• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

 firecracker sale
ଦୁଇବର୍ଷ ପରେ କଟକଣାମୁକ୍ତ ଦୀପାବଳି : ବର୍ଷା ଆଶଙ୍କା କରି ଗ୍ରାହକ ବି ବାଣ କିଣିବେ ନା ନାହିଁ ଦ୍ୱନ୍ଦ୍ୱରେ

ସମ୍ଭାବ୍ୟ ବର୍ଷା ଓ ପ୍ରଶାସନର ଚଢାଉକୁ ନେଇ ଚିନ୍ତାରେ ବାଣ ବ୍ୟବସାୟୀ

Primary teachers association demands regularization of jobs
ଚୁକ୍ତିଭିତ୍ତିକ ପ୍ରଥାକୁ ନେଇ ସରକାରଙ୍କୁ ଚେତାବନୀ ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ

ଦୀର୍ଘ ଦିନ ହେବ ଅସ୍ଥାୟୀ ଭାବେ କାମ କରୁଥିବାବେଳେ କାହିଁକି ସେମାନଙ୍କୁ ଏହି ପ୍ରଥାରୁ ବାଦ ଦିଆଗଲା ନାହିଁ।

Special story
ପୁଅ ବିଡିଓ ! ଟଙ୍କା ପଇସାର ଅଭାବ ନାହିଁ, ତଥାପି ବାପାମାଆ ନେଉଛନ୍ତି ରାସନ ଚାଉଳ

ଦୀର୍ଘ ୩ ବର୍ଷ ହେବ ସେମାନେ ରାସନ କାର୍ଡର ସୁବିଧା ପାଉଥିବା ଅଭିଯୋଗ ହୋଇଛି ।

diyas making
ସରିନାହିଁ ସରିତାଙ୍କ ସଙ୍ଘର୍ଷ, ଏକା ଏକା ଚାଲୁଛନ୍ତି ଜୀବନ ପଥ

ରାଉରକେଲାର ୨୨ବର୍ଷିୟ ଯୁବତୀ ସରିତା, ଜନ୍ମରୁ ଦିବ୍ୟାଙ୍ଗ। ହୁଇଲ ଚେୟାର ତାଙ୍କ ସାଥୀ, ହେଲେ ସେ ହାରି ନାହାନ୍ତି। ୟୁଟ୍ୟୁବ ଦେଖି ଦେଖି ସବୁ ଶିଖିଛନ୍ତି। ଦୀପାବଳି ପାଇଁ ନିଜ ହାତରେ ତିଆରିଛନ୍ତି ରଙ୍ଗିନ ଦୀପ, ରଙ୍ଗିନ ମହମବତୀ…

BDO
ବିଡିଓ ହେବ ତ ଏମିତି…ପାହାଡ ଚଢି ବୁଝିଲେ ଲୋକଙ୍କ ଦୁଃଖ

ଏମିତି ବିଡିଓ ଥିଲେ ଲୋକଙ୍କର ଅସୁବିଧା ହେବ କଣ? ଖାତିର କଲେନି ବଣଜଙ୍ଗଲ ରାସ୍ତାକୁ...୧୦ କିମି ପାହାଡ ଚଢିଲେ....ଲୋକଙ୍କ ଦୁଃଖ ବୁଝିଲେ

Vegetable
କାର୍ତ୍ତିକରେ କରେଣ୍ଟ ମାରୁଛି ପରିବା ଦର, ଯାହାକୁ ଛୁଇଁବ ୫୦

ବଜାରରେ ଭଳିକି ଭଳି ପନିପରିବା । ବେପାରି ପରିବା ଧରି ବିକିବା ପାଇଁ ବସିଛି । ଗ୍ରାହକ ବି ପରିବା କିଣିବା ପାଇଁ ବଜାରରେ ବୁଲୁଛନ୍ତି । ହେଲେ ଦର ପଚାରି ପରିବାରେ ହାତ ନ ମାରି ଚାଲି ଯାଉଛନ୍ତି।

Mo Bus
ଖୋଲିଲାନି ମୋ ବସ୍‌ର ଡୋର୍‌; ଝରକା ଡେଇଁ ପଦାକୁ ବାହାରିଲେ ଯାତ୍ରୀ

କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩  ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା । ଫଳରେ ବସ୍‌ର ଦୁଇଟି ଯାକ ଡୋର ଖୋଲି ନଥିଲା ।

  • Wednesday, 19 October 2022
  • Mo Bus
Skyrocketing Abadha Prices
ଆକାଶଛୁଆଁ ଅବଢ଼ା ଦର; ୨ଶହ ଟଙ୍କାରେ ବି ପୂରୁନି ଜଣଙ୍କ ପେଟ

ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି ।

Patnagarh
ସରିଥିଲା ଶୁଦ୍ଧିକ୍ରିୟା, ୨୫ ବର୍ଷ ପରେ ଘରକୁ ଫେରିଲେ ମାଆ

ସୋମବାରି ବିଶି। ବୟସ ୫୦ ଟପିଲାଣି। ଦୀର୍ଘ ୨ ଦଶନ୍ଧି ପରେ ଗାଁକୁ ଫେରିଛନ୍ତି। ଫେରିଛନ୍ତି ନିଜ ପୁଅ ମାନଙ୍କ ପାଖକୁ, ସ୍ୱାମୀଙ୍କ ପାଖକୁ,ପରିବାର ପାଖକୁ।ହାବଭାବ ଦେଖିଲେ ଲାଗୁଛି, ରକ୍ତ ସଂପର୍କୀୟମାନେ ତାଙ୍କୁ ଝାପ୍ସା ଝାପ୍ସା ମନେପଡୁଛନ୍ତି। କାହାକୁ ଚିହ୍ନି ପାରୁଛନ୍ତି ତ ଆଉ କାହାକୁ ଦେଖି ଦୋ ଦୋ ପାଞ୍ଚ ହେଉଛନ୍ତି।

  • Wednesday, 19 October 2022
Puri
ଅମୂଲ ମୂଲ ଅବଢା ଦର, ଆନନ୍ଦ ବଜାର ଭକ୍ତଙ୍କୁ ଡର

ଅମୂଲ ମୂଲ ଅବଢା ଦର, ଆନନ୍ଦ ବଜାର ଭକ୍ତଙ୍କୁ ଡର

Missing Odisha woman returns home after 25 years
ସରିଥିଲା ଶୁଦ୍ଧିକ୍ରିୟା, ୨୫ ବର୍ଷ ପରେ ଘରକୁ ଫେରିଲେ ମାଆ

ପତ୍ନୀ ସୋମବାରି କେଉଁଠି ପ୍ରାଣ ହରାଇସାରିଥିବ ଭାବି ଶୁଦ୍ଧିକ୍ରିୟା ସାରିଦେଲେ ସ୍ବାମୀ ଜୟ ସିଂ।

Puri Hostel
ଜରାଜୀର୍ଣ୍ଣ ଅବସ୍ଥାରେ ରବୀନ୍ଦ୍ରନାଥ ଟାଗୋରଙ୍କ ପାର୍ଥର ପୁରୀ ହଷ୍ଟେଲ

ଉଚ୍ଚ ଶିକ୍ଷା ବିଭାଗ ପାର୍ଥର ପୁରୀ ହଷ୍ଟେଲର ଜମିର କାଗଜପତ୍ର ଏସସିଏସ ଯୁକ୍ତ୨ ସ୍କୁଲ ନାମରେ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ।

Absconding man caught by the police
ଦୁଇ ଜଣଙ୍କୁ ବାହା ହେଲା....ପ୍ଲାନ୍‌ କରି ନିଖୋଜ ହେବାର ନାଟକ କଲା

ଇଏ ସ୍ୱାମୀ ନା ସୈତାନ? ଦୁଇ ଜଣଙ୍କୁ ବାହା ହେଲା...କିନ୍ତୁ ମନ ଶାନ୍ତି ହେଲାନି ଯେ ନିଖୋଜ ହେବାର ରଚିଲା ନାଟକ। ୫ ବର୍ଷ ପରେ ପୋଲିସ ଟ୍ରାକିଂ କରି ଧରିଲା ବେଳକୁ କହୁଛନ୍ତି....

  • Wednesday, 19 October 2022
Digital Fuse: Old woman shares her 40 years old love story
ମଉସା-ମାଉସୀଙ୍କ ପ୍ରେମ କାହାଣୀ

ମୋ ବୁଢ଼ାକୁ ମୁଁ ଭଲ ପାଇକି ବାହା ହୋଇଥିଲି, ସିଏ ଆଗେ କହିଲେ ଆଇ ଲଭ୍ ୟୁ, ମୁଁ ବି କହିଦେଲି। ମୋ ସିଏ ଟିକେ ସୁନ୍ଦରିଆ, ଭଲୁଟିଏ ତ ମୁଁ ଟିକେ ପସନ୍ଦ କରିଦେଲି

  • Wednesday, 19 October 2022
Homeopathy doctor
୮୦ ବର୍ଷରେ ବି ଥକିନାହାନ୍ତି...ଗାଁ ଗାଁକୁ ସାଇକେଲରେ ବୁଲି ବାଂଟୁଛନ୍ତି ଔଷଧ

ଇଏ ବି ଜଣେ ଚିକିତ୍ସକ ! ବୟସ ୮୦ ହେଲାଣି, ହେଲେ ସେ ହାର ମାନିନାହାନ୍ତି। ରାତି ପାହିଲେ ୧୬ ଇଂଚିଆ ସାଇକେଲ ଧରି ଗାଁକୁ ଗାଁ ବୁଲନ୍ତି। ରୋଗୀଙ୍କୁ ଔଷଧ ଦେଇଆସନ୍ତି। ୟାଙ୍କ ଔଷଧକୁ ଚାତକ ପରି ଚାହିଁରହିଥାଆନ୍ତି ରୋଗୀ

  • Wednesday, 19 October 2022
Habisyali receive food
ପୂଣ୍ୟ ମାସରେ ପୂଣ୍ୟ କାମ...ମାତ୍ର ୫ ଟଙ୍କାରେ ହବିଷାନ୍ନ

କାର୍ତ୍ତିକ ମାସରେ ପୁଣ୍ୟ କାମ କରୁଛନ୍ତି ଏହି ଯୁବକମାନେ। ମନ୍ଦିରରେ ଏକାଠି ହେଲେ...ହବିଷ୍ୟାଳିଙ୍କ ପାଇଁ ହବିଷାନ୍ନ ରାନ୍ଧିଲେ...ଆଉ କଦଳୀ ପତ୍ରରେ ବାଢି ଦେଉଛନ୍ତି ଅରୁଆ ଭାତ ଡାଲମା ସାଙ୍ଗରେ ଓଉ ଖଟା। ୫ ଟଙ୍କାରେ ଖାଦ୍ୟ ଖାଇ ବେଶ୍‌ ଖୁସି ବ୍ରତଧାରୀ

  • Wednesday, 19 October 2022
Cyclone
ପୁଣି ବାତ୍ୟା ! ଉତ୍ତର ଆନ୍ଧ୍ର କିମ୍ବା ଉତ୍ତର ଓଡ଼ିଶା ଉପକୂଳରେ ମାଡ଼ ଆଶଙ୍କା

୨୩ କିମ୍ବା ୨୪ରେ ବଙ୍ଗୋପସାଗରରେ ସାଇକ୍ଲୋନ୍ ଆଶଙ୍କା । ଆଇଏମଡିର ସୂଚନା, ସ୍ପଷ୍ଟ ହୋଇନି ଲ୍ୟାଣ୍ଡଫଲ୍ ସ୍ଥଳ । ବିଭିନ୍ନ ପାଣିପାଗ ମଡେଲର ଆକଳନକୁ ନେଇ ନାନା ଚର୍ଚ୍ଚା ।

Train Fire Mishap
ଷ୍ଟେସନ୍‌ରେ ଛିଡ଼ା ହୋଇଥିଲା ଟ୍ରେନ୍‌, ଅଚାନକ ଇଞ୍ଜିନ୍‌ରେ ଲାଗିଲା ନିଆଁ ! ଦେଖନ୍ତୁ ଭିଡିଓ..

ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ରେଳ ଅଧିକାରୀ ।

High Court - Ratna Bhandar
ଏଥର ଉତ୍ତର ଦେବେ ତ ? କାହିଁକି ଖୋଲୁନି ରତ୍ନ ଭଣ୍ଡାର, ପ୍ରଶାସନକୁ ଜବାବ ମାଗିଲେ ହାଇକୋର୍ଟ..

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଂପର୍କିତ ମାମଲା । ଜବାବ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

success story
ଏକାଠି ହେଲେ ଗାଁ ମହିଳା....ଲଗାଇଲେ ୧୫ଶହ ଗଛ, ରୋଜଗାର ୧୫ ହଜାର !

ବସି ବସି ବୋର୍‌ ହେଉଥିଲେ ଗାଁ ମହିଳା। କଥାବାର୍ତ୍ତା ହୋଇ ଏକାଠି ହେଲେ...୧୫ଶହ କଦଳୀ ଗଛ ଲଗାଇଲେ। ଏବେ ମାସକୁ ରୋଜଗାର କରୁଛନ୍ତି ୧୦ ରୁ ୧୫ ହଜାର

Chilika buffalo
କ୍ୟାନସରକୁ ଭଲ କରୁଛି ମଇଁଷି କ୍ଷୀର?

କ୍ୟାନସର ରୋଗକୁ ଭଲ କରିଦେଉଛି ମଇଁଷି କ୍ଷୀର? ଚିଲିକା ମଇଁଷିକୁ ନେଇ ଚାଲିଥିବା ଗବେଷଣାରୁ ଜଣାପଡିଲା ତଥ୍ୟ...ସେପଟେ ଚାଷୀ କହିଲେ....

  • Tuesday, 18 October 2022
Chilika Buffalo Can Treat Cancer
କର୍କଟ ରୋଗୀଙ୍କ ପାଇଁ ରାମବାଣ ସାଜିପାରେ ଚିଲିକା ମଇଁଷିଙ୍କ କ୍ଷୀର

ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।

Cyclonic circulation
୨୪ରେ ହେବ କି ବାତ୍ୟା?

ଅକ୍ଟୋବର ୨୪କୁ ନେଇ ବଢିଲା ଚର୍ଚ୍ଚା। ସେହି ଦିନ ବାତ୍ୟା ହେବା ନେଇ ବଢିଲା ଚର୍ଚ୍ଚା…ବାତ୍ୟା ଖବର ଶୁଣି ଛାନିଆ ହେଲେଣି ଉପକୂଳିଆ

News Fuse
ନୋ ପାର୍କିଂରେ ପାର୍କିଂ କଲେ ମାଡ ଖାଇବ

ରାଗିଗଲେ ଟ୍ରାଫିକ୍‌ ବାବୁ। ବେଶି କଥା କହନା...ନହେଲେ ଗୋଟିଏ ଠେଲା ଦେବି ସିଧା ଗାଡିରେ ବାଜିବୁ। ଆଉ...ତୁମେ ନୋ ପାର୍କିଂ ଜାଗାରେ ପାର୍କିଂ କରିବ, ଆମେ ତୁମକୁ ମାରିବୁନି କଣ ଛାଡିବୁ?

Traffic rules and penalties to be stricter from today
ସାବଧାନ ଗାଡ଼ି ଚାଳକ ! ଆଜିଠୁ ଟ୍ରାଫିକ ଧରପଗଡ଼, ଧରାପଡ଼ିଲେ ଗଣିବେ ଫାଇନ୍‌

ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍‌ ମଧ୍ୟ ସାମିଲ ହେବ।