ବିଚିତ୍ର ବ୍ୟବସ୍ଥା। ଟଙ୍କା ଉଠାଇବାକୁ ଏମିତି ଲାଇନ୍ ଲାଗିଲା ଯେ, ମଣିଷ ନୁହେଁ ବରଂ ଇଟା, ପଥର ଓ ହେଲମେଟ୍ ଦେଲେ ଲାଇନ୍....ଗୋଟିଏ କାଉଣ୍ଟରରୁ ୯ ହଜାର ଲୋକ ଟଙ୍କା ଉଠାଣ ପାଇଁ ଆସିବାରୁ ଏମିତି ହେଲା ଅସୁବିଧା...
Published: Pallipuspa Samal
Last updated: 13 July 2022, 03:23 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।