ସ୍କୁଲରେ ଶିକ୍ଷକ ନାହାନ୍ତି, ୯୦ ପିଲାଙ୍କୁ ମାତ୍ର ଦୁଇ ଜଣ ଶିକ୍ଷକ। କେମିତି ପାଠ ପଢିବେ ପିଲା? ବାରମ୍ବାର ଗୁହାରି ପରେ ପ୍ରଶାସନ ଶୁଣିଲାନି। ତେଣୁ ରାସ୍ତା ଉପରେ ଏମିତି ଧାରଣାରେ ବସିଲେ ପିଲା , ଶିକ୍ଷକ ଓ ଅଭିଭାବକ
Published: Pallipuspa Samal
Last updated: 14 October 2022, 01:02 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।