to save life of a village youth in Dhenkanal
ଗାଁର ଅସହାୟ ପୁଅ ପାଇଁ ସରପଞ୍ଚଙ୍କ ଆଖିରେ ଲୁହ, ବୁଲି ବୁଲି ଭିକ ମାଗୁଛନ୍ତି ଗ୍ରାମବାସୀ

୨୧ ବର୍ଷୀୟ ମେଧାବୀ ଛାତ୍ର ସୌମ୍ୟରଞ୍ଜନ ବାରିକଙ୍କ ପାଇଁ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କଠୁ ନେଇ ଗାଁର ଆବାଳ ବୃଦ୍ଧବନୀତା ଏବେ କାନ୍ଦୁଛନ୍ତି। କାରଣ ସୌମ୍ୟ ଏବେ ଭୁବନେଶ୍ୱର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Water Logging At Cuttack Badambadi Bus Stand
ପଙ୍କ କାଦୁଅରେ ପଚପଚ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ, ଇଏ କ’ଣ ବିଶ୍ୱ ସ୍ତରୀୟ ?

ରାଜ୍ୟର ସବୁ ବିଶ୍ୱ ସ୍ତରୀୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୁଳ-ପାରାଦୀପ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପଙ୍କ କାଦୁଅରେ ପଚପଚ ବସ୍‌ଷ୍ଟାଣ୍ଡ।

Asahara Aloka
ଘର ଖର୍ଚ୍ଚ କରିବା ପରେ ସ୍ତ୍ରୀ ହାତରେ ଟଙ୍କା ସ୍ୱାମୀ ଦେବେନି? ଏଇଥି ପାଇଁ ସମ୍ପର୍କରେ ଦେଖାଗଲା ଫାଟ?

ମୁଁ ଯେତେ ଟଙ୍କା ରୋଜଗାର କରେ ସ୍ତ୍ରୀକୁ କାହିଁକି କୈଫତ ଦେବି? ରାତି ସାରା ବାହାରେ ବୁଲିବେ କିନ୍ତୁ ମତେ କିଛି କହିବେନି। ଏତେ ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ସ୍ତ୍ରୀଙ୍କୁ କାହିଁକି ଦେଉନାହାନ୍ତି?

1 teacher for 210 students
ଶିକ୍ଷକ ନାହାନ୍ତି...ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା...ଡାକୁଛନ୍ତି ଅ, ଆ, ଇ, ଈ...

ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା। ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା। ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball। ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି...ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ। ଦେଖନ୍ତୁ କେମିତି ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା

Salman Khan
ମୁସେୱାଲାଙ୍କ ହତ୍ୟା ପରେ ଡରିଗଲେ କି ଭାଇଜାନ୍‌? ଇଦ୍‌ରେ ଘରୁ ବାହାରିଲେନି...

ଡରିଯାଇଛନ୍ତି କି ଭାଇଜାନ୍‌? ଏଥର ଇଦ୍‌ରେ ଘରୁ ବାହାରିଲେନି କି ପ୍ରଶଂସକଙ୍କୁ ବି ଭେଟିଲେନି। ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ହତ୍ୟା ପରେ ସଲମାନ ଡରିଯାଇଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା

News Fuse
ତୁମେ ସବୁ ସିଜ୍‌ କରିବ, ଆମେ ଶାଢି ବିକିବୁ କେମିତି?

କୋଉଠିକୁ ଯାଉନାହାନ୍ତି, ମୋରି ଗୋଦାମକୁ ଆସୁଛନ୍ତି...ମନଇଚ୍ଛା ସିଜ୍‌ କରୁଛନ୍ତି। ଆମେ ତ ସେଇଠୁ କିଣିକି ଆଣିଲୁ, ତୁମେ ତାଙ୍କୁ ଧରୁନ। ମତେ କାହିଁକି ଧରୁଛ? ଆଲୋ ଆଲୋ କଥାଟା ଏଇଠି ପେଟେଇଛି...

OPSC
OPSC ଆଶାୟୀଙ୍କ ଚିନ୍ତା ବଢ଼ିଲା, ଛୋଟିଆ ଭୁଲ ପାଇଁ ପରୀକ୍ଷାରୁ ବଞ୍ଚିତ

ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।

Tusharkanti Behera
ଆଦିବାସୀ ମହିଳାଙ୍କୁ SDPOଙ୍କ ମାଡ଼ ଘଟଣା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି ।

mines
ନିଲାମ ହେବ ୧୫ଟି ଖଣି ଓ ୧୬ଟି ଲଘୁ ଖଣିଜ ବ୍ଲକ

ଗତବର୍ଷ ଠାରୁ ୨୧.୭୮ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ ।

  • Wednesday, 13 July 2022
  • Mines
Ruchika Mohanty
ଆନ୍ଦୋଳନରୁ ଓହରିଲେ ରୁଚିକାଙ୍କ ମାଆ, ନ୍ୟାୟ ଦାବିରେ ଦେଲେ ଓଡ଼ିଶା ବନ୍ଦ ଡାକରା

ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ ।

bank queue for money
ଟଙ୍କା ଉଠାଇବାକୁ ଲାଗିଲା ଲମ୍ବା ଲାଇନ୍‌, ମଣିଷ ବଦଳରେ ଲାଇନ୍‌ରେ ଛିଡା ହେଲେ ଇଟା, ପଥର ଓ ହେଲମେଟ୍‌...

ବିଚିତ୍ର ବ୍ୟବସ୍ଥା। ଟଙ୍କା ଉଠାଇବାକୁ ଏମିତି ଲାଇନ୍‌ ଲାଗିଲା ଯେ, ମଣିଷ ନୁହେଁ ବରଂ ଇଟା, ପଥର ଓ ହେଲମେଟ୍‌ ଦେଲେ ଲାଇନ୍‌....ଗୋଟିଏ କାଉଣ୍ଟରରୁ ୯ ହଜାର ଲୋକ ଟଙ୍କା ଉଠାଣ ପାଇଁ ଆସିବାରୁ ଏମିତି ହେଲା ଅସୁବିଧା...

Making News
ଜରାଶ୍ରମରେ ଆମେ ଭାରି ଖୁସି...

ସ୍ତ୍ରୀକୁ ଛାଡ଼ି ମୋର ସବୁ ଅଛନ୍ତି। ପୁଅ ଆମେରିକାରେ, ଝିଅ ବେଙ୍ଗାଲୁରୁରେ...ଘରେ ରହିକି କଣ କରିବି? ମୋ ଭଲ ମନ୍ଦ ବୁଝିବାକୁ ବି କେହି ନାହାନ୍ତି...ଘରେ ରହିକି କରିବି କଣ?

BMC Sealed Green Chillyz Outlet
ଗ୍ରୀନ୍‌ ଚିଲିଜ୍‌କୁ ସିଲ୍‌ କଲା BMC

ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ୍‌ ଚିଲିଜ୍‌ ଦୋକାନକୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍‌ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Special story
ଟ୍ରକ୍‌ ହର୍ଣ୍ଣରେ ଯୁବକଙ୍କ ନାଗିନ୍‌ ଡାନ୍ସ : ବିଚ୍‌ ରାସ୍ତାରେ ନାଚି ନାଚି ଗଡ଼ିଲେ, ଭିଡିଓ ବି କଲେ

ହାଇୱେ ଉପରେ ବାଇକର୍‌ଙ୍କ ନାଗିନ୍‌ ଡାନ୍ସ, ଗାଡ଼ି ବି ଛାଡ଼ିଲେନି , ମନଭରି ନାଚିଲେ ଓ ଉପଭୋଗ କଲେ

Taste of Odisha
ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି...

ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ....ପରେ ପରେ ଗୋଲ ଗୋଲ କରି ତେଲରେ ଛାଡ଼ି ଏମିତି ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି, ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ହେବ

E News
ସୁଟିଂ ସେଟ୍‌ରେ ଯୋଡି ଜମିଛି ସୁପ୍ରିୟା-ସବ୍ୟସାଚୀଙ୍କର...

ସମୁଦ୍ର କୂଳରେ କାହିଁକି ଏମିତି ବସିଛନ୍ତି ବିକାଶ ଓ ସବ୍ୟସାଚୀ? ଜୁଇରେ କାହାକୁ ଦେଖି ଏମିତି ଅଭିନୟ କରୁଛନ୍ତି ସବ୍ୟ? ଦେଖନ୍ତୁ ଏଇ ଭିଡ଼ିଓ, କେମିତି ଚାଲିଛି ପୁଷ୍କରାର ସୁଟିଂ...

  • Wednesday, 13 July 2022
  • ENews
Bahubali samosa
ବଜାରକୁ ଆସିଲା ୮ କିଲିଆ ସିଙ୍ଗଡା, ୩୦ ମିନିଟ୍‌ରେ ଖାଇଦେଲେ ମିଳିବ ୫୧ ହଜାର ଟଙ୍କା

ବାହୁବଳୀ ରୋଲ୍‌ ପରେ ଏବେ ବଜାରକୁ ଆସିଲା ବାହୁବଳୀ ସିଙ୍ଗଡା। ମାତ୍ର ୩୦ ମିନିଟ୍‌ରେ ଯିଏ ଖାଇଦେବ ତାଙ୍କୁ ପୁରସ୍କାରରେ ମିଳିବ ୫୧ ହଜାର ଟଙ୍କା...ଆଉ ସିଙ୍ଗଡାର ଓଜନ ରହିଛି ୮ କିଲୋଗ୍ରାମ୍‌, ଦେଖନ୍ତୁ ଏଇ ଭିଡ଼ିଓ

Cyber Crime
ରିଲ୍‌ କରିବା ହେଲା କାଳ, ନ୍ୟୁଡ୍‌ ଫଟୋ ଭାଇରାଲ କରିଦେବାର ଆସିଲା ଧମକ...

ସୋସିଆଲ ମିଡ଼ିଆରେ ରିଲ୍‌ କରିବା ହେଲା କାଳ। ଭଲ ଫଟୋକୁ ନ୍ୟୁଡ୍‌ କରି ଭାଇରାଲ କରିଦେବାର ଆସିଲା ଧମକ...ଦେଖନ୍ତୁ ଏହା ପରେ ହେଲା କଣ?

Villagers resort to begging to save life
ଗାଁ ପୁଅକୁ ବଞ୍ଚେଇବାକୁ ବୁଲି ବୁଲି ଭିକ ମାଗୁଛନ୍ତି ଗ୍ରାମବାସୀ, କାନ୍ଦୁଛନ୍ତି ସରପଞ୍ଚ

ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପାଲିଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗିଛନ୍ତି, ଆମ ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା

Petrol vehicles will vanish
ଆଉ ମାତ୍ର ୫ ବର୍ଷ ! ରାସ୍ତାରୁ ହଟିବ ସବୁ ପେଟ୍ରୋଲ ଗାଡ଼ି !

ନୀତିନ ଗଡ଼କରୀଙ୍କ ବଡ଼ ବୟାନ। ଆଉ ମାତ୍ର ୫ ବର୍ଷ ପରେ ରାସ୍ତାରୁ ହଟିଯିବ ସବୁ ପେଟ୍ରୋଲ ଗାଡି...କେବଳ ସିଏନଜି ସହ ଏଇ ସବୁ ଗାଡ଼ିକୁ ଯିବାକୁ ଦିଆଯିବ ଅନୁମତି....

Girl goes missing after jumping into Kharasrota river
ଜଳଖିଆ ଦୋକାନରୁ ପାଣି ପିଇଲେ, ବ୍ରିଜ୍‌ ଉପରେ ସାଇକେଲ୍‌ ରଖି ନଦୀକୁ ଡେଇଁଲେ ଯୁବତୀ

ଆଜି ସକାଳେ ଯୁବତୀ ଜଣକ ସାଇକେଲରେ ଯୋକଡିଆ ବ୍ରିଜ୍‌ ନିକଟରେ ପହଞ୍ଚି ନିକଟସ୍ଥ ଜଳଖିଆ ଦୋକାନରୁ ପାଣି ପିଇଥିଲେ। ପରେ ବ୍ରିଜ୍‌ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ।

News Fuse
ମନ୍ତ୍ରୀଙ୍କୁ ଦେଖି ବେଶି ବେଶି ଭାତ ଦେଇ ଦେଲେ କି ଶାରଦା?

ମୋ ବୋଉଲୋ...ଦେଖୁନୁ, ଶାରଦା ବାବୁ ମନ୍ତ୍ରୀଙ୍କୁ ଦେଖି କେମିତି କୁଲୁକୁଲୁ ହେଉଛନ୍ତି? ଭାତ ଦେବେ କି ପତ୍ର ଦେବେ କି ଡାଲି ଦେବେ? କିଛି ସେ ଜାଣିପାରୁନାହାନ୍ତି...ଆଲୋ ତୁମେ ପା’ ରାଉରକେଲା ସେଂଟରରୁ ପରୀକ୍ଷା ଦେଇଛ ସିଏ ପା’ ଯାଜପୁରର

OPSC
OPSC ଆଶାୟୀଙ୍କ ଆଶା ଧୂଳିସାତ୍ ! ୭୦୩୯ ଜଣଙ୍କ ଦରଖାସ୍ତ ନାକଚ କଲେ କମିଶନ

ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ ।