ସ୍ତ୍ରୀର କଷ୍ଟ ଦେଖି ସହି ପାରୁନାହାନ୍ତି ସ୍ୱାମୀ। ଗାମୁଛା ଧରି ସିନା ମୁହଁ ପୋଛି ଦେଉଛନ୍ତି ହେଲେ ଭଲ କରିବା ପାଇଁ ଆଉ ତାଙ୍କ ପାଖରେ ବଳ ନାହିଁ। ସ୍ତ୍ରୀ ପାଇଁ ସବୁକିଛି ବିକ୍ରି କରିସାରିଲେଣି..ହେଲେ ଅପରେସନ୍ ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ସାହାଯ୍ୟ ମିଳିଲେ ହୋଇପାରନ୍ତା ଅପରେସନ୍
Published: Otv Khabar Bureau
Last updated: 22 July 2022, 10:15 AM IST
ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲା। ଚିକିତ୍ସା ପାଇଁ ନିଜ ଅଟୋକୁ ବି ବିକ୍ରି କରିଦେଲେ। ବ୍ରହ୍ମପୁରରୁ ଭୁବନେଶ୍ୱର...ସବୁ ଡାକ୍ତରଙ୍କ ଗୋଟିଏ କଥା...ଦରକାର ଅପରେସନ୍। ଖାଇବାକୁ ପଇସା ନାହିଁ, ଏତେ ଗୁଡ଼ାଏ ଟଙ୍କା ଆଣିବେ କେଉଁଠୁ? ସ୍ୱାମୀ ପାଇଁ ସିଲେଇ କରୁଛି ସ୍ତ୍ରୀ, ଏବେ ସରକାରୀ ସାହାଯ୍ୟକୁ ଅପେକ୍ଷା...