• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Boycotting Election

boycotting election
ରାଜ୍ୟରେ ଶତ ପ୍ରତିଶତ ବିଜୁଳି ସଂଯୋଗ ତଥ୍ୟ କେତେ ସତ?

ଅନ୍ଧାରୀ ମୂଲକରେ ନିରୀହ ମଣିଷମାନେ କେମିତି ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା, ତାହା ମୟୂରଭଞ୍ଜ ଜିଲ୍ଲା ଶାଳଚୁଆ ପଞ୍ଚାୟତ ସାଗରସାହିରେ ଦେଖିବାକୁ ମିଳିଛି । ବିଦ୍ୟୁତ୍ ବିଭାଗ କିନ୍ତୁ ଏଠି ଖେଳିଛି ବିଚିତ୍ର ଖେଳ ।

Electricity
ଡିବିରି ଆଲୁଅରେ ବିତୁଛି ଜୀବନ; ସାତ ସପନ ହୋଇପଡ଼ିଛି ବିଜୁଳିବତୀ

କେଉଁଠି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ତ ପୁଣି କେଉଁଠି ଘରେ ମିଟର ବସାଇ ବିଦ୍ୟୁତ୍ ବିଭାଗ ଉଭାନ୍ । ଆଉ କେଉଁଠି ଉପଭୋକ୍ତାଙ୍କୁ ତ୍ରୁଟିଯୁକ୍ତ ବିଦ୍ୟୁତ୍ ବିଲ୍ ଦେବା ପରେ ୨ବର୍ଷ ହେଲାଣି ଲାଇନ୍ କାଟି ବେଧଡକ୍ ବସିଛି ବିଦ୍ୟୁତ ବିଭାଗ ।