/odishatv-khabar/media/post_attachments/uploadimage/library/16_9/16_9_0/Vanik_1680054659.jpg)
Vanik
ବାଣିକ୍ ଇନଷ୍ଟିଚ୍ୟୁଟ୍ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି । ଜିଏସଟି ଫାଙ୍କି ଅଭିଯୋଗରେ ରେଡ୍ ହେଉଥିବା ପ୍ରାଥମିକ ପର୍ଯ୍ୟାୟରେ ସୂଚନା ମିଳିଛି । ଡିରେକ୍ଟୋରେଟ୍ ଜେନେରାଲ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ରେଡ୍ ମରାଯାଇଛି । ଖାଲି ଭୁବନେଶ୍ୱର ନୁହେଁ ବରଂ କୋଲକତା ସହ ଓଡ଼ିଶା ରେ ରେଡ୍ ହେଉଥିବା ସୂଚନା ରହିଛି । ଭୁବନେଶ୍ୱରର ୩ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ପୂରା ଘଟଣାରେ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବାଣିକ୍ କୋଚିଂ ଇନଷ୍ଟିଚ୍ୟୁଟ୍ରେ ରେଡ୍ । ଓଡ଼ିଶା ସମେତ କଲିକତାରେ ବି ରେଡ୍ ହୋଇଥିବା ସୂଚନା#Odisha#OTVpic.twitter.com/T5LomIt5bb
— ଓଟିଭି (@otvkhabar) March 28, 2023
ବାଣିକ୍ରେ GST ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ରେଡ୍ । ବାଣିକ୍ କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟିର ଚଢାଉ ।#GST#Raidpic.twitter.com/2XeGuO7f4c
— ଓଟିଭି (@otvkhabar) March 29, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)