ରବିବାର ଥିବା ସତ୍ୱେ ବି ଶ୍ରୀତମଙ୍କୁ କାହିଁକି ସ୍କୁଲ ଡାକିଥିଲେ ହେଡ୍ମାଷ୍ଟର? କ୍ରିକେଟ୍ ଖେଳରୁ ସାଙ୍ଗସାଙ୍ଗ ମଧ୍ୟରେ ଏତେ ଝଗଡା ହେଲା, କିନ୍ତୁ କିଏ ଜାଣିପାରିଲା ନାହିଁ? ନା ସବୁଜାଣି ଶୁଣି ଚୁପ୍ ବସୁଛନ୍ତି ହେଡ୍ମାଷ୍ଟର...
Published: Pallipuspa Samal
Last updated: 14 October 2022, 10:54 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।