ହଜିଯାଇଥିଲେ.. ବହୁତ ଖୋଜା ଖୋଜି ପରେ ବି ପତ୍ତା ମିଳୁ ନଥିଲା.. କେତେ ଆଉ ଅପେକ୍ଷା କରିଥାନ୍ତେ.. ଶୁଦ୍ଧିକ୍ରିୟା କରିବାକୁ ନିଷ୍ପତ୍ତି ନେଲେ..ହେଲେ ସ୍ୱପ୍ନ ଦେଖି ଘରକୁ ଫେରିଆସିଲେ ସ୍ୱାମୀ.. ସବୁ ଆଶ୍ଚର୍ଯ୍ୟ
ଦାଦନ ଯିବା ଆଗରୁ ବିଶ୍ୱମ୍ବର ଘରେ ରହି ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବଡଭାଇ ତାଙ୍କୁ କଟକ ନେଇ ଅସ୍ତ୍ରୋପଚାର କରାଇଥିଲେ । ଭଲ ହେବା ପରେ କିଛି ବର୍ଷ ପାଇଁ ଭାରି କାମ ନକରିବାକୁ ଡାକ୍ତର ପରମର୍ଶ ଦେଇଥିଲେ, କିନ୍ତୁ କାମଧନ୍ଦା ନକରି ଘରେ ବସି ରହିବା ଫଳରେ ସ୍ତ୍ରୀ ଓ ୪ଟି ଛୋଟ ପିଲା ଖାଇବାକୁ ହଇରାଣ ହେଲେ।
୨୨ ବର୍ଷ ତଳୁ ଯାଇଥିଲେ....ଆଉ ଫେରିନଥିଲେ। ଅନେକ ଥର ଚେଷ୍ଟା କରିଛନ୍ତି ହେଲେ ବାଟ ପାଇନାହାନ୍ତି। କିନ୍ତୁ ଝିଅ ଗାଁକୁ ଆସିବାକୁ ଜିଦ୍ କରିବାରୁ ଗାଁ ନା କହିଲେ ନିରଞ୍ଜନ। ଆଉ ଜିପିଏସ୍ ଟ୍ରାକିଂ କରି ଗାଁରେ ପହଞ୍ଚିଲା ପୂରା ପରିବାର...