ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଦେଶର କୋଟି କୋଟି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ।
ଖାଦ୍ୟ ସାମଗ୍ରୀର ଦର ଘୁ ଘୁ ବଢ଼ିବା ଦ୍ୱାରା ହନ୍ତସନ୍ତ ଖାଉଟି ଶ୍ରମିକ, ଦିନମଜୁରିଆ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।