• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Otv Special Story

Locals construct well on own
କୂଅ ଖୋଳି ଉଦଘାଟନ କଲେ ଗାଁ ଲୋକ . .

ଶୁଣିଲାନି ପ୍ରଶାସନ, ଶୋଷ ମେଣ୍ଟାଇବା ପାଇଁ ଚାନ୍ଦା କରି ନିଜ ଖର୍ଚ୍ଚରେ କୂଅ ଖୋଳିଦେଲେ ଗାଁ ଲୋକେ...

Bull With Fractured Leg
ନୃଶଂସ ମଣିଷ...ଧାନ ଖାଇଲା ବୋଲି ଷଣ୍ଢର ଗୋଡକୁ ଦେଲା ହାଣି..

ଏ ମଣିଷ ନା ରାକ୍ଷସ? ବିଲରେ ପଶି ଧାନ ଖାଇଦେଲା ବୋଲି ଗୋଡେଇ ଗୋଡେଇ ଷଣ୍ଢର ଗୋଡ ହାଣିଦେଲା ନୃଶଂସ ମଣିଷ। ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ନିରୀହ ପଶୁ। ସେପଟେ ଷଣ୍ଢର ଅବସ୍ଥାକୁ ଦେଖି ସ୍କୁଲରେ ରଖି ସେବା କରୁଛନ୍ତି ଶିକ୍ଷୟିତ୍ରୀ..

Elderly woman suffering from leprosy ostracised by villagers - OTV special story
ରୋଗ ପାଇଁ...୨୦ ବର୍ଷ ହେଲାଣି ଜଙ୍ଗଲରେ ବିତୁଛି ଜୀବନ

କୁଷ୍ଠ ରୋଗ ହେଲା ପରେ ଗାଁରେ ପୂରାଇଲେନି...କେହି ଛୁଇଁଲେନି। ଇଚ୍ଛା ନଥିଲେ ବି ୨୦ ବର୍ଷ ହେଲାଣି ଜଙ୍ଗଲରେ କଟୁଛି କର୍ପୁରଙ୍କ ଜୀବନ। ସ୍ୱାମୀ ଚାଲିଗଲା ସାଙ୍ଗରେ ଦୁଇ ଝିଅ ବି ଗଲେ। ବୟସ ଥିବା ବେଳେ ଭିକମାଗି ପେଟ ପୋଷୁଥିଲେ। କିନ୍ତୁ ଏବେ ଚାଲିବୁଲିବା ତାଙ୍କ ପକ୍ଷରେ କଷ୍ଟ...ଜଣେ ଯୁବକ କେତେବେଳେ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ଭୋକ ଉପାସରେ ଜଙ୍ଗଲେ ପଡ଼ିଛନ୍ତି କର୍ପୁର...ଦେଖନ୍ତୁ ୨୦ ବର୍ଷ ହେଲାଣି ଜଙ୍ଗଲରେ କେମିତି କଟୁଛି ଜୀବନ

Police carries \'untouchable\' body for 3kms after villagers deny - OTV special story
ଶବ ଛୁଇଁଲେନି ସାହି-ଭାଇ..୩ କିମି ଶବ କାନ୍ଧେଇ କାନ୍ଧେଇ ଆଣିଲେ ପୋଲିସ ବାବୁ

ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି...ଶବ ଛୁଇଁଲେନି ସାହି ଭାଇ। ମୃତ୍ୟୁ ପରେ ଏମିତି ୩ କିଲୋମିଟର ପର୍ଯ୍ୟନ୍ତ ଶବକୁ କାନ୍ଧରେ ବୋହି ବୋହି ପାହାଡ ତଳକୁ ଆଣିଲେ ପୋଲିସ ବାବୁ...

Auto driver\'s quest to arrange money for surgery - OTV special story
ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରି ଟଙ୍କା ସଂଗ୍ରହ କରୁଛି ସ୍ତ୍ରୀ..

ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲା। ଚିକିତ୍ସା ପାଇଁ ନିଜ ଅଟୋକୁ ବି ବିକ୍ରି କରିଦେଲେ। ବ୍ରହ୍ମପୁରରୁ ଭୁବନେଶ୍ୱର...ସବୁ ଡାକ୍ତରଙ୍କ ଗୋଟିଏ କଥା...ଦରକାର ଅପରେସନ୍‌। ଖାଇବାକୁ ପଇସା ନାହିଁ, ଏତେ ଗୁଡ଼ାଏ ଟଙ୍କା ଆଣିବେ କେଉଁଠୁ? ସ୍ୱାମୀ ପାଇଁ ସିଲେଇ କରୁଛି ସ୍ତ୍ରୀ, ଏବେ ସରକାରୀ ସାହାଯ୍ୟକୁ ଅପେକ୍ଷା...

Presidential election concludes with polling in Parliament and all Assemblies - OTV special story
କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି?

ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ମତଦାନ । ଭୋଟବାକ୍ସରେ ସିଲ୍ ହେଲା ଆଗାମୀ ରାଷ୍ଟ୍ରପତିଙ୍କ ଭାଗ୍ୟ

15 years old Samriddhi sets example, donates organs to save two - OTV Special Story
ଭଗବାନ ମତେ ଠକିଦେଲେ...ନିଜେ ଡାକ୍ତର ହୋଇ ବି ରୋଗ ଜାଣିପାରିଲିନି...ହେଲେ ୨ ଜଣଙ୍କ ଜୀବନ ବଞ୍ଚାଇଦେଲା କୁନି ଝିଅ

୧୫ ବର୍ଷର ଝିଅ....”ସେ ଆମ ପାଇଁ ଭଗବାନଙ୍କ ଦାନ ଥିଲା। ମୁଁ ନିଜେ ଡାକ୍ତର, କିନ୍ତୁ ଝିଅର ରୋଗ ଜାଣିପାରିଲିନି”। ଝିଅକୁ ହରାଇ କାନ୍ଦି କାନ୍ଦି ଏମିତି କହୁଛି ମାଆ। ସମୃଦ୍ଧି ଚାଲିଗଲା ସିନା କିନ୍ତୁ ୨ ଜଣଙ୍କ ଜୀବନ ବଞ୍ଚାଇଦେଲା। ଗୋଟିଏ ପଟେ ଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା-ମାଆ, ଏପଟେ ୨ ଜଣଙ୍କ ଜୀବନ ବଞ୍ଚିଥିବାରୁ ଗର୍ବ ମନେ କରୁଛନ୍ତି ଏହି ଦମ୍ପତି...

OTV Special Story
ଦୁଇ ଭଉଣୀ ପାଲଟିଛନ୍ତି ବୁଲାଷଣ୍ଢ, କୁକୁର ଓ ଗାଈଗୋରୁଙ୍କ ମାଆ, ଦେହରେ ବି କୁଟେଇଛନ୍ତି ପଶୁଙ୍କ ଟାଟୁ

ଏ ଦୁଇ ଭଉଣୀ ବାହାସାହା ହୋଇନାହାଁନ୍ତି। କିନ୍ତୁ ମାଆ ହୋଇ ସାରିଲେଣି। ଏମାନେ ହେଉଛନ୍ତି ବୁଲା ପଶୁପକ୍ଷୀଙ୍କ ମଣିଷ ମାଆ। ଏମାନଙ୍କ ପ୍ରେମ ପାଖରେ ବୁଲା ଷଣ୍ଢ ବି ଚୁପ୍ ପଡ଼ିଯାଏ। ମଣିଷଙ୍କ ପରି ଏମାନଙ୍କ ଘରେ ରୁହନ୍ତି ପଶୁ ପକ୍ଷୀ। ଏମାନେ ଏତେ ପଶୁପ୍ରେମୀ ଯେ, ନିଜ ଦେହରେ କୁଟେଇଛନ୍ତି ପଶୁଙ୍କ ଟାଟୁ। ଆଜି ମହିଳା ଦିବସରେ ଆସନ୍ତୁ ଭେଟିବା ଅବିବାହିତା ମାଆ ପାଲିଟିଥିବା ତପସ୍ୱୀ ଓ ତନୁଶ୍ରୀଙ୍କୁ।