ମନ ଏକ ଛୋଟ ପୃଥିବୀ। ଏଇ ଛୋଟ ପୃଥିବୀରେ କେତେ ସୁନ୍ଦର କୋମଳ ସବୁଜିମା ଭରା ସ୍ମୃତି ରହିଛି। କେତେ ବର୍ଷଣ ମୁଖର କାଳରାତିର କାହାଣୀ ବି ରହିଛି। ଜୀବନ ଅଛିମାନେ ଏମିତି ଘଟଣା, ଦୁର୍ଘଟଣା, ସ୍ମୃତି ବିସ୍ମୃତି ରହିବା ସ୍ୱାଭାବିକ। ତଥାପି ମଣିଷ ବେଳେବେଳେ ସମୟ ପାଖରେ ହାରିଯାଏ