• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Marriage Contract
ବର କନ୍ୟା ମଧ୍ୟରେ ବିବାହର ଚୁକ୍ତିନାମା, ରହିଛି କୌତୁକିଆ ସର୍ତ୍ତ

ଚୁକ୍ତିନାମା କରାଇଛନ୍ତି ଦମ୍ପତିଙ୍କ ସାଙ୍ଗମାନେ । ସୋସିଆଲ ମିଡିଆରେ ଚୁକ୍ତିର ୪ କୋଟି ଭିୟୁ ।

  • Saturday, 16 July 2022
Elish Fish
ଜାଲରେ ଟନ୍ ଟନ୍ ଇଲିସି, ହେଲେ ଭାଉ ଏତେ ଯେ ହାତ ମାରିହେଉନି

ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।

Bear Attack
୩ ମଣିଷକୁ ମାରି ନିଜେ ମଲା ଭାଲୁ

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ

Bus Accident
ଟ୍ୟାଙ୍କରକୁ ଧକ୍କାଦେଇ ଓଲଟିଲା ବସ୍; ୨୯ ଆହତ

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି।

Flood Like Situation
ଫୁଲୁଛି ଗୋଦାବରୀ, ଜଳମଗ୍ନ ହେଉଛି ମୋଟୁ

ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।

Rain of Fish
ଆକାଶରୁ ବର୍ଷିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ, ଖୁସିରେ ନାଚିଲେ ଜନତା

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରବଳ ବର୍ଷା ହେଉଥିଲା..ଆଉ ଆକାଶରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବର୍ଷୁଥିଲା। ଏତେ ଗୁଡ଼ାଏ ମାଛ ପାଇ ଖୁସି ହେଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

School Students Stuck
ବର୍ଷା ପାଣିରେ ଘରକୁ ଫେରିପାରିଲେନି ସ୍କୁଲପିଲା, ଗ୍ୟାରେଜ୍‌ରେ ବିତିଲା ରାତି

ଲଗାଣ ବର୍ଷାରେ ବେହାଲ ଛାତ୍ରଛାତ୍ରୀ । ବନ୍ୟା ପାଣିରେ ଭାସିଗଲା ସ୍କୁଲପିଲାଙ୍କ ସାଇକେଲ । ଗ୍ୟାରେଜ୍‌ରେ ଫସିରହିଗଲେ ସ୍କୁଲ୍ ପିଲା ।

Elephant Chases
ବିଲରେ ଚାଷୀକୁ ଖେଦିଲା ଦନ୍ତା, ପଡ଼ିଉଠି ଦୌଡ଼ିଲେ ଚାଷୀ

ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍‌ ଖେଦି ଆସିଲା ଦନ୍ତା । ବାସ୍‌ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ । ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା।

Khola Katha
ମୁଖ୍ୟମନ୍ତ୍ରୀ ନିଜେ ଜାଣନ୍ତି ସେ ସତ କହୁଛନ୍ତି ନା ମିଛ...

ବିଜେପି ଓ ବିଜେଡ଼ି ଭିତରେ କିଛି ପାର୍ଥକ୍ୟ ନାହିଁ। ଚିହ୍ନ ଦୁଇଟା କିନ୍ତୁ ଦଳ ଗୋଟିଏ...ଜଣେ ଓଡିଆ ନେତ୍ରୀଙ୍କୁ କାହିଁକି ଭୋଟ୍‌ ଦେବେନି କଂଗ୍ରେସ ନେତା? ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର...

The Great Odisha Political Circus
ଘରେ ଶୋଇଲେ ଲାଭ ନାହିଁ...କିଛି ରୋଜଗାର କର...ପ୍ରସ୍ତାବ ଆସିଲେ ମୁଁ କଣ କହିବି?

ଜୀବନ ଯାକ ତ ରାଲି କଲୁ। କେତେ ଟଙ୍କା ରୋଜଗାର କରିଛୁ କହିଲୁ? ଗୋଟିଏ ପ୍ରସ୍ତାବ ଆସିଲେ ମୁଁ କଣ ତୋ ରାଲି କଥା କହିବି? ତତେ ବାହା ହେବ କିଏ?

‘Rain of fish’ witnessed in Telangana
ଆଶ୍ଚର୍ଯ୍ୟ !! ଆକାଶରୁ ବର୍ଷା ସାଙ୍ଗରେ ବର୍ଷିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରବଳ ବର୍ଷା ହେଉଥିଲା...ଆଉ ଆକାଶରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବର୍ଷୁଥିଲା। ଏତେ ଗୁଡ଼ାଏ ମାଛ ପାଇ ଖୁସି ହେଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

Apana Eka Nuhanti
ସ୍କୁଲ କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ କଲେଜ୍‌ ଯାଇପାରିଲେନି ଛାତ୍ରୀ...

ସ୍କୁଲ କର୍ତ୍ତୃପକ୍ଷଙ୍କ ସାଙ୍ଘାତିକ ଭୁଲ। ବାପାଙ୍କ ନାଁ ମାଟ୍ରିକ୍‌ ସାର୍ଟିଫିକେଟ୍‌ରେ ଭୁଲ କଲେ, କଲେଜ୍‌ରେ ନାଁ ଲେଖାଇ ପାରିଲେନି ଛାତ୍ରୀ। ଏଠାରେ ପ୍ରଶ୍ନ ଉଠୁଛି ସ୍କୁଲ କର୍ତ୍ତୃପକ୍ଷ ଏମିତି ଭୁଲ୍‌ କଲେ କେମିତି?

Bol Bom
କାଉଡ଼ିଆଙ୍କ ପାଇଁ ବଡ଼ ଖବର: ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା

ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ..

Caste stigma
ଅନ୍ଧ ବିଶ୍ୱାସରେ ବନ୍ଧା ମଣିଷ...ଶବ ସତ୍କାର ପାଇଁ ଆସିଲେନି ସାହି-ଭାଇ...ଶବ ଦାହ କଲେ ସରପଞ୍ଚଙ୍କ ସ୍ୱାମୀ....

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ବୁଡ଼ି ରହିଛି ମଣିଷ। ଘରେ ପଡ଼ିଥିଲା ଶବ...ପାଖ ମାଡ଼ୁନଥିଲେ ସାହି-ଭାଇ....ଖବର ପାଇବା ପରେ ଜଙ୍ଗଲରୁ କାଠ ସଂଗ୍ରହ କଲେ, ନିଜ କାନ୍ଧରେ ଶବ ନେଇ ଦାହ କଲେ ସରପଞ୍ଚଙ୍କ ସ୍ୱାମୀ।

Jojana Ra Naa Hariloot
ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୧୭ ମାସ ହେଲା ହଡପ୍‌ ହେଉଛି ବୃଦ୍ଧାଙ୍କ ପେନସନ୍‌ ଟଙ୍କା

ଏ କେମିତିକା ବ୍ୟବସ୍ଥା? ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୧୭ ମାସ ହେଲାଣି ବୃଦ୍ଧାଙ୍କ ଭତ୍ତା ଟଙ୍କା ହଡପ୍‌ କରୁଛନ୍ତି ସରକାରୀ ବାବୁ। ଦେଖନ୍ତୁ କେମିତି ଚାଲିଛି ଟଙ୍କା ହଡପ୍‌...

Bridge Problem
ଏଠି ବର୍ଷା ୪ ମାସ ଘରୁ ବାହାରିବା ମନା.. ପିଲାମାନେ ବି ଯାଆନ୍ତିନି ସ୍କୁଲ

ନିର୍ବାଚନ ଆସିଲେ ଏ ଦୁଇ ଅପନ୍ତରା ଇଲାକାରେ ନେତାଙ୍କ ପାଦ ପଡେ । ଢେର ପ୍ରତିଶ୍ରୁତି ବି ମିଳେ । ହେଲେ ନିର୍ବାଚନ ସରିଗଲେ, ଯଥା ପୂର୍ବଂ ତଥା ପରଂ ।

Anganwadi Didi puts life in harm’s way
ସାବାସ୍‌ ଦିଦି...କାଖରେ କୁନି ପିଲାଙ୍କୁ କାଖେଇ ଅଙ୍ଗନବାଡ଼ି ନେଉଛନ୍ତି ପାନମଣୀ...

ସାବାସ୍‌ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍‌ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍‌ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...ସାବାସ୍‌ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍‌ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍‌ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...

Elephant chases farmer
ବିଲକୁ ଯାଇଥିଲେ ଚାଷୀ ...ଖେଦି ଆସିଲା ଦନ୍ତା...ପଡ଼ିଉଠି ଦଉଡିଲେ ଚାଷୀ..

ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍‌ ଖେଦି ଆସିଲା ଦନ୍ତା...ବାସ୍‌ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ...ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା। ହେଲେ...ଦେଖନ୍ତୁ ଏଇ ଭିଡ଼ିଓ

Sarala Spinning Mill
ଜରାଜୀର୍ଣ୍ଣ ଶାରଳା ସୂତାକଳ ! ମହାବାତ୍ୟା ପରଠୁ ବନ୍ଦ ପଡ଼ିଛି ୧୨ ଶହ ପରିବାରର ଭାତହାଣ୍ଡି

ଋଣଭାର ବଢିବା ପରେ ନିଲାମ ନୋଟିସ ମାରିଲା ବ୍ୟାଙ୍କ । କିଛି ଅଂଶ ବନ୍ଦ କରିବାକୁ ନୋଟିସ ମାରିଛି ବ୍ୟାଙ୍କ ।

Indian Post department starts doorstep
ଏଣିକି ଚିଠି ନୁହେଁ ବରଂ ପିଠଉ ବି ଡେଲିଭରି କରିବ ଡାକବିଭାଗ...

ଡାକବିଭାଗର ବଡ଼ ନିଷ୍ପତ୍ତି। ଏଣିକି ଚିଠି ସହିତ ହୋମଡେଲିଭରି କରିବ ପିଠଉ...ଜାଣନ୍ତୁ କେମିତି କରିବେ ଅର୍ଡର...

Diarrhoea outbreak leaves 4 dead, dozens ill in Rayagada
ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ରାୟଗଡ଼ା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ.....

Truck Terminal
ଡ୍ରାଇଭରଙ୍କ ପାଇଁ ଖୁସି ଖବର ! ପ୍ରତି ଶହେ କିଲୋମିଟରରେ ହେବ ଟ୍ରକ୍‌ ଟର୍ମିନାଲ, ସରିଲାଣି ଜମି ଚିହ୍ନଟ

ଗୃହରେ ପ୍ରଶ୍ନୋତ୍ତରରେ କହିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅନଗୁଳ, ବାଲେଶ୍ୱର, ଗଂଜାମ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଜମି ଚିହ୍ନଟ ସରିଛି ।

News Fuse
ରଥଯାତ୍ରାରେ.. ଜଗା ସାମ୍ନାରେ “ଗୋରୀ ତୋ ଷ୍ଟାଇଲ ଏନର୍ଜି ଦେଉଛି ଭରି” ଗୀତରେ ଉଠିଲା ପଡ଼ିଲା ମଞ୍ଚ…

ତୁମ ଚିନ୍ତା ଧାରାକୁ ଜୁହାର। ଦେଖୁନୁରେ ନାରଣ, କେମିତି ଜଗା ରଥରେ ବସିଛି ଆଉ ଏମାନେ “ଗୋରୀ ତୋ ଷ୍ଟାଇଲ ଏନର୍ଜି ଦେଉଛି ଭରି” ଗୀତରେ ମଞ୍ଚ ଦୁଲୁକାଉଛନ୍ତି। ଆଉ ଆଜିକାଲି ଜମାନାରେ କିଏ ନିରୋଳା ଭଜନ ଶୁଣୁଛି ଯେ? ଧନ୍ୟରେ ନାରଣ...

Save Youth Life
ଗାଁର ଭେଣ୍ତିଆ ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ଗାଁଲୋକ ଓ ସରପଞ୍ଚ

ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପିଲାଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗୁଛନ୍ତି, ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା।

Viral Sisters
ସୋସିଆଲ ମିଡ଼ିଆରେ ପୁଣି ଚମକିଲେ ଭାଇରାଲ ଭଉଣୀ, ଏଥର ହେଲମେଟ୍‌କୁ ନେଇ ଦେଲେ ବଡ଼ ବାର୍ତ୍ତା

ପୁଣି ସୋସିଆଲ ମିଡ଼ିଆରେ ଚମକିଲେ ଦୁଇ ଭାଇରାଲ ଭଉଣୀ । ଏଥର ହେଲମେଟ୍‌ ଉପରେ ୨ ମିନିଟ୍‌ର କଲେ ଫିଲ୍ମ । ପୂର୍ବରୁ ବି ଅନେକଥର ଭିଡ଼ିଓ କରି ପ୍ରଶଂସା ସାଉଁଟିଥିଲେ ଶ୍ରୁତି ଓ ପ୍ରୀତି।