୨୦୦୯ରୁ ୨୦୨୨ ଯାଏଁ ଏହି ୧୩ ବର୍ଷ ଭିତରେ ଏ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରତିବର୍ଷ ବିଭାଗକୁ ବିନିଯୋଗ ପ୍ରମାଣପତ୍ର ମାଗି ଆସୁଛି ରାଜ୍ୟ ଅର୍ଥ ବିଭାଗ କିନ୍ତୁ ପର୍ଯ୍ୟଟନ ବିଭାଗ, ଅର୍ଥ ବିଭାଗକୁ ନା ଉତ୍ତର ଦେଉଛି ନା ୟୁସି।
ପିଲା ଛୁଆଙ୍କୁ ଧରି ଏମିତି ଭଙ୍ଗା କାନ୍ଥ ଓ ରାସ୍ତା ଉପରେ ଶୋଇ ରହିଛନ୍ତି ଛୋଟ ପିଲା, ମହିଳା ଓ ବୟସ୍କ ।
କେବଳ ଦେଢନମାଲ ନୁହେଁ, କଣ୍ଟାମାଳ ବ୍ଲକର ଅନେକ ସ୍କୁଲରେ ଚାଉଳ ଯୋଗାଣ ସମୟରେ ଏଭଳି ଅନିୟମିତତା ହେଉଥିବା ନଜରକୁ ଆସୁଛି ।
୨୦୨୩ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ୮୦% ଅଞ୍ଚଳରେ 5G ସେବା ମିଳିବ ।
ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର ପର୍ବ, ଆନନ୍ଦର ପର୍ବ। ଦୀପାବଳି ଆସିଲେ ଯେଉଁ କାରିଗରଙ୍କ ମନରେ ଉତ୍ସାହ ବଢ଼ିଯାଏ ସେମାନେ ହେଉଛନ୍ତି କୁମ୍ଭକାର। ଚାଲନ୍ତୁ ଯିବା ସାଲେପୁରର ଏ ନିଆରା ଗାଁକୁ, ଯେଉଁଠି ଶତାଧିକ ପରିବାର ମାଟି ଦୀପ ଭରସାରେ ଜୀବିକା ନିର୍ବାହ କରନ୍ତି
ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର ପର୍ବ, ଆନନ୍ଦର ପର୍ବ। ଦୀପାବଳି ଆସିଲେ ଯେଉଁ କାରିଗରଙ୍କ ମନରେ ଉତ୍ସାହ ବଢ଼ିଯାଏ ସେମାନେ ହେଉଛନ୍ତି କୁମ୍ଭକାର।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି।
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି। ଦୁଇ ଦୁଇ ଥର ଟଙ୍କା ଆସିଛି। ହେଲେ କାମ ହୋଇନି। ଦେଖନ୍ତୁ ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଏ ଦୃଶ୍ୟ
ଏଇଠି ଏମିତି ଓଡିଆ ଲେଖିଲା କିଏ? ସ୍କୁଲର ନା ପଢିଲେ ଆପଣଙ୍କ ମୁଣ୍ଡ ଘୂରେଇ ଦେବ। ସମସ୍ତେ ଏଇ ବାଟ ଦେଇ ଯାଉଛନ୍ତି ହେଲେ କାହାରି ଆଖରେ ଏହା ପଡୁନି କେମିତି?
୪୦ ଦିନରେ ୪୦ ଲକ୍ଷ ଯୋଗାଡ ନହେଲେ ପୁଅ ଜୀବନ ପାଇଁ ବଡ଼ ବିପଦ। ଭୟଙ୍କର ରୋଗରେ ଘାଣ୍ଟି ହେଉଛି କୁନି ପୁଅ। ସ୍ୱରୂପଙ୍କ ଜୀବନ ବଂଚାଇବା ପାଇଁ ସରକାରଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଗୁହାରି କରୁଛନ୍ତି ବାପା-ମାଆ। ଟଙ୍କା ଯୋଗାଡ ହେଲେ ପୁଅ ବଂଚିବ
ମୁଁ ଗୋଟେ ଫୁଟବଲ୍ ଖେଳୁଆଡ଼ି। ଆରେ ଏ କଳିଙ୍ଗ ଷ୍ଟାଡିୟମ କରିଛି କିଏ ? ମୁଁ ପିଲାଙ୍କୁ ଉତ୍ସାହିତ କରିବାକୁ ଆସିଥିଲି। ମତେ ବିଦା କରି ଦେଲ! ଆଉ ଏ ଷ୍ଟାଡିୟମ ମୁହଁ ମାଡିବିନି!
କେହି ଜଣେ ଅନୁଭବଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କୁଠାରୁ ଆର୍ଥିକ ସହାୟତା ମାଗୁଛନ୍ତି।
ରାଜ୍ୟରେ ଘଟୁଥିବା ଅନେକ ସଡ଼କ ଦୁର୍ଘଟଣାର ତଦନ୍ତ ଅଧାରେ ରହିଯାଉଛି । ଦୁର୍ଘଟଣାର ବାସ୍ତବ କାରଣ ଜଣାପଡ଼ୁନି, କି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି । ଫଳରେ ଦିନକୁ ଦିନ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା ।
ଏଣିକି ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଇଲେ ହେବ ପଡ଼ିବ ମହଙ୍ଗା ।
ମୁଣ୍ଡରେ ହାତ ଦେଲେଣି ଲେକେ। ଘରୁ ଘରୁ କୋକେଇ ଉଠୁଛି , କିଏ କହୁଛି ଗୁଣି ଗାରେଡି ତ କିଏ କହୁଛି ଅଭିଶାପ । ହେଲେ ମୃତ୍ୟୁର ପ୍ରକୃତ କାରଣ ଏ ଯାଏଁ ଜଣା ପଡୁନଥିବା ବେଳେ , ଏମିତି ଏକ ଚିତ୍ର ଏବେ ସାମ୍ନାକୁ ଆସିଛି ।
ମୁଣ୍ଡରେ ହାତ ଦେଲେ ଡାକ୍ତର , ସବୁ ଚୋର ନେଇ ଯାଇଛି , କେମିତି ଏବେ ହେବ ରୋଗୀ ସେବା ।
ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ କଟକଣା ଲାଗିବ। ଔଷଧ କାରବାର ଉପରେ ସ୍ୱଚ୍ଛତା ଆଣିବାକୁ ସଂଘ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଘର ବାଡ଼ିରୁ ଜଗନ୍ନାଥଙ୍କ ଏହି ପଥର ମୂର୍ତ୍ତି ମିଳିଛି। ଗତ ୨ ବର୍ଷ ହେବ ବାରମ୍ବାର ସ୍ୱପ୍ନାଦେଶ ହେଉଥିଲା।
ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ବିରୋଧ କରି ହୋଇଥିବା ହିଂସାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜନଜାତି ଆୟୋଗ କମିଶନ ତାଗିଦ୍ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଘରକୁ ଭାଙ୍ଗିଦେଲେ ତହସିଲଦାର। ଏହି ଘର ସରକାରୀ ଜାଗାରେ ନିର୍ମାଣ ହୋଇଥିବାରୁ ଏହାକୁ ପୂର୍ବରୁ ତହସିଲଦାର ଚିନ୍ମୟ ସାଗର ବିରୋଧ କରୁଥିଲେ।
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀ । ତାଙ୍କୁ ମନେ ପକାଉଛି ସାରା ଦେଶ ।ସେ ଥିଲେ ସାଧାରଣ ଲୋକଙ୍କ ରାଷ୍ଟ୍ରପତି । ବିବାଦ ଠାରୁ ଥିଲେ ଉର୍ଦ୍ଧ୍ୱରେ । ଆସନ୍ତୁ ତାଙ୍କୁ ଜଣାଇବା ଶ୍ରଦ୍ଧାଞ୍ଜଳି ।
ସଡ଼କ ଦୁର୍ଘଟଣାରେ ୩ କିମ୍ବା ତା’ଠାରୁ ଅଧିକ ମୃତ୍ୟୁବରଣ କଲେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବ। ତ୍ୱରିତ ଓ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଗୁରୁତ୍ୱ ଦିଆଯାଇଛି।
ଅଟୋରେ ଯେତିକି ଲୋକେ ଅଛନ୍ତି ଅଟୋ ବାଲା ପାଖରେ ହିସାବ ନାହିଁ। ଏ ଅଟୋ ଉପରେ ଥରେ ନଜର ପକାନ୍ତୁ । ଆଉ ଏ ଅଟୋର ପାସେଞ୍ଜରଙ୍କ ପାଟିରେ ବାଟୁଳି ବାଜୁନି । ଅଣ ଓଡିଆ ବୁଝି ପାରିଲେନି ଓଡିଆ। କହୁ କହୁ ସତ କହିଦେଲେ
ଗାଁଗହଳିର ଲୋକଙ୍କୁ ଭଲ ରାସ୍ତା ଖଣ୍ଡେ ଯୋଗାଇବାକୁ ସରକାରଙ୍କ ସୂଦୁରପ୍ରସାରୀ ଲକ୍ଷ୍ୟ-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ହେଲେ କେମିତି ଏ ଯୋଜନାରେ ଚାଲିଛି ହରିଲୁଟ୍, ଯାହାର ଚାକ୍ଷୁସ ପ୍ରମାଣ ଧରାପଡ଼ିଛି କୋରାପୁଟ ଜିଲ୍ଲା ଜୟପୁରରେ ।
ଦୀପ ତଳ ଅନ୍ଧାର । ଅଧାପନ୍ତରିଆ ରାସ୍ତା ଛାଡ଼ି ପାର୍ ଠିକାଦାର । ଜୟପୁର ବ୍ଲକ କୁସୁମପୁଟ ଓ ଜଗନ୍ନାଥପୁର ଗାଁ ରାସ୍ତା ରାସ୍ତା ନୁହେଁ ତ ମରଣଯନ୍ତା ।