ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା। ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା। ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball। ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି...ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ। ଦେଖନ୍ତୁ କେମିତି ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା
Published: Pallipuspa Samal
Last updated: 14 July 2022, 09:26 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।