ଧରାପଡ଼ିଲେ ‘ମୋ ବସ୍’ରେ ଚୋରି କରୁଥିବା ଗ୍ୟାଙ୍ଗ। ୨ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି।
‘ମୋ ବସ୍’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମ୍ସ ହସ୍ପିଟାଲ୍ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ‘ମୋ ବସ୍’ରେ ଏହି ଚୋରି ହୋଇଛି।