ମାସ ମାସ ଧରି ସ୍କୁଲ୍ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ।
ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ...
ବିଷ ପିଇ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକେ। ଶେଷରେ ବାଧ୍ୟ ହୋଇ ବାପା ଘର ଲୋକେ ମୃତ ଝିଅର ଶବ ସତ୍କାର କରିଥିଲେ।
ଠାକୁରଙ୍କ ନାଁରେ ଠକିଦେଲେ। ପୂରା ପରିବାର ବାହାରିଥିଲା ଶିରିଡିସାଇ ଟ୍ରିପ୍ରେ ....ହୋଟେଲ୍ ବୁକ କରୁ କରୁ ସାଇବର ଠକ ମାଗିଲେ ଓଟିପି। ବାସ୍ ଏପଟରେ ଆକାଉଣ୍ଟ ହୋଇଗଲା ଖାଲି
ବାୟା ହେଲେ ବାଇଡେନ୍? ନିଜ କଥାକୁ ନିଜେ ବୁଝିପାରିଲେନି। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଡାକ୍ତରଖାନାରେ ପ୍ରସୂତି ବିଭାଗ ଡାକ୍ତର ନଥିବାରୁ ନର୍ସ ପ୍ରସବ କରାଇଥିଲେ। ପ୍ରଥମେ ଏକ ମୃତ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ୩ ଘଣ୍ଟା ପରେ ଡାକ୍ତର ଆସି ପ୍ରସୂତିଙ୍କ ଆଉ ଥରେ ପ୍ରସବ କରାଇଥିଲେ। ତେବେ ଜନ୍ମର କିଛି ସମୟ ପରେ ସେହି ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଥିଲା।
ଡିଜାଷ୍ଟର ରିପୋର୍ଟିଂ ସାଙ୍ଗକୁ ଗ୍ରାଉଣ୍ଡ୍ରୁ ଓ୍ୱାଇଲ୍ଡ ଲାଇଫ୍ ରିପୋର୍ଟିଂରେ ବି ଅରିନ୍ଦମଙ୍କର ଥିଲା ଅସମ୍ଭବ ଦକ୍ଷତା। ବଢ଼ି ହେଉ କି ମରୁଡ଼ି, ବାତ୍ୟା ହେଉ କି ଅନ୍ୟ ଯେକୌଣସି ବିପତ୍ତି ସବୁ ବିପର୍ଯ୍ୟୟରେ ସବୁଠୁ ଆଗରେ ସେ ଥିବେ, ଥିବ ତାଙ୍କ ଡେୟାର ଡେଭିଲ୍ ରିପୋର୍ଟିଂ।
ବିଚ୍ ରାସ୍ତାରେ ଚାଲିଥିଲା ମରାମରି। ହାଇ ସ୍ପିଡ୍ରେ ଆସିଲା କାର, ଜୋରସୋରରେ ଦେଲା ଧକ୍କା….ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ସେ ଥିଲେ ମହାରାଣୀ, ସେ ଥିଲେ ବର୍ବର। ନୃଶସ ମହିଳା ସିରିଏଲ୍ କିଲର୍ଭାବେ ସେ ଜଣାଶୁଣା। ନିଜ ସୌନ୍ଦର୍ଯ୍ୟ ପାଇଁ କରୁଥିଲେ ରକ୍ତସ୍ନାନ। ଏଥି ପାଇଁ ମାରି ଦେଇଛନ୍ତି ୬୦୦ରୁ ଅଧିକ ଯୁବତୀ। ସେମାନଙ୍କ ସହ ଆଉ କ’ଣ ସବୁ କରୁଥିଲେ ଜାଣିବା ପାଇଁ ପଢନ୍ତୁ।
ନେପାଳରୁ ଆସି ଭାରତରେ ରହି ପେଟ ପୋଷୁଥିଲେ ଭରତ। ଦୁବାଇରେ ରହି କରୁଥିଲେ କାର୍ ସଫା। ହଠାତ ଲାଗିଗଲା ଲଟେରୀ ଆଉ ସେ ହୋଇଗଲେ କୋଟିପତି।
ଏବେ ପ୍ରଶ୍ନ, HSRP ସମସ୍ୟାର ସମାଧାନ କଣ ? ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ପରିବହନ ବିଭାଗ HSRP ଡେଡଲାଇନ ବଢ଼ାଇବ କି ?
ଏଣିକି ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆ ଟିଫିନ୍ ଓ ସ୍ନାକ୍ସ। ସବୁ ବିଭାଗକୁ କୃଷି ପ୍ରମୁଖ ସଚିବଙ୍କ ଚିଠି। ଏନେଇ ଓଡ଼ିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ଉଦ୍ୟମ। ଚାଷୀଙ୍କ ସହ ଭଲ ବେପାର ଆଶାରେ ବ୍ୟବସାୟୀ ବି ଖୁସ୍।
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ପ୍ରାୟ ୩୪ କୋଟିରୁ ଅଧିକ ଥିବା ଦର୍ଶାଯାଇଛି।
ରୁଷିଆ-ୟୁକ୍ରେନ ଥମିବାର ନାଁ ଧରୁନି। ଏମିତି ସ୍ଥିତିରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ରୁଷ ରାଷ୍ଟ୍ରପତି ପୁଟିନ ଧମକ ଦେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଯଦି ଆଣିବକ ଯୁଦ୍ଧ ହୁଏ ମଣିଷ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖି ପାରିବ ? କ’ଣ କଲେ ଆଣବିକ ବିସ୍ଫୋରଣର ରେଡିଏସନ ପ୍ରଭାବ କମ ରହିବ ? କୁହାଯାଇଛି, ଆଣବିକ ଯୁଦ୍ଧ ସମୟରେ ଚୁଟିରେ ଆଦୌ କଣ୍ଡିସନର ଲଗାନ୍ତୁ ନାହିଁ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି ? ଆଣବିକ ଯୁଦ୍ଧ ସହ କଣ୍ଡିସନର କ’ଣ ସମ୍ପର୍କ ରହିଛି ?
ଜାତୀୟ ରାଜପଥ ଉପରେ ମ୍ୟୁଜିକ ପାର୍ଟିଙ୍କୁ ପରିବେଷଣରେ ବାରଣ କରାଯାଇଛି।
୫ଟି ଗାଁକୁ କାଳ ସାଜିଛି ୭ କିଲୋମିଟର ରାସ୍ତା । ସବୁଦିନିଆ ରାସ୍ତା ନଥିବାରୁ ଶହ ଶହ ଲୋକେ ହଇରାଣ । ରାସ୍ତା ନଥିବାରୁ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଚେତାବନୀ ।
ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ। ପ୍ରତି ପିଲା ପିଛା ଆଦାୟ ହେଉଥିଲା ୩ ଶହ ଟଙ୍କା । ତେଲକୋଇର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
DEO କାର୍ଯ୍ୟାଳୟରେ ଶିକ୍ଷକଙ୍କ ନିଆରା ପ୍ରତିବାଦ । ଝାଡ଼ୁ ମାରି ବିରୋଧ ପ୍ରଦର୍ଶନ କଲେ ଶିକ୍ଷକ ସଂଘ। ଭେଣ୍ଡିଆ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଝାଡ଼ୁ ମରାଇଥିଲେ ADEO । ପ୍ରଧାନଶିକ୍ଷକ ଝାଡ଼ୁ ମାରୁଥିବା ଫଟୋ ହୋଇଥିଲା ଭାଇରାଲ୍ ।
ଧରାପଡ଼ିଲେ ‘ମୋ ବସ୍’ରେ ଚୋରି କରୁଥିବା ଗ୍ୟାଙ୍ଗ। ୨ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି।
ଦିନ ଥିଲା ଭଉଣୀ ବାହାଘର ପାଇଁ ନିଜ ଜମିକୁ ବନ୍ଧା ପକାଇଥିଲେ ମନୋଜ ।
ପୁଅ ବୋହୁଙ୍କ କାରଣରୁ ଆଜି ମେଡିକାଲ ବେଡ୍ରେ ଅନାଥ ଭଳି ଶୋଇଛି ବୁଢା ବାପା ।
ଡାକ୍ତର ଛୁଟିରେ ଥିବାରୁ ୧୩ ସେପ୍ଟେମ୍ବର ଠାରୁ ୬ ନଭେମ୍ବର ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ ।
ମାଆଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଯାଜପୁର ସହର । ମାଆଙ୍କ ଆଗମନ ପାଇଁ ଚଳଚଂଚଳ ହେଲାଣି ରଥଦାଣ୍ଡ ।
ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଆମେ ତାଲିମ୍ ନେବା, ଆଉ ନିଜ ପଂଚାୟତକୁ ଜିଲ୍ଲା ତଥା ରାଜ୍ୟରେ ଶ୍ରେଷ୍ଠ କରିବା ।
ଯିଏ ଏଇ ଦୁଇ ଭଉଣୀଙ୍କୁ ସଂସାରକୁ ଆଣିଥିଲେ ସିଏ ଆଜି ଅଫେରା ରାଇଜରେ.. ବାପା-ମାଆଙ୍କୁ ଯେତେ ମନେ ପକାଇଲେ ବି ସେମାନେ ଆସିବେନି ତଥାପି ମନ ବୁଝୁନି ।