ସ୍କୁଲ ସାମ୍ନାରେ ଝୋଟିଚିତା ସାଙ୍ଗକୁ ରଙ୍ଗୋଲି । ଭଜନ କୀର୍ତ୍ତନର ତାଳେ ତାଳେ ସାରଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ।
ଯେତେ ବେଳେ ମନରେ ସାଧନା ଆଉ ନିଷ୍ଠା ଆସେ ସେତେବେଳେ ସବୁ କିଛି ହାତ ପାହାନ୍ତାକୁ ଆପେ ଆପେ ଚାଲିଆସେ । ଏ ଯୁବତୀ ହେଉଛନ୍ତି ତାର ଏକ ଉଦାହରଣ.. ଏବେ ତାଙ୍କ ଡିଜାଇନ୍ କିଣିବାକୁ ଲାଗୁଛି ଲମ୍ୱା ଲାଇନ୍
ଏବେ ବି ସେ ଚିଠି ପଢ଼ିଲେ ଆଖିରୁ ଧାର ଧାର ହୋଇ ଲୁହ ବାହାରି ଯାଏ । ପୁରୁଣା ସ୍ମୃତିର ଦିନକୁ ମନେ ପକାଇଲେ ଡାକବାଲା ।
ମନ ଏକ ଛୋଟ ପୃଥିବୀ। ଏଇ ଛୋଟ ପୃଥିବୀରେ କେତେ ସୁନ୍ଦର କୋମଳ ସବୁଜିମା ଭରା ସ୍ମୃତି ରହିଛି। କେତେ ବର୍ଷଣ ମୁଖର କାଳରାତିର କାହାଣୀ ବି ରହିଛି। ଜୀବନ ଅଛିମାନେ ଏମିତି ଘଟଣା, ଦୁର୍ଘଟଣା, ସ୍ମୃତି ବିସ୍ମୃତି ରହିବା ସ୍ୱାଭାବିକ। ତଥାପି ମଣିଷ ବେଳେବେଳେ ସମୟ ପାଖରେ ହାରିଯାଏ
ଗାଜିଆବାଦ୍ ରେ ଭାଙ୍ଗିଗଲା ବ୍ରେକ୍ ଡ୍ୟାନ୍ସ ଦୋଳି ଆହାତ ହେଲେ ପାଞ୍ଚ ଜଣ I
ଦୀଘା ସମୁଦ୍ର ମୁହାଣରେ ମତ୍ସଜୀବୀମାନେ ୨୮ ଟି ବଡ଼ ବଡ଼ ତେଲିଆ ଭୋଳା ମାଛ ଧରିଥିଲେ। ଏହାପରେ ଏହିସବୁ ମାଛକୁ ସେମାନେ ଦୀଘାର ମୋହନା ମାଛ ମାର୍କେଟରେ କେଜି ପ୍ରତି ୧୪ ହଜାର ଟଙ୍କାରେ ବିକ୍ରି କରିଥିଲେ।
ମନରେ ଦୃଢ ଇଚ୍ଛା ଶକ୍ତି ଥିଲା । ଆଉ ସାଥ୍ ଦେଲା ୟୁଟୁବ୍ । ଓଡିଶା ପ୍ରଶାସନିକ ପରୀକ୍ଷାରେ ହେଲେ ସଫଳ
ଶ୍ରାଦ୍ଧ ଉତ୍ସବ ଖାଲି ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ। ଏଠାରେ ବି ଲୋକେ ସେମାନଙ୍କ ପିତୃପୁରୁଷଙ୍କ ପାଇଁ ଭୋଜ୍ୟ ଟେକନ୍ତି। ତେବେ ଏହା କେଉଁଠି ଜାଣିବା ପାଇଁ ପଢନ୍ତୁ।
ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଫାଶରେ ମାଳ ମାଳ ନେତା । ସୋସିଆଲ୍ ମିଡିଆରେ ଭାଇରାଲ୍ ମନ୍ତ୍ରୀଙ୍କ ସହ ଫଟୋ ।
୨୬୨ ରାଙ୍କ ରଖି ସଫଳତା ପାଇଥିବା ବାଣପୁରର ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା । ପରୀକ୍ଷାରେ ସଫଳତା ପରେ ଏବେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।
ଗେଣ୍ଡାଳିଆଙ୍କୁ ବି ବେଶ୍ ଆକର୍ଷଣୀୟ ଢଙ୍ଗରେ ସ୍ୱାଗତ କରନ୍ତି ସ୍ଥାନୀୟ ଲୋକ । କାରଣ ବିଶ୍ୱାସ ରହିଛି ଏମାନେ ରହୁଥିବା ସ୍ଥାନରେ ଭଲ ବର୍ଷା ହେବ ।
ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ କରୋନା ମହାମାରୀ ବେଳେ ସରକାର ଆରମ୍ଭ କରିଥିବା ମୋ ଉପକାରୀ ବଗିଚା ଯୋଜନା ଏବେ ବାଟବଣା
ସାମ୍ନାକୁ ଆସିଲେ ଆଉ ଜଣେ ଭବିଷ୍ୟଦ୍ରଷ୍ଟା। ସତ ହେଉଛି ଅନେକ କଥା। ଭବିଷ୍ୟଦ୍ରଷ୍ଟା ଭାବେ ବାବା ଭେଙ୍ଗାଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଏବେ କମ ବୟସର ଏହି ଯୁବତୀ ସେ ତାଲିକାରେ ସାମିଲ ହୋଇଛନ୍ତି। ଆସନ୍ତୁ ଜାଣିବା ସେ କିଏ ଓ ୨୦୨୨ ପାଇଁ କ’ଣ ରହିଛି ତାଙ୍କ ଭବିଷ୍ୟବାଣୀ ଆସନ୍ତୁ ଜାଣିବା।
କଳାବତୀ କଲା କମାଲ। ଏହି ଚାଉଳ ଖାଇଲେ କେବେ ବି ହେବନି କ୍ୟାନସର। ହେଲେ ପ୍ରୋତ୍ସାହନ ଅଭାବରୁ ଏହି କିସମର ଧାନ ଚାଷ କରିବାକୁ ମନ ବଳାଉନାହାନ୍ତି ଚାଷୀ
ମଲା ଲୋକଙ୍କ ନାଁରେ କିଏ ଉଠାଉଛି ଭତ୍ତା ଟଙ୍କା ? ଟିପ ଚିହ୍ନ କାହାର ? ଟଙ୍କା ବାଣ୍ଟିବା ଦାୟିତ୍ୱ ପିଇଓଙ୍କର ଥିବା ବେଳେ ସେ ହିଁ ଉତ୍ତରଦାୟୀ ରହିବା କଥା । ତେବେ ଏଠି ପିଇଓ ତଦନ୍ତ ଚାଲିଥିବା କଥା କହି ପ୍ରଶ୍ନକୁ ଏଡ଼ାଇ ଯାଉଥିବାରୁ କିଛି ଗଡ଼ବଡ଼ ମନେ ହେଉଛି ।
ଘରେ ଚାଲିଥିଲା ପୂରା ଜୋରଦାର ଚୋରା ବେପାର। ବାସ୍ ଖବର ପାଇ ପହଞ୍ଚିଗଲେ ଅବକାରୀ ମାମୁଁ। ବାସ୍ ତା’ପରେ ଆରମ୍ଭ ହୋଇଗଲା ଜବରଦସ୍ତ ଆକ୍ଟିଂ। କବାଟ ତ ଖୋଲିଲେ ନାହିଁ ବରଂ ଅବକାରୀ ମାମୁଁଙ୍କୁ ଦେଖି ଭେଁ ଭେଁ କାନ୍ଦିଲେ ମହିଳା। ଆଉ କହିଲେ...
କଳା ଚାଉଳରେ କ୍ୟାନସର୍ ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି ରହିଛି। ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି।
ଘଞ୍ଚ ଜଙ୍ଗଲ ଭିତରେ ଯାଉଥିଲେ ଯୁବକ। ହଠାତ୍ ସାମ୍ନାକୁ ଗର୍ଜନ କରି ପଳାଇ ଆସିଲା ବାଘ। ସେହି ବାଘ ସହ ସେଲଫି ନେବାକୁ ଉଦ୍ୟମ କରୁଥିଲେ ଯୁବକ। ଦେଖନ୍ତୁ ତାହା ପରେ ହେଲା କଣ?
ନାବାଳକଙ୍କୁ ଘରକୁ ଡାକି ଦୋକାନୀ ଲଲିପପ୍ ଦେଇଥିବା ଅଭିଯୋଗ । ଏବେ ମୋହନା ପୋଲିସ ତଦନ୍ତ ଆରମ୍ଭ କରିଛି ।
କାଗଜ କଲମରେ କାଜୁ ଚାଷ । ୩୦୦ କାଜୁ ଗଛ ଚାଷ ପାଇଁ ମନରେଗା ଯୋଜନାରୁ ଟଙ୍କା ମଞ୍ଜୁର ହେଲା, ଫଳକ ଲାଗିଲା, ତେବେ ଗଛର ଚିହ୍ନ ବର୍ଣ୍ଣ ନାହିଁ । କିନ୍ତୁ ବିଲ୍ ହୋଇଛି ଲକ୍ଷାଧିକ ଟଙ୍କା ।
କିରେ ବବି ଭାଇ କଣ ଓଡିଆ କହୁନାହାନ୍ତି। ନାରଣ ତୁ ଭଲରେ ଶୁଣ...ସେ କହିଲେ ଆଉ ଫୋନ୍ରେ ହ୍ୟାଲୋ ନକହି ନବୀନ ପଟ୍ଟନାୟକ କହିବ। ବୁଝିଲୁ...ଖାଲି ତ କନକନ ହେଉଛୁ। ଦେଖ୍ ପୁଣି କହିଲେଣି ମାଆଙ୍କ ପାଖରେ ୧୦୦ ମୁଣ୍ଡ। ଆଲୋ ଦଶହରା ପରେ ମୁଣ୍ଡ ବଳି କିଏ ମାଗିଲା କିରେ?
ଗେଣ୍ଡାଳିଆ ୟାଙ୍କ ପାଇଁ ପୁଅ ସମାନ। ଚଢେଇଙ୍କ ଲାଗି ଗାଁରେ ତିଆରି ହୋଇଛି କମିଟି। ପକ୍ଷୀଙ୍କୁ ପୁଅ ପରି ପାଳୁଛନ୍ତି...ଘରେ ରଖି ସ୍ନେହ ଦେଉଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଏଇଠି ବାଣ ଫୁଟେନି କି ଡିଜେ ବାଜେନି...
ସମାଜସେବାରେ ଡାକ୍ତର ନାରାୟଣୀ ପଣ୍ଡା । କ୍ରୀଡ଼ାରେ ପାରା ଆଥ୍ଲେଟ୍ ଜୟନ୍ତୀ ବେହେରା ଏବଂ ସ୍ୱାସ୍ଥ୍ୟସେବାରେ ଡାକ୍ତର ପ୍ରଶାନ୍ତ କୁମାର ସାହୁ ।
ଏଇଟା ରାସ୍ତା ନୁହେଁ ମରଣଯନ୍ତା। ପୂରା ରାସ୍ତା ସାରା କେବଳ ଖାଲ ଖମାରେ ଭର୍ତ୍ତି...କେତେବେଳେ ଘଟିପାରେ ଦୁର୍ଘଟଣା
ମମତା ଏବେ ପରଦୁଆରେ ମୂଲ ଲାଗିବା ସହିତ ବିଲରେ କାମ ବି କରୁଛନ୍ତି । ଆଉ ସେଥିରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଉଛନ୍ତି ।