ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରବଳ ବର୍ଷା ହେଉଥିଲା..ଆଉ ଆକାଶରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବର୍ଷୁଥିଲା। ଏତେ ଗୁଡ଼ାଏ ମାଛ ପାଇ ଖୁସି ହେଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ଲଗାଣ ବର୍ଷାରେ ବେହାଲ ଛାତ୍ରଛାତ୍ରୀ । ବନ୍ୟା ପାଣିରେ ଭାସିଗଲା ସ୍କୁଲପିଲାଙ୍କ ସାଇକେଲ । ଗ୍ୟାରେଜ୍ରେ ଫସିରହିଗଲେ ସ୍କୁଲ୍ ପିଲା ।
ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍ ଖେଦି ଆସିଲା ଦନ୍ତା । ବାସ୍ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ । ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା।
ବିଜେପି ଓ ବିଜେଡ଼ି ଭିତରେ କିଛି ପାର୍ଥକ୍ୟ ନାହିଁ। ଚିହ୍ନ ଦୁଇଟା କିନ୍ତୁ ଦଳ ଗୋଟିଏ...ଜଣେ ଓଡିଆ ନେତ୍ରୀଙ୍କୁ କାହିଁକି ଭୋଟ୍ ଦେବେନି କଂଗ୍ରେସ ନେତା? ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର...
ଜୀବନ ଯାକ ତ ରାଲି କଲୁ। କେତେ ଟଙ୍କା ରୋଜଗାର କରିଛୁ କହିଲୁ? ଗୋଟିଏ ପ୍ରସ୍ତାବ ଆସିଲେ ମୁଁ କଣ ତୋ ରାଲି କଥା କହିବି? ତତେ ବାହା ହେବ କିଏ?
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପ୍ରବଳ ବର୍ଷା ହେଉଥିଲା...ଆଉ ଆକାଶରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ବର୍ଷୁଥିଲା। ଏତେ ଗୁଡ଼ାଏ ମାଛ ପାଇ ଖୁସି ହେଲେ ଲୋକେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ସ୍କୁଲ କର୍ତ୍ତୃପକ୍ଷଙ୍କ ସାଙ୍ଘାତିକ ଭୁଲ। ବାପାଙ୍କ ନାଁ ମାଟ୍ରିକ୍ ସାର୍ଟିଫିକେଟ୍ରେ ଭୁଲ କଲେ, କଲେଜ୍ରେ ନାଁ ଲେଖାଇ ପାରିଲେନି ଛାତ୍ରୀ। ଏଠାରେ ପ୍ରଶ୍ନ ଉଠୁଛି ସ୍କୁଲ କର୍ତ୍ତୃପକ୍ଷ ଏମିତି ଭୁଲ୍ କଲେ କେମିତି?
ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ..
ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ବୁଡ଼ି ରହିଛି ମଣିଷ। ଘରେ ପଡ଼ିଥିଲା ଶବ...ପାଖ ମାଡ଼ୁନଥିଲେ ସାହି-ଭାଇ....ଖବର ପାଇବା ପରେ ଜଙ୍ଗଲରୁ କାଠ ସଂଗ୍ରହ କଲେ, ନିଜ କାନ୍ଧରେ ଶବ ନେଇ ଦାହ କଲେ ସରପଞ୍ଚଙ୍କ ସ୍ୱାମୀ।
ଏ କେମିତିକା ବ୍ୟବସ୍ଥା? ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୧୭ ମାସ ହେଲାଣି ବୃଦ୍ଧାଙ୍କ ଭତ୍ତା ଟଙ୍କା ହଡପ୍ କରୁଛନ୍ତି ସରକାରୀ ବାବୁ। ଦେଖନ୍ତୁ କେମିତି ଚାଲିଛି ଟଙ୍କା ହଡପ୍...
ନିର୍ବାଚନ ଆସିଲେ ଏ ଦୁଇ ଅପନ୍ତରା ଇଲାକାରେ ନେତାଙ୍କ ପାଦ ପଡେ । ଢେର ପ୍ରତିଶ୍ରୁତି ବି ମିଳେ । ହେଲେ ନିର୍ବାଚନ ସରିଗଲେ, ଯଥା ପୂର୍ବଂ ତଥା ପରଂ ।
ସାବାସ୍ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...ସାବାସ୍ ଅଙ୍ଗନବାଡି ଦିଦି। ଭରା ନଇରେ ପିଲାଙ୍କୁ କାଖେଇ ନଇ ପାର୍ ହେଉଛନ୍ତି ପାନମଣୀ। ଜଣିଏ ନୁହେଁ କି ଦୁଇଜଣ ନୁହେଁ ବରଂ ୧୨ ଜଣ ପିଲାଙ୍କୁ ଏମିତି କାଖେଇ ନଦୀ ପାର ହୁଅନ୍ତି ଦିଦି। ବର୍ଷକ ବାରମାସ ଏମିତି ଅସୁବିଧାର ସାମ୍ନା କରନ୍ତି କୁନି ପିଲା...ବ୍ରିଜ୍ ହେବା ପାଇଁ ଟେଣ୍ଡର ହେଲା ସତ କିନ୍ତୁ ଏ ପର୍ଯ୍ୟନ୍ତ ବାଲି ମୁଠାଏ ପଡ଼ିଲାନି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ...
ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍ ଖେଦି ଆସିଲା ଦନ୍ତା...ବାସ୍ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ...ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା। ହେଲେ...ଦେଖନ୍ତୁ ଏଇ ଭିଡ଼ିଓ
ଋଣଭାର ବଢିବା ପରେ ନିଲାମ ନୋଟିସ ମାରିଲା ବ୍ୟାଙ୍କ । କିଛି ଅଂଶ ବନ୍ଦ କରିବାକୁ ନୋଟିସ ମାରିଛି ବ୍ୟାଙ୍କ ।
ଡାକବିଭାଗର ବଡ଼ ନିଷ୍ପତ୍ତି। ଏଣିକି ଚିଠି ସହିତ ହୋମଡେଲିଭରି କରିବ ପିଠଉ...ଜାଣନ୍ତୁ କେମିତି କରିବେ ଅର୍ଡର...
ରାୟଗଡ଼ା କାଶିପୁର ବ୍ଲକ୍ରେ ଝାଡ଼ାବାନ୍ତି ଆତଙ୍କ.....
ଗୃହରେ ପ୍ରଶ୍ନୋତ୍ତରରେ କହିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅନଗୁଳ, ବାଲେଶ୍ୱର, ଗଂଜାମ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଜମି ଚିହ୍ନଟ ସରିଛି ।
ତୁମ ଚିନ୍ତା ଧାରାକୁ ଜୁହାର। ଦେଖୁନୁରେ ନାରଣ, କେମିତି ଜଗା ରଥରେ ବସିଛି ଆଉ ଏମାନେ “ଗୋରୀ ତୋ ଷ୍ଟାଇଲ ଏନର୍ଜି ଦେଉଛି ଭରି” ଗୀତରେ ମଞ୍ଚ ଦୁଲୁକାଉଛନ୍ତି। ଆଉ ଆଜିକାଲି ଜମାନାରେ କିଏ ନିରୋଳା ଭଜନ ଶୁଣୁଛି ଯେ? ଧନ୍ୟରେ ନାରଣ...
ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପିଲାଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗୁଛନ୍ତି, ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା।
ପୁଣି ସୋସିଆଲ ମିଡ଼ିଆରେ ଚମକିଲେ ଦୁଇ ଭାଇରାଲ ଭଉଣୀ । ଏଥର ହେଲମେଟ୍ ଉପରେ ୨ ମିନିଟ୍ର କଲେ ଫିଲ୍ମ । ପୂର୍ବରୁ ବି ଅନେକଥର ଭିଡ଼ିଓ କରି ପ୍ରଶଂସା ସାଉଁଟିଥିଲେ ଶ୍ରୁତି ଓ ପ୍ରୀତି।
ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ ।
ବିଶ୍ୱରେ ଏକା ଭଳି ଦେଖାଯାଉଥିବା ପ୍ରାୟ ୭ ଜଣ ଲୋକ ରହିଥାନ୍ତି । ଅର୍ଥାତ ପ୍ରତ୍ୟେକ ଲୋକର ହମ୍ସକଲ ରହିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଚାଂୟତ ପିପିଲିପଦର ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି
ସୋନପୁର ଏସପି କହିଲେ, ଡ୍ରାଇଭରର ଡିଏଲ୍ ନ ଥିଲା
ସୁଜି ଓ ଛତୁଆ ପ୍ୟାକେଟ୍ ଉପରେ ଲେଖାଯାଇଛି ପ୍ରସ୍ତୁତକାରୀ ସଂସ୍ଥାର ନାଁ- ମା ବୁଢ଼ୀ ମଙ୍ଗଳା। ଏସ୍ଏଚଜି ନାଁରେ ପ୍ୟାକିଂ ହୋଇଥିବା ଏହି ଛତୁଆ ପ୍ୟାକେଟ୍ ଭିତରୁ ପୋକ ସାଲୁ ବାଲୁ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ୟାକେଟ୍ ଭିତରେ ମଲା ପୋକ ମଧ୍ୟ ବାହାରୁଥିବା ଅଭିଯୋଗ ହୋଇଛି।