୩୫ ବର୍ଷ ବୟସରେ ଆଖି ବୁଜିଲା ବିଶ୍ୱର ବୟୋଜ୍ୟେଷ୍ଠ ପାଣ୍ଡା...
ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି।
ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...
ଯୁଦ୍ଧରେ ଯବାନଙ୍କ ଜୀବନ ବଂଚାଇ ଦେଲା ମୋବାଇଲ ଫୋନ୍। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, ଦେଖନ୍ତୁ କେମିତି?
ଜମି ସରକାରୀ କିନ୍ତୁ ଚାଲିଛି ବେସରକାରୀ ତେଲ ମିଲ୍। ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଇ, ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ଖୁଲମଖୁଲା ଚଲାଉଛନ୍ତି ମିଲ୍, ହେଲେ....
ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି...ଶବ ଛୁଇଁଲେନି ସାହି ଭାଇ। ମୃତ୍ୟୁ ପରେ ଏମିତି ୩ କିଲୋମିଟର ପର୍ଯ୍ୟନ୍ତ ଶବକୁ କାନ୍ଧରେ ବୋହି ବୋହି ପାହାଡ ତଳକୁ ଆଣିଲେ ପୋଲିସ ବାବୁ...
ସ୍ତ୍ରୀର କଷ୍ଟ ଦେଖି ସହି ପାରୁନାହାନ୍ତି ସ୍ୱାମୀ। ଗାମୁଛା ଧରି ସିନା ମୁହଁ ପୋଛି ଦେଉଛନ୍ତି ହେଲେ ଭଲ କରିବା ପାଇଁ ଆଉ ତାଙ୍କ ପାଖରେ ବଳ ନାହିଁ। ସ୍ତ୍ରୀ ପାଇଁ ସବୁକିଛି ବିକ୍ରି କରିସାରିଲେଣି..ହେଲେ ଅପରେସନ୍ ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ସାହାଯ୍ୟ ମିଳିଲେ ହୋଇପାରନ୍ତା ଅପରେସନ୍
ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲା। ଚିକିତ୍ସା ପାଇଁ ନିଜ ଅଟୋକୁ ବି ବିକ୍ରି କରିଦେଲେ। ବ୍ରହ୍ମପୁରରୁ ଭୁବନେଶ୍ୱର...ସବୁ ଡାକ୍ତରଙ୍କ ଗୋଟିଏ କଥା...ଦରକାର ଅପରେସନ୍। ଖାଇବାକୁ ପଇସା ନାହିଁ, ଏତେ ଗୁଡ଼ାଏ ଟଙ୍କା ଆଣିବେ କେଉଁଠୁ? ସ୍ୱାମୀ ପାଇଁ ସିଲେଇ କରୁଛି ସ୍ତ୍ରୀ, ଏବେ ସରକାରୀ ସାହାଯ୍ୟକୁ ଅପେକ୍ଷା...
ହ୍ୱାଟ୍ସଆପ୍ର ଡିପି ସେମାନେ ଜାଣିଲେ କେମିତି? ଟଙ୍କା ଦେଲେନି ବୋଲି କଲ ଗର୍ଲ କରି ଭାଇରାଲ କରିଦେଲେ ଫଟୋ। ଦେଖନ୍ତୁ ଏହାପରେ ହେଲା କଣ?
ବିରାଟଙ୍କ ବିଗ୍ କ୍ରେଜକୁ ନେଇ ବଢୁଛି ଚର୍ଚ୍ଚା। ଏସିଆ ମହାଦେଶରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି କି ବିରାଟ କୋହଲି? କଣ କହୁଛି ରିପୋର୍ଟ....
ଭିଜା ଭିଜା ପାଗରେ ଲାଗେ ଭାରି ମଜାରେ। ୱା ୱା...ରାସ୍ତାରେ ହର୍ଣ୍ଣ ଦେଲା ଟ୍ରକ୍, ଅନ୍ କଣ୍ଟ୍ରୋଲ ହେଲେ ପଲେ ପିଲା। ବାସ୍ ତା’ପରେ ଦେଖୁନାହାନ୍ତି କେମିତି ଆରମ୍ଭ କରିଦେଲେ ନାଗିନ ଡ୍ୟାନ୍ସ...
ବୌଦ୍ଧ ବନଖଣ୍ଡ ଅଧିକାରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ବୌଦ୍ଧ ବନ୍ୟାପ୍ରାଣୀ ତତ୍ତ୍ୱବଧାରକଙ୍କୁ ୨ ମାସର ଦରମା ଦେଇଥିବା ଅଭିଯୋଗ ହୋଇଛି।
କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ CRCCଙ୍କୁ କାର୍ଯ୍ୟାନ୍ତର କରାଯାଇଛି।
ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ପରଲୋକ । ଭୁବନେଶ୍ୱରର ଘରୋଇ ହସ୍ପିଟାଲ୍ରେ ରାଜେଶ୍ୱରୀଙ୍କ ପରଲୋକ । ସିନେମା ଓ ସିରିୟଲ ଜଗତରେ ଶୋକର ଛାୟା ।
ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।
୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି
ଏ ସମ୍ପର୍କରେ ପୌରଧ୍ୟକ୍ଷା ନିକଟକୁ କୌଣସି ନୋଟିସ ଆସିନଥିବା କହିଛନ୍ତି।
ଭଲ ରୋଜଗାର କରିବାକୁ ଚାହୁଁଛନ୍ତି କି ? ସଫେଇ କାମ କରି ପାଆନ୍ତୁ ମାସିକ ୮ ଲକ୍ଷ ଟଙ୍କା....
ରିଲ୍ ଲାଇଫ୍ ର ଟେମ୍ପଲ ରନ୍ ଗେମ୍ ତ ସମସ୍ତେ ଜାଣିଛନ୍ତି, ହେଲେ କେବେ ଦେଖିଛନ୍ତି କି ରିୟଲ ଲାଇଫ୍ ର ଟେମ୍ପଲ ରନ୍...
ଇଏ ହେଉଛି ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ମୋ ବସ୍ ଷ୍ଟାଣ୍ଡର ଦୃଶ୍ୟ । ସାମାନ୍ୟ ବର୍ଷା ହେଲେ ଏଠାରେ ଜମୁଛି ପାଣି । ଖାଲଢ଼ିପରେ ବର୍ଷା ପାଣି ଜମିବା ହେତୁ ରାସ୍ତାଘାଟ ଅପରିଷ୍କାର ହୋଇ ପଡ଼ିଛି । ଦେଖନ୍ତୁ କିଛି ଦୃଶ୍ୟ...
ଉଗ୍ରରୂପ ଧାରଣ କଲାଣି ପୁରୀ ସମୁଦ୍ର। ଘୋ ଘୋ ଗର୍ଜନ କରି ମାଡ଼ି ଆସୁଛି କୂଳକୁ...ଜୁଆର ମାଡରେ ଭାସିଯାଉଛି ବାଲିବସ୍ତା....ଝାଉଁ ଜଙ୍ଗଲକୁ ନିଜ ଗର୍ଭକୁ ନେବା ଉପରେ ସମୁଦ୍ର...ସେପଟେ କେଉଟଜଙ୍ଗାରେ ଖୋଳି ହୋଇଗଲାଣି ମୁହାଣ। ଚିନ୍ତାରେ ଅଂଚଳବାସୀ...
ଇଂଜେକସନ୍ ନେବାକୁ ମେଡ଼ିକାଲରେ ପହଞ୍ଚିଲେ ପୋଲିସ ବାବୁ। ଡାକ୍ତର ଇଂଜେକସନ୍ ନେଇ ଆସିଲା ବେଳକୁ ଭୋ ଭୋ ହୋଇ କାନ୍ଦିଲେ ପୋଲିସ ବାବୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ଭାଇଲୋ କୁଆଡ଼େ ଯିବୁ? ହାଉଲେ ଚାଲିବୁ..ଦେଖୁନୁ ଏ ବାଦାମବାଡ଼ିର ଅବସ୍ଥା କେମିତି ହେଲାଣି? ଚାଲୁ ଚାଲୁ ଯଦି ଟିକେ ଏପଟ ସେପଟ ହେବ ସିଧା କାଦୁଅରେ ଗାଧୋଇ ପଡ଼ିବ। ନାରଣ ଏଇଟା ପା’ ବିଶ୍ୱସ୍ତରୀୟ ବସ୍ଷ୍ଟାଣ୍ଡ..
ଯେଉଁ ବୟସରେ କାନ୍ଧରେ ବହିବସ୍ତାନୀ ବୋହିବା କଥା ସେଇ ବସୟରେ କାନ୍ଧରେ ବୋହୁଛନ୍ତି କାଠ । ହାତରେ କଲମ ଧରିବା ପରିବର୍ତ୍ତେ ଧରୁଛନ୍ତି ଖଡ଼ିକା। ମାଆ ଅନ୍ୟ କାହା ସାଙ୍ଗରେ ପଳାଇଲା, ବିଲାରେ କାମ କରୁ କରୁ ବାପା ଚାଲିଗଲେ। ଦିବ୍ୟାଙ୍ଗ ଭାଇ ଓ କୁନି ଭଉଣୀର ବୋଝ ଏବେ କୁନି ଝିଅ ସନ୍ତୋଷୀଙ୍କ ଉପରେ। ପ୍ରଶାସନିକ ସାହାଯ୍ୟ ମିଳିଲେ ଆଗକୁ ପାଠ ପଢିବେ ବୋଲି କହୁଛନ୍ତି ସନ୍ତୋଷୀ.
ଗର୍ଜନ କରି ମାଡ଼ି ଆସୁଛୁି ସମୁଦ୍ର ଜୁଆର । କୂଳ ଲାଙ୍ଘିବାକୁ ବସିଲାଣି ସମୁଦ୍ର । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଅନ୍ୟତମ ଆକର୍ଷଣ କୁହାଯାଉଥିବା କୋଣାର୍କ ପୁରୀ ବେଳାମାର୍ଗ ନଷ୍ଟ ହେବାକୁ ବସିଲାଣି ।