• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୁବଶୀଘ୍ର ଓଡ଼ିଶାର ୧୫ଟି ଖଣି ଓ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସୂଚନା । ବର୍ତ୍ତମାନ ସୁଦ୍ଧା ୩୭ଟି ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି । ୨୦୨୧-୨୨ରେ ୪୯୫୩୦ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ ହୋଇଛି । ଚଳିତ ବର୍ଷ ଏଯାବତ୍ ୧୧୮୮୭ କୋଟିର ରାଜସ୍ୱ ସଂଗ୍ରହ ହୋଇଛି । ଯାହାକି ଗତବର୍ଷ ଠାରୁ ୨୧.୭୮ ପ୍ରତିଶତ ଅଧିକ ରାଜସ୍ୱ ବୋଲି କହିଛନ୍ତି ଖଣି ମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now