ଅଟୋରେ ଯେତିକି ଲୋକେ ଅଛନ୍ତି ଅଟୋ ବାଲା ପାଖରେ ହିସାବ ନାହିଁ। ଏ ଅଟୋ ଉପରେ ଥରେ ନଜର ପକାନ୍ତୁ । ଆଉ ଏ ଅଟୋର ପାସେଞ୍ଜରଙ୍କ ପାଟିରେ ବାଟୁଳି ବାଜୁନି । ଅଣ ଓଡିଆ ବୁଝି ପାରିଲେନି ଓଡିଆ। କହୁ କହୁ ସତ କହିଦେଲେ
Published: Pallipuspa Samal
Last updated: 15 October 2022, 08:12 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।