ମୋ ବୁଢ଼ାକୁ ମୁଁ ଭଲ ପାଇକି ବାହା ହୋଇଥିଲି, ସିଏ ଆଗେ କହିଲେ ଆଇ ଲଭ୍ ୟୁ, ମୁଁ ବି କହିଦେଲି। ମୋ ସିଏ ଟିକେ ସୁନ୍ଦରିଆ, ଭଲୁଟିଏ ତ ମୁଁ ଟିକେ ପସନ୍ଦ କରିଦେଲି
Published: Pallipuspa Samal
Last updated: 19 October 2022, 12:55 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।