• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Khata Mausi
ଅସହାୟ ଖତ ମାଉସୀ: ଭଙ୍ଗା ଘରେ ବିତୁଛି ଜୀବନ

ଗାଁର କିଏ କେତେବେଳେ ଦୟାକରି କିଛି ଖାଇବାକୁ ଦେଲେ ଖାଆନ୍ତି ନହେଲେ ଭୋକରେ ରହିବାକୁ ପଡେ।

Taste of Odisha
କଦଳୀ ପତ୍ର ଚିକେନ୍ ପୋଡ଼ା

ବାହାଘରିଆ ଭୋଜିଭାତ ହେଉ କି କୌଣସି ହୋଟେଲ୍, ଆପଣ ଚିକେନ୍ ପତ୍ରପୋଡ଼ା ଖାଇଥିବେ। ହେଲେ ଘରେ କରି କେବେ ଖାଇଛନ୍ତି? ନିଜ ଘରେ ଗ୍ୟାସରେ କେମିତି ଚିକେନ୍ ପତ୍ରପୋଡ଼ା କରି ଖାଇବେ ଚାଲନ୍ତୁ ଦେଖିବା। ଆଜି ଏ ସୁଆଦିଆ ଆଇଟମ୍ ଟି ଆମକୁ ଶିଖାଇବେ ବନ୍ଦନା ଅପା

The Great Odisha Political Circus
ମୋ ଗାଡ଼ି ଯାହା କଂଗ୍ରେସ ଦଳ ତାହା…

ଆରେ ଆମେ ପୁରୁଣା କଂଗ୍ରେସିଆ ନେତା। ଆମ ଦେହରେ କଂଗ୍ରେର ରକ୍ତ ଟକଟକ। ତୁ ଆଉ ଏଠି ବେଶି କଟିଂ ନଦେଖେଇ ମୋ ଗାଡ଼ିଟାକୁ ଟିକେ ଯୋଡାଯୋଡି କରି ଦେ। ମୁଁ ସିଧା ଏଇ ଗାଡ଼ିରେ ଦିଲ୍ଲୀ ପଳେଇବି।

War of words
‘ବାଙ୍ଗଲାଦେଶୀ ଝିଅକୁ ନିର୍ବାଚନରେ ଛିଡ଼ା କରେଇଛି ମୋ ନାନୀ’

ପୁଣି ଦୂତି-ସରସ୍ୱତୀ କଳି। ସୋସିଆଲ୍ ମିଡିଆରେ ଯୁଦ୍ଧ। ଦୁଇ ଭଉଣୀ ପରସ୍ପର ବିରୋଧରେ ବର୍ଷିଛନ୍ତି।

Achyutananda Peeth
ମହା କଳ୍ପବଟ ହୋଇଗଲା ପତ୍ରଶୂନ୍ୟ: ଭକ୍ତ କହିଲେ ଅଶୁଭ ସଂକେତ

ଆଗରୁ କେବେବି ପୀଠରେ ଥିବା ବଟବୃକ୍ଷମାନଙ୍କର ଏଭଳି ଅବସ୍ଥା ହୋଇନଥିଲା। ହଠାତ ଏଭଳି ହେବା ଶୁଭ ସୂଚନା ନୁହେଁ ବୋଲି ମହନ୍ତ ଗଗନାନନ୍ଦ କହିଛନ୍ତି।

Hanging Bridge
ଡେଥ୍ ଜୋନ୍ ପାଲଟିଥିବା ନାଗାବଳୀ ନଦୀ ଝୁଲାପୋଲ ବନ୍ଦ

୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୁଲାପୋଲ।

Two Separates Road Accident In Odisha
ରାସ୍ତାରେ ଛକି ଥିଲା ଯମ: ନେଲା ଗୋଟିଏ ପରେ ଗୋଟିଏ ଜୀବନ

ଗୋଟିଏ ଦୁର୍ଘଟଣାରେ ସୌଭାଗ୍ୟବଶତଃ, ୨୩ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। 

Early falling of tree leaves
ଭକ୍ତ ଆଶ୍ଚର୍ଯ୍ୟ !! ପତ୍ର ଶୂନ୍ୟ ହୋଇଗଲା, ନେମାଳ ବଟର ମହା କଳ୍ପବଟ

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ। ଏହିଠାରେ ରହିଛି ମହାକଳ୍ପବଟ। ଏଠାରେ ସଦାବେଳେ ଭକ୍ତଙ୍କ ଭିଡ ଜମେ। ହେଲେ ଏବେ ଏହି କଳ୍ପବଟ ସମ୍ପୂର୍ଣ୍ଣ ଥୁଣ୍ଟା ହୋଇଯାଇଛି। ଗୋଟିଏ ବି ପତ୍ର ନାହିଁ। ସବୁ କଞ୍ଚା ପତ୍ର ଝଡ଼ିଯାଉଛି। ମହନ୍ତ କହୁଛନ୍ତି ସମୟ କିଛି ଭଲ ନାହିଁ

7 tourists killed, 10 injured as vehicle falls into gorge in Kullu
ଭୟଙ୍କର ଦୁର୍ଘଟଣା: ଟୁରିଷ୍ଟ୍‌ଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଗାଡ଼ି, ୧୦ ମୃତ

ଟୁରିଷ୍ଟ୍‌ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।

newsfuse
ଗନ୍ଧେଇଲାରେ ନାରଣ…

ବୁଝିଲୁ ନାରଣ, ତୋ ଜୀବନରେ ତୁ ଆନ୍ଦୋଳନ କରିପାରିବୁନି। ଖାଲି ସେଇଠି ଠିଆ ଠିଆ ଟାହୁଲି କରିବୁ। ଚାଲିଲୁ ଯିବା ସେଠି ଦେଖିବା ଆମ କଂଗ୍ରେସ ନାନୀ କେମିତି ଆନ୍ଦୋଳନ କରୁଛନ୍ତି ?

Woman had 41 lakh in her purse for over a month with no idea
ପର୍ସରେ ଧରି ବୁଲୁଥିଲେ ୪୧ ଲକ୍ଷ ଟଙ୍କା; ମହିଳାଙ୍କୁ ନଥିଲା ଜଣା

ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା। ଏହାକୁ ମାସ ମାସ ଧରି ବୁଲୁଥିଲେ ବି ମହିଳାଙ୍କୁ ଜଣା ନଥିଲା। ଯେତେବେଳେ ଜାଣିଲେ ସେ ଖୁସିରେ ପାଗଳ ହୋଇଗଲେ। କିଏ ଏହି ମହିଳା ଆଉ କେଉଁଠିକାର ଜାଣିବା ପାଇଁ ପଢନ୍ତୁ।

Sprinter Dutee Chand and sister Saraswati
ପୁଣି ଆଥଲେଟ୍‌ ଭଉଣୀଙ୍କ କଳି: ଶାଳୀନତାର ସବୁ ସୀମା ଡେଇଁଗଲେ ଦୂତି-ସରସ୍ୱତୀ

ସରସ୍ବତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ଦୂତି।

vehicles fitness
ଏଣିକି ମେସିନ୍ କରିବ ଗାଡି ଫିଟନେସ୍ ଯାଞ୍ଚ, ଦ୍ୱନ୍ଦ୍ୱରେ ଗାଡ଼ି ମାଲିକ

ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ। 

Draupadi The Inspiration
ଦ୍ରୌପଦୀ ଏକ ପ୍ରେରଣାର ନାଁ, ୟାଙ୍କ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ବି ଆସିବ ଲୁହ

କଣ କରିବ ବା କୁନି ଝିଅ ଦ୍ରୌପଦୀ ? ବାପା-ମାଆ ରୋଗରେ ଚାଲିଯିବା ପରେ ଭାଇ-ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ଅଣ୍ଟା ସେ ଭିଡିଛନ୍ତି ।

Millet tea
ମାଣ୍ଡିଆ ଚା’ ! ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ମାଣ୍ଡିଆ ମିକ୍ସଚର ବି ମିଳୁଛି, ଆହୁରି କେତେ କ’ଣ.. ଦେଖନ୍ତୁ ଭିଡିଓ

ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି ।

Bhojraj Duduk
ଏମିତି ପୁଅ ଜଗତେ ନାହିଁ ! ବାପା ଦିବ୍ୟାଙ୍ଗ ହେବାରୁ ପୁଅ ସାଜିଲେ ଆଶାବାଡ଼ି, ପଢ଼ନ୍ତୁ ପୁରା କାହାଣୀ..

ଖାଲି ଅଫିସ୍‌ ଆସନ୍ତି ତାହା ନୁହେଁ ବରଂ ବାପାଙ୍କୁ ଅଫିସ୍‌ ଭିତରକୁ ନେବା ସହିତ ବାପା ଯୁଆଡେ ଯୁଆଡେ ଚିଠି ଦେବାକୁ ଯାଆନ୍ତି ଭୋଜରାଜ ତାଙ୍କୁ ନେଇକି ଯାଆନ୍ତି ।

Taste finger millet tea
ଡବଡବ ଫୁଟୁଛି ମାଣ୍ଡିଆ ଚା’...ଥରେ ପିଇଲେ ପାଟିରୁ ଛାଡିବନି

ଆଃ...ଟେଷ୍ଟ ପୂରା ୱା ୱା...ହାଣ୍ଡରେ ଗବଗବ ହୋଇ ଫୁଟୁଛି ମାଣ୍ଡିଆ ଚା’। ଥରେ ପିଇଲେ ଜମାରୁ ପାଟିରୁ ଛାଡିବନି...ଏବେ ପୁଣି ବଡବାବୁମାନେ ମାଣ୍ଡିଆ ଖାଇବାକୁ ବାଧ୍ୟ ବୋଲି କହିଲେଣି ସରକାର

girl works as domestic help
ଇଏ ବି ଜଣେ ଦ୍ରୌପଦୀ....ଭାଇ ଭଉଣୀଙ୍କ ପାଇଁ ପର ଦୁଆରେ ଲାଗୁଛନ୍ତି ମୂଲ

ଦ୍ରୌପଦୀଙ୍କ ଦୁଃଖ ବୁଝୁଛି କିଏ? ବାପା-ଚାଲିଯିବା ପରେ ଅନାଥ ହୋଇଗଲେ ୫ ଛୁଆ। ସାନ ଭାଇ ଭଉଣୀଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ଦ୍ରୌପଦୀ...ଦୁଃଖ ବୁଝିବାକୁ କରୁଛନ୍ତି ନିବେଦନ

Pay Re 1 and avail treatment
ଆଉ ଚିନ୍ତା ନାହିଁ....ଏଣିକି ମାତ୍ର ୧ ଟଙ୍କାରେ ମିଳିବ ଚିକିତ୍ସା ସୁବିଧା...

ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଖୁସି ଖବର। ଏଣିକି ମାତ୍ର ୧ ଟଙ୍କାରେ ମିଳିବ ଘରୋଇ ମେଡିକାଲରେ ଚିକିତ୍ସା...ଜାଣନ୍ତୁ ଲିଷ୍ଟରେ ଥିବା ମେଡିକାଲର ନାଁ...

boycotting election
ରାଜ୍ୟରେ ଶତ ପ୍ରତିଶତ ବିଜୁଳି ସଂଯୋଗ ତଥ୍ୟ କେତେ ସତ?

ଅନ୍ଧାରୀ ମୂଲକରେ ନିରୀହ ମଣିଷମାନେ କେମିତି ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା, ତାହା ମୟୂରଭଞ୍ଜ ଜିଲ୍ଲା ଶାଳଚୁଆ ପଞ୍ଚାୟତ ସାଗରସାହିରେ ଦେଖିବାକୁ ମିଳିଛି । ବିଦ୍ୟୁତ୍ ବିଭାଗ କିନ୍ତୁ ଏଠି ଖେଳିଛି ବିଚିତ୍ର ଖେଳ ।

Teacher becomes farmer
ଚାକିରିରୁ ଅବସର ପରେ ସଉକ୍‌ ଭୁଲିନାହାନ୍ତି ପୂର୍ଣ୍ଣଚନ୍ଦ୍ର; ଛାତ ଉପରେ କରୁଛନ୍ତି ଅଙ୍ଗୁର ସହ ସେଓ ଚାଷ

ଚାକିରି କ୍ଷେତ୍ରରେ ଅବସର ହୁଏ, କର୍ମ କ୍ଷେତ୍ରରେ ନୁହେଁ…ବାସ୍ ଏମିତି ଭାବନା ନେଇ ଛାତରେ ଫଳ ଓ ପନିପରିବା ଚାଷ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଫଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ପଡୋଶୀ

Electricity
ଡିବିରି ଆଲୁଅରେ ବିତୁଛି ଜୀବନ; ସାତ ସପନ ହୋଇପଡ଼ିଛି ବିଜୁଳିବତୀ

କେଉଁଠି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ତ ପୁଣି କେଉଁଠି ଘରେ ମିଟର ବସାଇ ବିଦ୍ୟୁତ୍ ବିଭାଗ ଉଭାନ୍ । ଆଉ କେଉଁଠି ଉପଭୋକ୍ତାଙ୍କୁ ତ୍ରୁଟିଯୁକ୍ତ ବିଦ୍ୟୁତ୍ ବିଲ୍ ଦେବା ପରେ ୨ବର୍ଷ ହେଲାଣି ଲାଇନ୍ କାଟି ବେଧଡକ୍ ବସିଛି ବିଦ୍ୟୁତ ବିଭାଗ ।

dead body found after 18 months
କୋମାରେ ଅଛନ୍ତି ଭାବି ମୃତ ଦେହକୁ ସାଇତି ରଖିଲେ ୧୮ ମାସ

ସ୍ୱାମୀ ତାଙ୍କର କୋମାରେ ଅଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖିଛନ୍ତି ଏବଂ ଗଙ୍ଗାଜଳ ଛିଞ୍ଚୁଛନ୍ତି। ଦିନେ ନୁହେଁ କି ୨ ଦିନ ନୁହେଁ, ଦୀର୍ଘ ୧୮ ମାସ କାଳ ଏମିତି ସାଇତି ରଖିଛନ୍ତି ସ୍ୱାମୀଙ୍କ ଶବକୁ। ଏମିତି ଆଶ୍ଚର୍ଯ୍ୟ କରିଦେବା ପରି ଖବର ଆସିଛି କାନପୁରରୁ।

Modern-day Shravan Kumar
ନିଜର ସବୁ ସ୍ୱପ୍ନକୁ ଚୁର୍‌ମାର୍‌ କରି ବାପାଙ୍କ ଆଶାବାଡ଼ି ସାଜିଛି ପୁଅ

ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍‌ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ... ପୁଅର ଏଭଳି କାମକୁ ପ୍ରଶଂସା କରିଛନ୍ତି ଢେଙ୍କାନାଳ ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ବେହେରା ।

Tracking device
ଗାଡିରେ ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନ…

ଗାଡି ଚାଳକଙ୍କ ପାଇଁ ବଡ଼ ଖବର। ଏଣିକି ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା…ଜାଣନ୍ତୁ ନୂଆ ନିୟମ କେବେଠୁ ହେଉଛି ଲାଗୁ?