ଘରେ ଚାଲିଥିଲା ପୂରା ଜୋରଦାର ଚୋରା ବେପାର। ବାସ୍ ଖବର ପାଇ ପହଞ୍ଚିଗଲେ ଅବକାରୀ ମାମୁଁ। ବାସ୍ ତା’ପରେ ଆରମ୍ଭ ହୋଇଗଲା ଜବରଦସ୍ତ ଆକ୍ଟିଂ। କବାଟ ତ ଖୋଲିଲେ ନାହିଁ ବରଂ ଅବକାରୀ ମାମୁଁଙ୍କୁ ଦେଖି ଭେଁ ଭେଁ କାନ୍ଦିଲେ ମହିଳା। ଆଉ କହିଲେ...
Published: Pallipuspa Samal
Last updated: 09 October 2022, 11:48 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।