Advertisment

୮୦ ବର୍ଷରେ ବି ଥକିନାହାନ୍ତି...ଗାଁ ଗାଁକୁ ସାଇକେଲରେ ବୁଲି ବାଂଟୁଛନ୍ତି ଔଷଧ

ଇଏ ବି ଜଣେ ଚିକିତ୍ସକ ! ବୟସ ୮୦ ହେଲାଣି, ହେଲେ ସେ ହାର ମାନିନାହାନ୍ତି। ରାତି ପାହିଲେ ୧୬ ଇଂଚିଆ ସାଇକେଲ ଧରି ଗାଁକୁ ଗାଁ ବୁଲନ୍ତି। ରୋଗୀଙ୍କୁ ଔଷଧ ଦେଇଆସନ୍ତି। ୟାଙ୍କ ଔଷଧକୁ ଚାତକ ପରି ଚାହିଁରହିଥାଆନ୍ତି ରୋଗୀ

author-image
Pallipuspa Samal