ପଞ୍ଚଭୂତରେ ଲୀନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମରଶରୀର । ତାଙ୍କ ବିୟୋଗରେ ଦେଶବିଦେଶରୁ ଛୁଟିଛି ଶୋକବାର୍ତ୍ତାର ସୁଅ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଦିଲ୍ଲୀର ନିଗମବୋଧ ଘାଟ ହୋଇପଡିଥିଲା ଲୋକାରଣ୍ୟ ।
ମୋହମ୍ମଦ ହିଦାୟତୁଲ୍ଲାହ ଦେଶର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି । ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ସେ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ତାଙ୍କୁ ସେ ବିବାହ କରିଥିଲେ । ଭିନ୍ନ ଧର୍ମରେ ବିବାହ କରିଥିଲେ ହେଁ ଖୁବ ଭଲରେ କଟିଥିଲା ତାଙ୍କର ଦାମ୍ପତ୍ୟ ଜୀବନ । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା ।
ଭଦ୍ରକ ବନ୍ତ ଥାନା ଦେବତାଗଡ଼ିଆ ଗାଁରେ ହୃଦୟ ବିଦାରକ ଘଟଣା । ଶବ ଶ୍ମଶାନକୁ ନେବା ପାଇଁ କାନ୍ଧ ଦେବାକୁ ଆସିଲାନି ଏକମାତ୍ର ପୁଅ ।
ମହେଶ୍ୱରଙ୍କ ବିୟୋଗ ପରେ ଝୁରୁଛି କୁକୁର ମାକ୍ସ। ବାହୁନି କାନ୍ଦୁଛନ୍ତି ଡ୍ରାଇଭର୍। ଶୋକରେ ପରିବାର, ସଂପର୍କୀୟ, ସମର୍ଥକ ଓ ଶୁଭେଛୁ...
ପୁରୀ ସ୍ୱର୍ଗଦ୍ୱାରରେ ମହେଶ୍ୱରଙ୍କ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଛି ।
ବିବାହ ଯୋଗ୍ୟା ଝିଅଟିଏ, ପରିବାର ଲୋକଙ୍କ ନିଷ୍ପତ୍ତି ବିରୋଧରେ ପ୍ରେମ ବିବାହ କରିବାରୁ ରାଗ ଓ ଅଭିମାନରେ ଝିଅ ପାଇଁ ଶୁଦ୍ଧି ହୋଇ ଗଲେ ଆତ୍ମୀୟ ଓ ଜ୍ଞାତି କୁଟୁମ୍ବ । ଏହି ଘଟଣା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ ।
ବିଷ ପିଇ ପ୍ରାଣ ହରାଇଥିବା ମହିଳାଙ୍କ ମୃତଦେହକୁ କାନ୍ଧ ଦେଲେନି ଶ୍ୱଶୁର ଘର ଲୋକେ। ଶେଷରେ ବାଧ୍ୟ ହୋଇ ବାପା ଘର ଲୋକେ ମୃତ ଝିଅର ଶବ ସତ୍କାର କରିଥିଲେ।
ସବୁବେଳେ ପୋଲିସକୁ ନେଇ ନାନା ରକମର ଚର୍ଚ୍ଚା ହୋଇଥାଏ। ଆଇନ ଶୃଙ୍ଖଳାଠୁ ରାହାଜାନୀ ପର୍ଯ୍ୟନ୍ତ ସବୁଥିରେ ପୋଲିସକୁ ଦାୟୀ କରାଯାଏ। କିନ୍ତୁ ଏଥର ସାବାସୀ ସାଉଁଟିଛି ପୋଲିସ। ନିଜର ମହାନତା ପାଇଁ ଏବେ ସମସ୍ତଙ୍କ ମୁହଁରେ ଖାକି ବର୍ଦ୍ଦିର ପ୍ରଶଂସା।
ପଞ୍ଚଭୂତରେ ବିଲୀନ ହେଲା ନନ୍ଦ ସାରଙ୍କ ମରଶରୀର । ଯାଜପୁର ଜିଲ୍ଲା ନିଜ ଜନ୍ମଭୂମି କନ୍ତିରାରେ ଶେଷକୃତ୍ୟ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷକୃତ୍ୟ ସମ୍ପନ୍ନ ।