୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି।
ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି।
କଳା ପୋଷାକରେ କଂଗ୍ରେସ ନେତା। ସମସ୍ତେ ଦେଖାଯାଉଛନ୍ତି ସତେ ଯେମିତି ‘ବ୍ଲାକ୍ କ୍ୟାଟ୍ କମାଣ୍ଡୋ’ ।
ଆଜି ବି ଜଣେ ମହିଳା ବସୁଧା ଯୋଜନାରେ ପାଣି ନପାଇ ସରପଞ୍ଚଙ୍କୁ ଗୁହାରି କରିବାକୁ ଆସିଛନ୍ତି। ପଂଚାୟତର ଦକ୍ଷିଣ କୁଅଁରପୁର ଗ୍ରାମର ରମାମଣି ବେହେରାଙ୍କ ଅବିଯୋଗ ଶୁଣିଲେ ଆପଣ ବି ବ୍ୟସ୍ତ ହୋଇପଡ଼ିବେ । କାରଣ ତାଙ୍କ ଗାଁକୁ ବସୁଧା ଯୋଜନାରେ ଘରକୁ ଟ୍ୟାପ ସଂଯୋଗ ଥାଇ ବି ପାଣି ଆସୁନାହିଁ । ପାନୀୟଜଳ ଅସୁବିଧା ପାଇଁ ସରପଞ୍ଚଙ୍କୁ କହିଛନ୍ତି ହେଲେ ସୁଫଳ ମିଳୁନି ।
ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ
କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
କଟକ ବାଦାମବାଡ଼ିରେ ଥିବା ଭି ବଜାରରେ ପୋଲିସ୍ ଚଢ଼ଉ କରିଛି। ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି।
ରାୟଗଡାରେ ମାତିଛନ୍ତି ଆନ୍ଧ୍ରା ଚୋର । ଛକ ଛକରେ ଲାଗିଲା ସିସି କ୍ୟାମେରା
ଆଙ୍କର ହୋଇଥିବା କୁନି ଝିଅ ସ୍ଥାନୀୟ ଅଂଚଳର ଗୀତାଞ୍ଜଳି ବିଶ୍ୱାଳ ହୋଇଥିବା ବେଳେ ରିପୋର୍ଟର ହୋଇଥିବା ପୁଅ ଜଣକ ହେଉଛନ୍ତି ଜଗନ୍ନାଥ ବେହେରା । ଗତକାଲି ପୁରୀରେ ଟ୍ରେନ୍ ଲାଇନଚ୍ୟୁତ୍ ହେବା ପରେ ଏଇ ଦୁଇ ଜଣ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆଉ ଆରମ୍ଭ କରିଦେଇଥିଲେ ନିଜ ଦର୍ଶକଙ୍କୁ ଖବର ଦେବା । ଏମାନେ ଖବର ଦେବାରେ ଏମିତି ମଜି ଯାଇଥିଲେ ଯେ ସେମାନେ ନିଜେ କେତେବେଳେ ଖବର ଭିତରକୁ ଆସିଗଲେ ତାହା ନିଜେ ବି ଜାଣିନଥିଲେ ।
ବିଭିନ୍ନ ଉପାୟରେ ଠକମାନେ ଟଙ୍କାଠୁ ଆରମ୍ଭ କରି କାର୍ଡ ତଥ୍ୟ ଓ ଏଟିଏମ୍ ପିନ୍ ଚୋରି କରି ନେଉଛନ୍ତି। ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ଏଟିଏମ୍ରେ ଟଙ୍କା ଟ୍ରାଞ୍ଜାକ୍ସନ ପରେ ଠକାମିର ଶିକାର ହେବାସହ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା।
ଆଫ୍ରିକାରେ ବସବାସ କରୁଥିବା ହିମ୍ବା ଜନଜାତିର ଲୋକଙ୍କ ମଧ୍ୟରେ ଏଭଳି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ବଢ଼ିଲା ଓମଫେଡ୍ କ୍ଷୀର ଦର। ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।
ଓଡ଼ିଶା ପୋଲିସ୍ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି।
ଲୋକେ ନିଜ ନିଜ ଅସୁବିଧା ନେଇ ଥାନାକୁ ଗଲେ ସେଠି ତାଙ୍କ ସୁବିଧା ଅସୁବିଧା ବୁଝିବାକୁ କେହି ନାହାନ୍ତି । ଥାନା ବାବୁ ନାଁ ଶୁଣୁଛନ୍ତି ନା କିଛି ବୁଝୁଛନ୍ତି । ଲୋକେ ଏଠି ପୋଲିସ୍ ଉପରେ ଖପ୍ପା
ବର୍ଷବର୍ଷ ଧରି ପାହାଡି ଅଞ୍ଚଳରେ ୧୧ଟି ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । ରାଇପାଡ଼ ଗାଁ ଓଡ଼ିଶାରେ ରହିଥିଲେ ମଧ୍ୟ ବିଦ୍ୟୁତ, ପାଣି ଓ ଶିକ୍ଷା ଆଦି ସବୁ ସୁବିଧା ଆନ୍ଧ୍ର ସରକାର ଯୋଗାଇ ଦେଇ ଆସୁଛନ୍ତି । ଗାଁରେ ଆନ୍ଧ୍ର ସରକାର ଲୋକଙ୍କୁ ବିଦ୍ୟୁତ ସେବା, ପାନୀୟ ଜଳ , ଶିକ୍ଷା,ଆଧାର କାର୍ଡ ଭଳି ଅନେକ ସେବା NGO ମଧ୍ୟରେ ଯୋଗାଇ ଦେଇ ଆସୁଛନ୍ତି । ଆନ୍ଧ୍ର ପକ୍ଷରୁ ସବୁ ପାଉଛନ୍ତି ହେଲେ ଓଡ଼ିଶା ପକ୍ଷରୁ କିଛି ପାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଗାଁ ଗହଳିରୁ ଲୋକେ ନ୍ୟାୟ ପାଇବାକୁ ଆସୁଛନ୍ତି । ହେଲେ ଥାନାରେ ବଡ଼ ବାବୁ ରହୁନାହାନ୍ତି କି ବଡ଼ ଅଫିସର ରହୁନଥିବା ନେଇ ଅନେକ ଅଭିଯୋଗ ଆସିଛି ।
କଟକ ଏସ୍ସିବି ମେଡିକାଲ(SCB Medical)ର କିଡ୍ନୀ ପ୍ରତିରୋପଣରେ ପୁଣି ସଫଳତା। ପ୍ରଥମଥର ପାଇଁ ବ୍ରେନ୍ ଡେଡ୍ ଘୋଷିତ ଜଣେ ମହିଳାଙ୍କ ୨ଟି କିଡ୍ନୀ କଢା ଯାଇ ୨ ଜଣଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି।
ଜାତିର ସୃଷ୍ଟି କିଏ କରିଥିଲା, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏସବୁ ଉପରେ ଆଲୋଚନା କରାଯିବା ପୂର୍ବରୁ ଇତିହାସକୁ ନିରେଖିବା ଓ ପରିଖିବା ଜରୁରୀ। ବିଗତ ୧୦୦ ବର୍ଷର ଇତିହାସକୁ ଦେଖିଲେ ସ୍ପଷ୍ଟ ଯେ, ଜାତି ସବୁର ସୂଚୀ ପ୍ରସ୍ତୁତ କରିବା କାମ ଶାସକମାନେ ହିଁ କରିଛନ୍ତି।
ବାଣିକ ଇନଷ୍ଟିଚ୍ୟୁଟ୍ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି
ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ଆପାର୍ଟମେଣ୍ଟ ଆଇନ । ଦୀର୍ଘ ବର୍ଷ ଧରି ଆପାର୍ଟମେଣ୍ଟ ପଞ୍ଜୀକରଣ କାର୍ଯ୍ୟ ଠପ୍ ହୋଇଯାଇଥିବାରୁ ପାଖପାଖି ୫ ହଜାର କୋଟି ଟଙ୍କାର ରିୟଲ ଇଷ୍ଟେଟ କାରବାର ପୁଣି ସଚଳ ହେବା ଆଶା କରାଯାଉଛି । ତେବେ ବିଧାନସଭାରେ ଆଗତ ଆପାର୍ଟମେଣ୍ଟ ବିଲରେ ଅନେକ ଦିଗ ସମ୍ପର୍କରେ ସ୍ପଷ୍ଟତା ନଥିବାରୁ ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଗ୍ରାହକ ଓ ବିଲ୍ଡର
ଆଜି ମହାକାଶରେ ଦେଖିବାକୁ ମିଳିବ ଚମତ୍କାର ଦୃଶ୍ୟ। ଏହାକୁ ସମସ୍ତେ ସବୁ ସ୍ଥାନରୁ ଦେଖିପାରିବେ। ଆଜି ନ ଦେଖିଲେ ଆହୁରି ୧୭ ବର୍ଷ ଅପେକ୍ଷା କରିବାକୁ ପଡିବ। ଜାଣନ୍ତୁ କେଉଁ ସମୟରେ ଏଭଳି ଚମତ୍କାର ଦୃଶ୍ୟ ଦେଖିପାରିବେ।
ଯାଜପୁର ସରକାରୀ ପଲିଟେକ୍ନିକ୍ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କ୍ୟାମ୍ପସ୍ ପାଇଁ ସେ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।
ଚାଷ କଲେ ଭଲ ଦୁଇ ପଇସା ଲାଭ ହେବ । କିଛି ଏମିତି ଭାବି ଆରମ୍ଭ କରିଦେଲେ ଚାଷ । ବାସ୍ ଏହାପରେ ବହୁମାତ୍ରାରେ ଫୁଲ ଫୁଟୁଛି । ଗୋଟିଏ କ୍ଷେତରେ ସ୍ୱାମୀ,ସ୍ତ୍ରୀ, ବାପା-ମାଆଙ୍କ ସହ ୬ ଜଣ ଦିନ ମଜୁରିଆ ଭାବରେ ନିର୍ଦ୍ଧୁମ ଖଟୁଛନ୍ତି । ଆଉ ଯେତିକି ରୋଜଗାର ହେଉଛି ସେତିକିରେ ନିଜେ ଲାଭବାନ ହେବା ସହିତ ଲୋକଙ୍କୁ ଦେଉଛନ୍ତି ନିଯୁକ୍ତି ।
ଲଙ୍କାପତି ରାବଣ ଅମର ଥିଲା। ତା’ର ଅମରତ୍ୱର କାରଣ ହେଉଛି ତା’ ନାଭିରେ ଥିଲା ଅମୃତ। ଏହି କାରଣରୁ ତାକୁ ହତ୍ୟା କରିବା ଅସମ୍ଭବ ଥିଲା। ତେବେ ରାବଣର ନାଭିରେ ଅମୃତ ଆସିଲା କେଉଁଠୁ? କିଏ ଏହାର ରହସ୍ୟ ଜାଣିଥିଲେ?
ଘାଟରେ ସେଲଫି ନେବା ବେଳେ କାହ୍ନୁ ବାରିକଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଶୁଭମ୍ ପାତ୍ର ଓ ବବୁଲ ବାରିକ ପାଣି ଭିତରକୁ ଯାଇ ଭାସି ଯାଇଥିଲେ ।