• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Newborn Dies

2 newborns die due to alleged medical negligence at Bhadrak Hospital
ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର, ସେପଟେ ଆଖି ବୁଜିଲେ ୨ ଶିଶୁ

ଡାକ୍ତରଖାନାରେ ପ୍ରସୂତି ବିଭାଗ ଡାକ୍ତର ନଥିବାରୁ ନର୍ସ ପ୍ରସବ କରାଇଥିଲେ। ପ୍ରଥମେ ଏକ ମୃତ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ୩ ଘଣ୍ଟା ପରେ ଡାକ୍ତର ଆସି ପ୍ରସୂତିଙ୍କ ଆଉ ଥରେ ପ୍ରସବ କରାଇଥିଲେ। ତେବେ ଜନ୍ମର କିଛି ସମୟ ପରେ ସେହି ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଥିଲା।