ସମସ୍ତ ସରକାରୀ ମେଡିକାଲର ମୁଖ୍ୟଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି
୧୫ ଦିନ ଜେଲ୍ରେ ରହିଲେଣି ହେଲେ ଏବେ ବି ଫଁ ଫଁ ହେଉଛନ୍ତି ଅର୍ଚ୍ଚନା ନାଗ। କୋର୍ଟ ସାମ୍ନାରେ ଗଣମାଧ୍ୟମକୁ ଦେଲେ ଦୋଷ। କହିଲେ, ବିନା ତଥ୍ୟ ପ୍ରମାଣରେ ମୋ ନାଁରେ ହେଉଛି ଖବର ପରିବେଷଣ...
ପ୍ରେସ ରିଲିଜ ଜାରି କଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA
ଆଲୋ ଆଲୋ ବିଜେପିର କଣ ହେଲା କି? ଇଏ କଣ ହରିନାମ ସଂକୀର୍ତ୍ତନ ବଦଳରେ ନବୀନଙ୍କ ନାମରେ କଲେଣି ସଂକୀର୍ତ୍ତନ?
ଆମେ ସମସ୍ତେ କେଦାରନାଥ ଯାଇଥୁଲି, ହଠାତ୍ ଦୁର୍ଘଟଣା ହେଲା। ଆମକୁ ସମସ୍ତେ ଫୋନ୍ କରୁଥିଲେ, ଆମେ ବଡ଼ କଷ୍ଟରେ ଫେରିଲୁ। ଶୁଣନ୍ତୁ କେଦାରନାଥରୁ ଫେରିଥିବା ଯାତ୍ରୀମାନେ କେମିତି କହୁଛନ୍ତି ସେଦିନର ସେଇ ଭୟଙ୍କର କାହାଣୀ
ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି ।
ସୂର୍ଯ୍ୟୋପରାଗରେ ଆମିଷ ଭକ୍ଷଣ ଠିକ୍ ନା ଭୁଲ ? ପାକନୀତି ନିଷେଧ ସମୟରେ ଚିକେନ୍ ବିରିୟାନୀ ଖାଇବା ଉଚିତ ନା ଅନୁଚିତ ? ଗତ ୨୫ ତାରିଖ ସୂର୍ଯ୍ୟୋପରାଗ ବେଳେ ଅଧିକାଂଶ ଲୋକ ଅନ୍ନ ଭୋଜନ ଓ ରନ୍ଧାଖାଦ୍ୟରୁ ବିରତ ରହିଥିବା ବେଳେ ଏପଟେ କିଛି ହେତୁବାଦୀ ଏହାକୁ ଅନ୍ଧବିଶ୍ୱାସ କହି ଚିକେନ୍ ବିରିୟାନୀ ଖାଇବା ପରେ ତୀବ୍ର ହୋଇଛି ଏ ବିବାଦ ।
ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ ।
ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ କରାଯାଇଥିବା ଅଭିଯୋଗ ହୋଇଛି ।
ବେଆଇନ୍ କ୍ଲିନିକ୍ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍ ଗିରଫ କରିଛି। ଏହାସହ ତାଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି।
ସେଦିନ କହୁଥିଲେ ଆମର କିଛି ଦୋଷ ନାହିଁ...ଆଜି କିନ୍ତୁ ମୁହଁ ଲୁଚାଇ କୋର୍ଟ ଯାଉଛନ୍ତି...କ୍ୟାମେରା ସାମ୍ନାରେ ସତରେ କଣ ମନଗଢା କାହାଣୀ କହୁଥିଲେ କି ଶାଶୂ?
ମେଡିକାଲ ବେଡ୍ରେ ଶୋଇଛି ସ୍ୱାମୀ। ଛୁଆକୁ କୋଳରେ ଧରି ଭୋଭୋ କାନ୍ଦୁଛି ସ୍ତ୍ରୀ...ଚେତା ବି ହରାଇ ଦେଉଛି। ରୋଜଗାରିଆ ପୁଅ କଥା ଶୁଣିଲା ବେଳକୁ ମାଆର ପାଟି ଖନି ମାରିଦେଉଛି। ସେପଟେ ବାପା କେବେ ଆସିବ ବୋଲି ପ୍ରଶ୍ନ କରୁଛି କୁନି ପୁଅ.
ଚାଲିଥିଲା ଏନଏସି ବୈଠକ। କାଉନସିଲର ଚେୟାରମ୍ୟାନଙ୍କୁ ପ୍ରଶ୍ନ କଲେ ହୁ ଆର୍ ୟୁ? ବାସ୍ ଚେୟାରମ୍ୟାନ କହିଲେ ତୁ କଣ ମତେ ଜାଣିପାରୁନୁ? ପରେ ଦେଖନ୍ତୁ ହେଲା କଣ?
ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍ କ୍ୟାମେରା। ଏହି ସବୁ ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ୪ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନିରନ୍ତର ଅଭ୍ୟାସ ଏବଂ ଇଚ୍ଛାଶକ୍ତି ହିଁ ଯେକୌଣସି 'ଅକ୍ଷମତା'କୁ ଏକ ଆଶ୍ଚର୍ଯ୍ୟଜନକ 'ଦକ୍ଷତା'ରେ ପରିଣତ କରିଦିଏ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ।
ମନଇଚ୍ଛା ଆସିଲେ, ଗଛ କାଚିଦେଲେ...ଏସବୁ ଜମା ଭଲ ହେଉନି
ହାଇସିକ୍ୟୁଟି ନମ୍ବର ପ୍ଲେଟ ମାମଲାରେ ଆଜି ରାଜ୍ୟ ପରିବହନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ଧନ ତୁମେ ଖୁସିର ରୁହ। ମୁଁ ଆଉ ବଂଚିବାକୁ ଚାହୁଁନି...ବାସ୍ ଏମିତି ଚିଠି ଲେଖି ଜୀବନ ହାରିଲେ ଛାତ୍ରୀ...ସେପଟେ ପରିବାର ଲୋକ କହିଲେ....
ଚିଟ୍ଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନ ଖାରଜ ସହ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?
ଏଇଠି ବସ୍ ଯାତ୍ରା କରିବାକୁ ହେଲେ କେତେବେଳେ ବି ହୋଇପାରନ୍ତି ଶେଷଯାତ୍ରାର ଶିକାର। ବାରମ୍ବାର ପ୍ରଶାସନକୁ କହିବା ପରେ ବି ନିଦାବିଷ୍ଣୁ ଅଫିସର୍...ହଇରାଣ ହେଉଛନ୍ତି ଯାତ୍ରୀ
ଧଉଳିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପୁଣି ବଳି ପଡିଛି ଶହ ଶହ ଗଛ। ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି ଅଭିଯୋଗ ଆଣିଛନ୍ତି। ଶାନ୍ତି ସ୍ତୁପର ୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ ଗଛ କଟାକୁ ନେଇ ଏବେ ରାଜନୀତି ଜୋର ଧରିଛି।
ମହିଳା ଓକିଲଙ୍କୁ ନେଇ ଆସିଲା ଅଜବ ନୋଟିସ୍। କୋର୍ଟ ପରିସରରେ ସେମାନେ ନିଜ କେଶ ସଜେଇ ପାରିବେ ନାହିଁ। ଏମିତି କରିବା ଦ୍ୱାରା ଏହା କୋର୍ଟର ପ୍ରକ୍ରିୟାକୁ ବ୍ୟାହତ କରୁଛି ବୋଲି କୁହାଯାଇଛି। ଭାରତର କେଉଁଠୁ ଆସିଛି ଏହି ନୋଟିସ୍ ଜାଣିବା ପାଇଁ ପଢନ୍ତୁ।
ରିଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ବର୍ଷରେ ଅକ୍ଷତା ୧୨୬.୬୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ସମ୍ପତ୍ତି ଓ ରୋଜଗାରର ବିଭିନ୍ନ ଦିଗ ବିଷୟରେ ନଜର ପକେଇବା।
ରସିକିଆ ସ୍କୁଲ ସାର୍...ଗୋଟିଏ ନାବାଳିକା ପଛରେ ଦୁଇ ଶିକ୍ଷକ ପ୍ରେମରେ ପାଗଳ। ପୁଣି ଧମକ ଦେଉଛନ୍ତି ଯଦି ତୁମେ ଆମ କଥାରେ ରାଜି ନହେବ ତେବେ ପରୀକ୍ଷାରେ ଫେଲ ହେବ।