ଯୁଗ ସହ ତାଳ ଦେଇ ଚାଲୁଛି ଭାରତୀୟ ଡାକ । ପୂର୍ବରୁ ଚିଠି, ଟେଲିଗ୍ରାମ, ପାର୍ସଲ ମନିଅର୍ଡର ସେବା ଯୋଗାଉଥିବା ଡାକ ଏବେ ବ୍ୟାଙ୍କିଙ୍ଗ୍ ସେବା ସହ ଯୋଡ଼ି ହୋଇଛି । ଲୋକମାନେ ଡାକଘରେ ସଞ୍ଚୟ ଖାତା ଖୋଲିବା ସହ ମିଆଦି ଜମା ବି କରିପାରୁଛନ୍ତି ।
ଏବେ ବି ସେ ଚିଠି ପଢ଼ିଲେ ଆଖିରୁ ଧାର ଧାର ହୋଇ ଲୁହ ବାହାରି ଯାଏ । ପୁରୁଣା ସ୍ମୃତିର ଦିନକୁ ମନେ ପକାଇଲେ ଡାକବାଲା ।