କାର୍ତ୍ତିକ ମାସରେ ପୁଣ୍ୟ କାମ କରୁଛନ୍ତି ଏହି ଯୁବକମାନେ। ମନ୍ଦିରରେ ଏକାଠି ହେଲେ...ହବିଷ୍ୟାଳିଙ୍କ ପାଇଁ ହବିଷାନ୍ନ ରାନ୍ଧିଲେ...ଆଉ କଦଳୀ ପତ୍ରରେ ବାଢି ଦେଉଛନ୍ତି ଅରୁଆ ଭାତ ଡାଲମା ସାଙ୍ଗରେ ଓଉ ଖଟା। ୫ ଟଙ୍କାରେ ଖାଦ୍ୟ ଖାଇ ବେଶ୍ ଖୁସି ବ୍ରତଧାରୀ
Published: Pallipuspa Samal
Last updated: 19 October 2022, 08:07 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।