ଆନ୍ତର୍ଜାତୀୟ ବଜାରରେ ଏହି ବିରଳ ପ୍ରଜାତିର ମାଛର ମୂଲ୍ୟ ସାଢ଼େ ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏହା ସବୁଠାରୁ ବଡ଼ ବିଦେଶୀ ମାଛ ଜବତ ବୋଲି କୁହାଯାଇଛି । ଚାନ୍ନା ବାର୍କା ମାଛକୁ ବାର୍କା ସ୍ନେକହେଡ୍ ମଧ୍ୟ କୁହାଯାଏ ।
ଦୀଘା ସମୁଦ୍ର ମୁହାଣରେ ମତ୍ସଜୀବୀମାନେ ୨୮ ଟି ବଡ଼ ବଡ଼ ତେଲିଆ ଭୋଳା ମାଛ ଧରିଥିଲେ। ଏହାପରେ ଏହିସବୁ ମାଛକୁ ସେମାନେ ଦୀଘାର ମୋହନା ମାଛ ମାର୍କେଟରେ କେଜି ପ୍ରତି ୧୪ ହଜାର ଟଙ୍କାରେ ବିକ୍ରି କରିଥିଲେ।