• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Konark
କୋଣାର୍କରେ ଟିକେଟ୍‌ ସ୍କାମ୍‌ କରୁଛି କିଏ?

ସରିଲା ପାର୍ବଣ ଆସିଲା ପର୍ଯ୍ୟଟନ ଋତୁ । ଟିକେଟ କାଟି କୋଣାର୍କ ଉଦୟଗିରି ବୁଲିବେ ପର୍ଯ୍ୟଟକ। ହେଲେ ତା ପୂର୍ବରୁ ଯେଉଁ ଟିକେଟ୍ ଘୋଟାଲା ତଥ୍ୟ ଆସିଛି ସାମ୍ନାକୁ ଶୁଣିଲେ ମୁଣ୍ଡ ଗୋଲ୍ ହୋଇଯିବ

Most dirty man never bathed for 67 years die after bathing
ଗାଧୋଇବା ହେଲା କାଳ; ଚାଲିଗଲା ଜୀବନ

୬୭ ବର୍ଷ ହେଲା ସେ ଗାଧୋଇ ନଥିଲେ। ପାଣିକୁ ଥିଲା ତାଙ୍କର ଡର। ଲୋକେ ଜବରଦସ୍ତ ଗାଧୋଇଦେଲେ। ଚାଲିଗଲା ଜୀବନ। ପୂରା କାହାଣୀ ଜାଣିବାକୁ ପଢନ୍ତୁ…

Rationalists
ପାକତ୍ୟାଗ ବେଳେ ଚିକେନ୍‌ ବିରିୟାନୀ ଖାଇଲେ ହେତୁବାଦୀ

ଗୋଟିଏ ପଟେ ଧର୍ମୀୟ ଭାବନା ଏବଂ ଅନ୍ୟପଟେ ବୈଜ୍ଞାନିକ ତଥ୍ୟ । ଏହାରି ମଧ୍ୟରେ ଛନ୍ଦି ହୋଇ ରହିଯାଉଛନ୍ତି ଲୋକେ । ସୂର୍ଯ୍ୟୋପରାଗ ପୂର୍ବରୁ ଚିକେନ୍‌ ବିରିୟାନୀ ଖାଇ ଅଭିନବ ପ୍ରତିବାଦ କଲେ ହେତୁବାଦୀ ।

 Poor infrastructure of school
ଏମିତି ସରକାର ଥିଲେ ପିଲା ପାଠ ପଢିବେ ତ?

ଏଇଠି କାଳେ ଚାଲିଛି ସର୍ବଶିକ୍ଷା ଅଭିଯାନ। ଘର ନାହିଁ କି ଦ୍ୱାର ନାହିଁ....ଝାଟିମାଟି ଘରେ ପାଠ ପଢୁଛନ୍ତି ପିଲା, ପୁଣି ଇଟାରେ ତିଆରି ହୋଇଛି ବ୍ଲାକ୍‌ବୋର୍ଡ...ବାଃ ବାଃରେ ମୋ ସରକାର

  • Tuesday, 25 October 2022
Today Solar Eclipse 2022
ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ: ଭୁଲ୍‌ରେ କରନ୍ତୁନି ଏହିସବୁ କାମ...

ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏସିଆ ଓ ୟୁରୋପ ମହାଦେଶରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।

Contractor dupes man in Odisha’s Bonai
ଘର କରିଦେଲା, ଛାତ ପକାଇଲା ନାହିଁ….ଜଳକା ହୋଇ ରହିଲେ ହିତାଧିକାରୀ

ଏମିତି ଚିତାକଟା ଠିକାଦାର ସଂସ୍ଥାରେ ନଥିବେ। ଲୋକଙ୍କୁ ବୁଝାଇ ସୁଝାଇ ଘର କରିବ ବୋଲି ଟଙ୍କା ନେଇଗଲା, ହେଲେ କାନ୍ଥ ଠିଆ କରି ଯାଇଛି ଯେ ଯାଇଛି…ଆଉ ଛାତ ପକାଇବା ପାଇଁ ଦେଉନାହାନ୍ତି ଧରାଛୁଆଁ…

  • Tuesday, 25 October 2022
Doctor treats patient
ଇଏ ଏମିତି ଜଣେ ଡାକ୍ତର…ରୋଗୀ ଦେଖିବାକୁ ନେଉ ନାହାନ୍ତି ଗୋଟିଏ ଟଙ୍କା…

ସ୍ତ୍ରୀ-ପ୍ରସୂତି ବିଭାଗର ଇଏ ବି ଜଣେ ଡାକ୍ତର। ବୁର୍ଲାରୁ ଆସି ବିନିକାରେ ମାଗଣାରେ ଦେଖୁଛନ୍ତି ରୋଗୀ…ଇଏ ଏମିତି ଜଣେ ଡାକ୍ତର ଯାହାଙ୍କୁ ରୋଗ ଦେଖାଇବାକୁ ଦିନଦିନ ଅପେକ୍ଷା କରନ୍ତି ରୋଗୀ

  • Tuesday, 25 October 2022
Archana-Jagabandhu
ଜାନୁ ଆମେ ଫଶିଗଲେ…ଜେଲରେ ଏମିତି କଥା ହେଲେ ଅର୍ଚ୍ଚନା-ଜଗବନ୍ଧୁ…

ଜାନୁ ଆମେ ଫଶିଗଲେ…ଜେଲରେ ଅର୍ଚ୍ଚନା-ଜଗବନ୍ଧୁଙ୍କୁ ମିଳୁନି ରାଜପଲଙ୍କ। ଶୋଇବାକୁ ପଡୁଛି ଭଙ୍ଗାଖଟରେ…ମିଳୁନି ଫାଇଭ୍ଷ୍ଟାର ହୋଟେଲର ଖାଇବା। ୨୦ ମିନିଟ୍ର କଥାବାର୍ତ୍ତାରେ କିଛି ଏମିତି ସୁଃଖ ଦୁଃଖ ହୋଇଥିଲେ ଅର୍ଚ୍ଚନା-ଜଗବନ୍ଧୁ

  • Tuesday, 25 October 2022
Fire Breakout In Various Places Across Odisha On The Eve Of Diwali
ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...

ଆଲୋକର ପର୍ବ ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ତ ପୁଣି କେଉଁଠି ବାଣ ଫୁଟାକୁ ନେଇ ବଚସାର କାହାର ଯାଇଛି ଜୀବନ। 

Today Solar Eclipse
ଆଜି ସୂର୍ଯ୍ୟପରାଗ: ଜାଣନ୍ତୁ, କେଉଁ ସମୟରେ ଲାଗିବ ପରାଗ ଓ କ’ଣ ସବୁ ବାରଣ ହୋଇଛି....

ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ।

utkalmani gopabandhu das's sathighar fire mishap at satyabadi
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଲାଗିଲା ନିଆଁ

ଆକାଶ ଦୀପ ଉଡ଼ି ଉଡ଼ି ଆସି ଚାଲ ଘର ଉପରେ ପଡ଼ିଥିଲା।

Special story
ବାଘ ପାଇଁ ଗାଁରେ ପଡ଼ିଛି ତାଟିକବାଟ ! ଡରି ଡରି ବଞ୍ଚୁଛନ୍ତି ଲୋକେ

ବାରମ୍ବାର ଗୃହପାଳିତ ପଶୁଙ୍କୁ ମାରି ଖାଉଥିବାରୁ ଚିନ୍ତାରେ ଗାଁ ଲୋକ।

  • Monday, 24 October 2022
elephant
ଅମଳ ସମୟରେ ଉତ୍ପାତ କରୁଛନ୍ତି ଗଜରାଜ : ଚାଷୀ ଆଖିରେ ଲୁହ

ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ହାତୀ ଚିନ୍ତା । କାରଣ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଠିକ ଧାନ ଅମଳ ସମୟରେ ଅରମ୍ଭ ହୋଇଗଲାଣି ହାତୀ ଉପଦ୍ରବ ।

Restaurant burnt for not serving biryani
ବିରିୟାନୀ ନଦେବାରୁ ଜାଳିଦେଲେ ରେଷ୍ଟୁରାଣ୍ଟ

ରାଗ ବ୍ରହ୍ମ ଚଣ୍ଡାଳ। ରେଷ୍ଟୁରାଂଟରେ ବିରିୟାନୀ ନମିଳିବାରୁ ପୂରା ରେଷ୍ଟୁରାଣ୍ଟକୁ ଜାଳିଦେଲେ ଯୁବକ...ଭାଇରାଲ ହେଉଛି ଭିଡିଓ…

  • Monday, 24 October 2022
Kotagarh police station IIC Dhiraj Lenka in Vigilance net
ପୁଳା ପୁଳା ଟଙ୍କା ଧରି ପତ୍ନୀଙ୍କ ପାଖକୁ ଯାଉଥିଲେ ପୋଲିସ୍‌ ବାବୁ, ମାଡ଼ି ବସିଲା ଭିଜିଲାନ୍ସ...

ଅଭିଯୋଗ ଆଧାରରେ, ଭିଜିଲାନ୍ସ ଟିମ୍‌ IICଙ୍କ ଗାଡ଼ିକୁ ଅଟକ ରଖି ତାଙ୍କୁ ଏବଂ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧ଲକ୍ଷ ୪୫ ହଜାର ୮ଶହ ଟଙ୍କା ମିଳିଥିଲା। 

Drunk Doctor
ଦି ପେଗ୍‌ ମାରିଲେ, ମଦର ଗୁଣଗାନ କଲେ

ଜଣେ କାର୍ଯ୍ୟରତ ଡାକ୍ତର ସରକାରୀ ଡାକ୍ତରଖାନା ଭିତରେ ମଦ କେମିତି ପିଉଛନ୍ତି ? ସ୍ଥାନୀୟ ଲୋକେ ଏହାର୍ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

Cyclone Sitrang Heavy rainfall alert leaves Odisha farmers in lurch
ବର୍ଷାକୁ ନେଇ ଚାଷୀ ଛାନିଆ, ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ

ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ। 

Animal lovers
ଷଣ୍ଢର ଏକାଦଶାହ, ଖାଇଲେ ହଜାର ହଜାର ଲୋକ, ଶତାଧିକ ପଶୁ

ପଶୁ ପକ୍ଷୀଙ୍କୁ ଆଦର କରିବା, ସ୍ନେହ ଶ୍ରଦ୍ଧା କରି ପାଳି ପୋଷି ସେବା ଯତ୍ନ କରିବା ମହତ କାମଟିଏ ନିଶ୍ଚୟ। ହେଲେ ପାଳିତ ପଶୁଟିଏ ଦୁନିଆରୁ ଚାଲିଯିବା ପରେ ଘର ସଦସ୍ୟ ଭଳି ତାର ଶେଷକୃତ୍ୟ ସମ୍ପନ୍ନ କରିବା କଣ କମ୍ ବଡ଼ କଥାଟିଏ? ଏମିତି କାମଟିଏ କରିଛନ୍ତି ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ସୁନାକର ସ୍ୱାଇଁ…

  • Monday, 24 October 2022
Sun Temple
ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ, କଳାହାଣ୍ଡି ତେନ୍ତୁଳିପଦା ସୌରଶକ୍ତି ପ୍ରକଳ୍ପରୁ ଆସିବ ବିଜୁଳି 

ଗ୍ରୀଡ୍‌କୋ ଓ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି । ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ।

Yojanara Na Hariloot
ଜଙ୍ଗଲରେ ଟ୍ରେଞ୍ଚ କରିବା ନାଁରେ ୧୦ ଲକ୍ଷ ଟଙ୍କା ଗଫଲତି

ଗଛ ବଢିବା ପାଇଁ ହୋଇଥିବା ଟ୍ରେଞ୍ଚ ପ୍ରକଳ୍ପ କାମ କରୁଛନ୍ତି ଠିକାଦାର ସବିତା ମିଞ୍ଜ । ତାଙ୍କୁ ପଚାରିଲେ ସେ କାମ ସରିନଥିବା କଥା ସଫେଇ ଦେଉଛନ୍ତି

Yojana Ra Na Hariloot
ଫଳକ ଲାଗିଛି ଧାଡ଼ିକୁ ଧାଡ଼ି ! କାର୍ଯ୍ୟର ମିଆଦ୍ ପୂରିଗଲାଣି, ହେଲେ ରାସ୍ତା କାମ ଆରମ୍ଭ ହୋଇପାରୁନି

କେନ୍ଦ୍ରାପଡ଼ା ଆଳିରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଘୋଟାଲା

Newsfuse
ଦିଲ୍‌ ଦେଇ ଭୁଲିଗଲେ ହାର୍ଟ ଡାକ୍ତର

ଆମେ ମୁଣ୍ଡିଆ ମାରିବାକୁ ପଛରୁ ଧାଉଁଛୁ, ହେଲେ ଇଏ କଣ ଆମକୁ ଦେଖି ଧାଉଁଛନ୍ତି। ଏ ଠାଣି ପଛରେ ରହିଛି ବଡ କାହାଣୀ...ପ୍ରତାରଣା ପାଇଁ ଏବେ ମାମୁଁଘର ଗଲେ ଡାକ୍ତର ବାବୁ

woman seeks govt help
ଭୟଙ୍କର ଭାବରେ ବଢୁଛି ଝିଅର ମୁଣ୍ଡ, ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛି ମାଆ

ଦିନ ବଢିବା ସାଙ୍ଗେ ବଢୁଛି ସୁମିତ୍ରାଙ୍କ ମୁଣ୍ଡ। ବାପା ଚାଲିଯିବା ପରେ ପର ଦୁଆରେ ମୂଲ ଲାଗି ଘର ଚଳାଉଛି ମାଆ। ଝିଅର କଷ୍ଟକୁ ଦେଖି ପାରୁନି କି ସହିପାରୁନି...କାନ୍ଦି କାନ୍ଦି ମାଗୁଛି ସହାୟତା। କହୁଛି, ମତେ ସାହାଯ୍ୟ କର, ମୋ ଝିଅକୁ ଭଲ କରିଦିଅ....

Animal Lover
ଚଚଂଳା, ଚାନ୍ଦିନୀ, ଭୁଆ...ଆ-ଆ-ଆ...ଡାକ ଶୁଣିଲା ମାତ୍ରେ...

କୁଆଡେ ଗଲରେ ଚଂଚଳା, ଚାନ୍ଦିନୀ, ଭୁଆ....ଖାଇବା ବେଳ ହେଲାଣି, ଆସ ଧାଇଁ ଧାଇଁ। ବାସ୍‌ ଏଇ ଡାକ ଶୁଣିବା ମାତ୍ରେ ଉପେନ୍ଦ୍ରଙ୍କ ପାଖକୁ ଛୁଟେ ବିଲେଇ, କୁକୁରଙ୍କ ସୁଅ। ସରକାର ଦେଉଥିବା ୫ କିଲୋ ଚାଉଳରେ ନିଜ ପେଟ ସହ ପୂରାଉଛନ୍ତି ୧୫ ଜୀବଙ୍କ ପେଟ

Matrimonial ad of Groom hunt
ମୁଁ ବାହା ହେବି ସେଇ ପୁଅକୁ...ଯାହାର ଥିବ...

ଝିଅର ବଡ଼ ଡିମାଣ୍ଡ...ଯେଉଁ ପୁଅ ଏହି ସବୁ କ୍ରାଇଟେରିଆ ଫୁଲ୍‌ କରୁଥିବ ସେଇ ପୁଅର ଏଇ ଝିଅ ହାତ ଧରିବ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଇ ବିଜ୍ଞାପନ

  • Sunday, 23 October 2022