• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Aahar Scam
ଆହାର କେନ୍ଦ୍ରରୁ ପାର୍ସଲ ଯାଉଛି କୁଆଡ଼େ ? ଖାଇବାକୁ ପାଉ ନାହାନ୍ତି ଲୋକେ...

୫ ଟଙ୍କାରେ ଗରିବ ଲୋକଙ୍କୁ ଭାତ ଡାଲମା ଦେବା ପାଇଁ ସରକାର ଆହାର ଯୋଜନା ଆରମ୍ଭ କରିଥିଲେ । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ହିତାଧିକାରୀ ପାଉନାହାନ୍ତି ଖାଦ୍ୟ । 

Special story
ପାଖରେ ଚିରସ୍ରୋତା ନଦୀ, ହେଲେ ପାଣି ଟୋପାଏ ସ୍ୱପ୍ନ

ବାଡ଼ ଯଦି ଫସଲ ଖାଇବ ଲୋକେ କହିବେ କାହାକୁ?

Locals socially boycotted family on suspicion of witch craft in Gajapati
ଗୁଣି ସନ୍ଦେହରେ ଗାଁରୁ ବାସନ୍ଦ କଲେ, ନିଆଁ ପାଣି ମଧ୍ୟ ବନ୍ଦ କରିଦେଲେ !

 ଗାଁ ଛାଡ଼ି ସ୍କୁଲ୍‌ ରୋଷେଇ ଘରେ ଆଶ୍ରୟ ନେଇଛନ୍ତି ଗୋଟିଏ ପରିବାର। ଦିନେ କି ଦୁଇ ଦିନ ନୁହେଁ ଦେଢ଼ ବର୍ଷ ହେଲାଣି ନ୍ୟାୟ ମିଳୁନଥିବାକୁ ଏଭଳି ସ୍ଥିତିରେ କଟୁଛି ଜୀବନ। 

students protest
ସ୍କୁଲରେ ଶିକ୍ଷକ ନାହାନ୍ତି, ଆମେ ପଢିବୁ କେମିତି?

ସ୍କୁଲରେ ଶିକ୍ଷକ ନାହାନ୍ତି, ୯୦ ପିଲାଙ୍କୁ ମାତ୍ର ଦୁଇ ଜଣ ଶିକ୍ଷକ। କେମିତି ପାଠ ପଢିବେ ପିଲା? ବାରମ୍ବାର ଗୁହାରି ପରେ ପ୍ରଶାସନ ଶୁଣିଲାନି। ତେଣୁ ରାସ୍ତା ଉପରେ ଏମିତି ଧାରଣାରେ ବସିଲେ ପିଲା , ଶିକ୍ଷକ ଓ ଅଭିଭାବକ

Aadhaar card
ଭୁଲ ଥିଲେ ଠିକ୍ କରନ୍ତୁ ! ଜାଣନ୍ତୁ ଘରେ ବସି କେମିତି କରିବେ ଆଧାର ଅପଡେଟ୍

ଆପଣଙ୍କ ଆଧାରକାର୍ଡରେ କୌଣସି ସମସ୍ୟା ରହିଛି କି? ବିଲକୁଲ ଚିନ୍ତା କରନ୍ତୁ ନାହିଁ...ଘରେ ବସି ଏମିତି କରନ୍ତୁ ନିଜର ଆଧାର ଅପଡେଟ୍‌

Admin performs Bhoomi Pujan for airstrip in Malkangiri
୩୩ କୋଟି ଟଙ୍କା ବ୍ୟୟରେ ମାଲକାନଗିରିରେ ହେବ ଏୟାରଷ୍ଟ୍ରିପ୍, ଉଡ଼ିବ ବିମାନ

୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ମାଲକାନଗିରିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୨୩ ମସିହା ଡିସେମ୍ବରରେ କାର୍ଯ୍ୟ ସରିବାର ଅବଧି ରହିଛି।

jagatsinghpur murder case
ଟ୍ୟୁସନ୍ ଯାଇଥିଲେ…ଶବ ହୋଇ ଫେରିଲେ, ଶ୍ରୀତମଙ୍କୁ ମାରିଲା କିଏ?

ରବିବାର ଥିବା ସତ୍ୱେ ବି ଶ୍ରୀତମଙ୍କୁ କାହିଁକି ସ୍କୁଲ ଡାକିଥିଲେ ହେଡ୍‌ମାଷ୍ଟର? କ୍ରିକେଟ୍‌ ଖେଳରୁ ସାଙ୍ଗସାଙ୍ଗ ମଧ୍ୟରେ ଏତେ ଝଗଡା ହେଲା, କିନ୍ତୁ କିଏ ଜାଣିପାରିଲା ନାହିଁ? ନା ସବୁଜାଣି ଶୁଣି ଚୁପ୍‌ ବସୁଛନ୍ତି ହେଡ୍‌ମାଷ୍ଟର...

 Archana Nag’
ଅଂଜନା ଭାଙ୍ଗିଥିଲେ କଂଗ୍ରେସ ସରକାର, ଅର୍ଚ୍ଚନା ଭାଙ୍ଗିବେ ବିଜେଡି ସରକାର…?

ଗଣଦୁଷ୍କର୍ମର ଶିକାର ହେବା ପରେ କଂଗ୍ରେସ ସରକାରକୁ ଭାଙ୍ଗିଥିଲେ ଅଂଜନା। ଏବେ ବିଜେଡି ସରକାରକୁ ଭାଙ୍ଗିବେ କି ଅର୍ଚ୍ଚନା? ମାୟାବିନୀଙ୍କ ମାୟାଜାଲରେ ଫଶିଛନ୍ତି ୧୮ ଜଣ ଷ୍ଟାଣ୍ଡିଂ ଏମ୍ଏଲଏ। ଯଦି ଅର୍ଚ୍ଚନା ମୁହଁ ଖୋଲନ୍ତି ତେବେ ସବୁ ନେତାଙ୍କ ପୋଲ୍ ଖୋଲିଯିବ…

News Fuse
ନବୀନଙ୍କୁ ପୁନେଇ ଜହ୍ନ ଦେଖାଇଲେ ପାଣ୍ଡିଆନ୍…

କୁମାର ପୂର୍ଣ୍ଣିମାରେ କେମିତି ଦିଶୁଥିଲା ଜହ୍ନ? ଛାତ ଉପରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜହ୍ନ ମାମୁଁ ଦେଖାଇଲେ 5-T ସଚିବ

Missing man returns
୨୨ ବର୍ଷ ପରେ ପୁଅକୁ ପରିବାର ପାଖକୁ ନେଇ ଆସିଲା GPS

୨୨ ବର୍ଷ ତଳୁ ଯାଇଥିଲେ....ଆଉ ଫେରିନଥିଲେ। ଅନେକ ଥର ଚେଷ୍ଟା କରିଛନ୍ତି ହେଲେ ବାଟ ପାଇନାହାନ୍ତି। କିନ୍ତୁ ଝିଅ ଗାଁକୁ ଆସିବାକୁ ଜିଦ୍‌ କରିବାରୁ ଗାଁ ନା କହିଲେ ନିରଞ୍ଜନ। ଆଉ ଜିପିଏସ୍‌ ଟ୍ରାକିଂ କରି ଗାଁରେ ପହଞ୍ଚିଲା ପୂରା ପରିବାର...

Coastal Highway
କଣ ହେବ କୋଷ୍ଟାଲ ହାଇୱେ ପ୍ରକଳ୍ପର ଭାଗ୍ୟ?

କେବେ ଆରମ୍ଭ ହେବ ବହୁ ଚର୍ଚ୍ଚିତ ଉପକୂଳ ରାଜପଥ ନିର୍ମାଣ କାମ ? ଡିଜାଇନ୍‌ରେ ପରିବର୍ତ୍ତନ ହେବା ପରେ ପୁଣି ଉଠିଥିବା ବିବାଦକୁ ନେଇ ଉଠିଛି ଏମିତି ପ୍ରଶ୍ନ । ଏଥର ବିବାଦ ଚିଲିକାକୁ ନେଇ ନୁହେଁ, ବିରୋଧ ଉଠିଛି ଜଗତ୍ସିଂହପୁର ଜିଲ୍ଲାରୁ ।

Soaring vegetables price
ହୁ ହୁୁ ହୋଇ ବଢୁଛି ଖାଦ୍ୟ ସାମଗ୍ରୀର ଦର; ତ୍ରାହି ତ୍ରାହି ଡାକିଲେଣି ଖାଉଟି

ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଦେଶର କୋଟି କୋଟି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ।

Soaring vegetables price
ଦରବୃଦ୍ଧିରେ ଲାଗୁନି ଅଙ୍କୁଶ

ଖାଦ୍ୟ ସାମଗ୍ରୀର ଦର ଘୁ ଘୁ ବଢ଼ିବା ଦ୍ୱାରା ହନ୍ତସନ୍ତ ଖାଉଟି ଶ୍ରମିକ, ଦିନମଜୁରିଆ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।

Elephant
ଟ୍ରେନ୍‌ ଲାଇନ୍‌କୁ ଯିବେନି ହାତୀ ! ବନ ବିଭାଗ ଲଗାଇଲା ହ୍ୟାଙ୍ଗିଂ ସୋଲାର ଫେନ୍ସିଂ ତାର

ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ ।  ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ ।

Farmer Protest
ଠକିଦେଲା ପ୍ରଶାସନ! ପ୍ରତିଶ୍ରୁତି ଦେଇ ବି ମିଳିଲାନି ବୀମା ଟଙ୍କା

ଗତ ବର୍ଷ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମରୁଡି ହୋଇଥିଲା । ସେ ସମୟରେ ଜିଲ୍ଳାର ହଜାର ହଜାର ଚାଷୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ପ୍ରଧାନମନ୍ତ୍ରୀ ଫସଳ ବୀମା କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର ୧୦୪ ଟି ପଂଚାୟତର ଚାଷୀଙ୍କୁ କୃଷି ବୀମା ଟଙ୍କା ମିଳିନାହିଁ ।

Dog Bite
ବୁଲା କୁକୁର କାମୁଡ଼ାରେ ୩ ବର୍ଷର ଝିଅ ମୃତ, ୧୨ ଗୁରୁତର

ବୁଲା କୁକୁର ଆତଙ୍କ । କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ।

 BALI JATRA
ଐତିହାସିକ କଟକ ବାଲିଯାତ୍ରାକୁ ନେଇ ବିବାଦ : ପ୍ଲଟ ଆବଣ୍ଟନ ପ୍ରକ୍ରିୟାକୁ ବିରୋଧ

ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ପକ୍ଷରୁ ବିରୋଧ, ପୂର୍ବ ଅପେକ୍ଷା ଏଥର ପ୍ଲଟ୍ ଦାମ୍ ବୃଦ୍ଧି ଅଭିଯୋଗ

Tharhi Achutya Ashram Demolition
ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ବୁଲିଲା ବୁଲଡୋଜର : ମାଟିରେ ମିଶିଲା ବେଆଇନ୍‌ କୋଠା

ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ଚଢିଲା ବୁଲ୍ ଡୋଜର

Maha Kalpabata
ଆସିଲା ଶୁଭ ଖବର…ମହାକଳ୍ପବଟରେ କଅଁଳିଲା ପତ୍ର

ଭକ୍ତଙ୍କ ଭକ୍ତିର ହେଲା ଜୟ। ନେମାଳରୁ ଆସିଲା ଶୁଭଖବର…ମହାକଳ୍ପବଟରେ କଅଁଳିଲା ପତ୍ର….ହରିବୋଲ ହୁଳହୁଳିରେ କମ୍ପିଲା ପରିବେଶ

Drinking water supply stopped
ପୂଜା ବକ୍ସିସ୍ ନଦେବାରୁ ବନ୍ଦ କରିଦେଲେ ପାଣି ସପ୍ଲାଏ

ବକ୍ସିସ୍‌ ଦେଲେ ପାଣି ଛାଡିବୁ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୂଜା ବକ୍ସିସ୍‌ ନଦେବାରୁ ପାଣି ସପ୍ଲାଏ ବନ୍ଦ କରିଦେଲେ ସରକାରୀ କର୍ମଚାରୀ। ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକ।

3 youth drown in pattamundai canal
ଲକ୍ଷ୍ମୀପୂଜା ଭସାଣ ବେଳେ ଅଘଟଣ, ଜଣକ ପରେ ଜଣେ ଭାସିଗଲେ

ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

 Train Derails
ମାଲବାହୀ ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ

ଲାଇନଚ୍ୟୁତ ହେବାରୁ ସେହି ରୁଟ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। 

Habisiyali allegedly thrashed by servitor in Puri Srimandir
ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ଅଭିଯୋଗ

କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରରେ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Army jawan
ଗାଁକୁ ଫେରିଲେ ଯବାନ...ଯୁବକଙ୍କୁ ମାଗଣା ଟ୍ରେନିଂ ଦେବାକୁ କଲେ ଶପଥ

୨୨ ବର୍ଷ ଦେଶ ସେବା ପରେ ଏବେ ଗାଁକୁ ଫେରିଲେ ଯବାନ। କହିଲେ, ମାଗଣାରେ ଗାଁ ଯୁବକଙ୍କୁ ଦେବେ ଆର୍ମି ଟ୍ରେନିଂ। ଯବାନଙ୍କ ପାଇଁ ୧ କିମି ପର୍ଯ୍ୟନ୍ତ ଲାଗିଥିଲା ଶୋଭାଯାତ୍ରା...

Japanese plantation method helps barren land to turn into a massive forest in Sambalpur
ମିଆଓ୍ୱାକି ପ୍ଲାଣ୍ଟେସନର କମାଲ୍‌: ଦିନେ ଥିଲା ଟାଙ୍ଗରା ଭୂଇଁ, ଆଜି ଘଞ୍ଚ ଜଙ୍ଗଲ...

ମାତ୍ର ବର୍ଷକ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ। ଲିମ୍ବ, ଅର୍ଜୁନ, ବେଲ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରିଠୁ ଆରମ୍ଭ କରି ବର ଓ ଅଶ୍ୱସ୍ତ ଓ ବାଉଁଶ ଗଛ ତା’ ସହ ଲାଗିଛି ଜାତି ଜାତି ଫଳ ଗଛ ।