ସୋମବାରି ବିଶି। ବୟସ ୫୦ ଟପିଲାଣି। ଦୀର୍ଘ ୨ ଦଶନ୍ଧି ପରେ ଗାଁକୁ ଫେରିଛନ୍ତି। ଫେରିଛନ୍ତି ନିଜ ପୁଅ ମାନଙ୍କ ପାଖକୁ, ସ୍ୱାମୀଙ୍କ ପାଖକୁ,ପରିବାର ପାଖକୁ।ହାବଭାବ ଦେଖିଲେ ଲାଗୁଛି, ରକ୍ତ ସଂପର୍କୀୟମାନେ ତାଙ୍କୁ ଝାପ୍ସା ଝାପ୍ସା ମନେପଡୁଛନ୍ତି। କାହାକୁ ଚିହ୍ନି ପାରୁଛନ୍ତି ତ ଆଉ କାହାକୁ ଦେଖି ଦୋ ଦୋ ପାଞ୍ଚ ହେଉଛନ୍ତି।
Published: Sarbeswar
Last updated: 19 October 2022, 09:32 PM IST