Advertisment

ହୋଟେଲ ଭଳିଆ ଦିଶୁଛି ଆବାସ ଯୋଜନାର ଘର…ପ୍ରଧାନମନ୍ତ୍ରୀ ଦେବେ ପୁରସ୍କାର

ଦିନେ ଅସୁବିଧାରେ ଥିଲେ। ନିଜର ବୋଲି ଘର ଖଣ୍ଡିଏ ନଥିଲା। ସରକାରୀ ସାହାଯ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘରଟିଏ ପାଇଲେ। ଏବେ ସେଇ ଘରକୁ ନେଇ ସେ ଚର୍ଚ୍ଚାରେ। ତାଙ୍କୁ ଡାକିଛନ୍ତି ପ୍ରଧାନମନ୍ତ୍ରୀ

author-image
Pallipuspa Samal

ଦିନେ ଅସୁବିଧାରେ ଥିଲେ। ନିଜର ବୋଲି ଘର ଖଣ୍ଡିଏ ନଥିଲା। ସରକାରୀ ସାହାଯ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘରଟିଏ ପାଇଲେ। ଏବେ ସେଇ ଘରକୁ ନେଇ ସେ ଚର୍ଚ୍ଚାରେ। ତାଙ୍କୁ ଡାକିଛନ୍ତି ପ୍ରଧାନମନ୍ତ୍ରୀ

Advertisment
Odisha Man Gets Dream House
Advertisment
Advertisment