• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Teacher’s interest towards planting
ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଲା ଗଛ ଲଗାଇବା

ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଲା ଗଛ ଲଗାଇବା l ବିଦ୍ୟାଳୟର ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଇ ସ୍ଥାନୀୟ ଅଂଚଳରେ ଗଛ ଶିକ୍ଷକ ଭାବେ ସେ ବେଶ ପରିଚିତ l ସେ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ଶିକ୍ଷା ସାଧନ କେନ୍ଦ୍ରର ସଂଯୋଜକ ଅନ୍ତର୍ଯ୍ୟାମୀ ବେଜ୍

News Fuse
ନାରଣ ମୁଣ୍ଡକୁ କ’ଣ ଜୁଟିଲା କେଜାଣି, ଯାହାକୁ ଦେଖୁଛି କହୁଛି ଅ ଆ ଡାକ

ଆଜି ନାରଣର ମୁଣ୍ଡକୁ କଣ ଜୁଟିଲା କେଜାଣି, ଯାହାକୁ ଦେଖୁଛି କହୁଛି ଅ ଆ ଡାକ । ଏଇ ଦେଖୁନାହାନ୍ତି ବାଟରେ ଘାଟରେ ଯାହାକୁ ଦେଖୁଛି ସେମିତି କିଛି ପଚାରୁଛି...

Rare Operation In Berhampur Medical
୪ ଘଣ୍ଟାର ଅପରେସନ୍‌ ପରେ ମଳଦ୍ୱାରରୁ ବାହାରିଲା ଶାବଳ

ଅପରେସନ୍‌ କରାଯାଇ ମଳଦ୍ୱାରରୁ ବାହାର କରାଗଲା ଶାବଳ। ଜଣେ ନାବାଳକର ମଳଦ୍ୱାର ଦେଇ ପଶି ଯାଇଥିବା ଶାବଳକୁ ଅପରେସନ କରି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଏହାକୁ ବାହାର କରିଛନ୍ତି। 

Naba Das
ନାବାଳକ ସମର୍ଥ ଅପହରଣ ଓ ହତ୍ୟା ମାମଲା; ହୁଲସ୍ତୁଲ ଝାରସୁଗୁଡ଼ା

ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ରକ୍ତରଂଜିତ ଅପରାଧ ଦେଖିଛନ୍ତି ଝାରସୁଗୁଡ଼ା ସହରର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ସାଧାରଣ ମହିଳା । ଆଉ ଏବେ ୧୫ ବର୍ଷର ନୀରିହ ଛାତ୍ର ସମର୍ଥ ଅଗ୍ରୱାଲକୁ ଅପହରଣ ସହ ହତ୍ୟା ପରେ ବିଚଳିତ ହୋଇଛନ୍ତି ।

Strict checking
ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ବି ଥମୁନି ଦୁର୍ଘଟଣା...

ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ

Bhaibahu Dedhasura Kuan
ହଜାର ବର୍ଷର ଭାଇ-ବୋହୂ ଦେଢଶୁର କୂଅ...୮୦ ଫୁଟ୍‌ ତଳେ

କଥାରେ ଅଛି ଭାଇବୋହୂ ଉପରେ ଦେଢ ଶୂରର ଛାଇ ପଡେନାହିଁ । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚଳି ଆସୁଛି । ଯାଜପୁର ବଡଚଣା ଚଣ୍ଡିତଳ ଗାଁରେ ଥିବା ଶିଖରଚଣ୍ଡି ପାଦଦେଶରେ ଏମିତି ଏକ କୂଅ ଅଛି ଯାହାର ନାଁ ଦେଢଶୂର ଭାଇବୋହୂ କୂଅ । ଏବେ ନୁହେଁ ବରଂ ହଜାର ବର୍ଷର ପୁରୁଣା ଏହି କୂଅ । କାହିଁ କେଉଁ କାଳରୁ ନିର୍ମାଣ ହୋଇଛି ଏହି କୂଅ । ତେବେ ପୁରାତନ କୂଅ ସନ୍ଧାନ କରିଛି ଇନଟାକ ଟିମ୍

Medical
ମେଡିକାଲରେ ଡାକ୍ତର ନାହାନ୍ତି...ଆକ୍ସିଡେଣ୍ଟ ହେଲା ତ କଟକ ଯାଅ...

ମେଡିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୂଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍‌ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା

Locals allege scarcity of doctors
ମେଡିକାଲରେ ଡାକ୍ତର ନାହାନ୍ତି...ଆକ୍ସିଡେଣ୍ଟ ହେଲା ତ କଟକ ଯାଅ

ମେଡ଼ିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୁଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍‌ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା

News Fuse
ଦିଦି ତୁମ ଜ୍ଞାନ ଶୁଣିଲେ...ଆମେ...

ଆଲୋ ଆଲୋ...ୟାଙ୍କର କେତେ ଜ୍ଞାନ? ବନ୍ଦେ ଉତ୍କଳ ଜନନୀ କିଏ ଲେଖିଥିଲେ କିରେ ନାରଣ?

College students from this Country get 7 day break to fall in love
ଲଭ୍‌-ରୋମାନ୍ସ ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିଲା ୭ ଦିନ ଛୁଟି, ଜାଣନ୍ତୁ କେଉଁଠି...

ଏମିତି ଏକ ସ୍ଥାନ, ଯେଉଁଠି ପ୍ରେମରେ ପଡ଼ିବା ପାଇଁ ଓ ରୋମାନ୍ସ କରିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି। ତା’ବି ପୁଣି ଦିନେ କି ଦୁଇ ଦିନେ ଛାତ୍ରଛାତ୍ରୀଙ୍କୁ ୭ ଦିନ ଛୁଟି ମିଳିଛି। ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି।

divyang girl
ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ମାଆ କାମବାଲି, ବାପା ଶ୍ରମିକ । ଝିଅକୁ ଦିଶୁନି...ହେଲେ କଣ୍ଠରେ ବିଜେ କରିଛନ୍ତି ସରସ୍ୱତୀ । ତାଙ୍କ ଗୀତ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା ।

Andhra residents love Odisha
ଆନ୍ଧ୍ରରେ ରହୁଛନ୍ତି, ଓଡ଼ିଆ ପାଠ ପଢୁଛନ୍ତି

ସ୍କୁଲ ଆନ୍ଧ୍ରର, ପିଲା କିନ୍ତୁ ଓଡ଼ିଆରେ ପଢୁଛନ୍ତି ପାଠ । ତାହା ପୁଣି ପୂରା ପ୍ରାଂଜଳ ଭାବରେ । ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାରଳାଖେମୁଣ୍ଡିର ଗୋଟିଏ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ରାଜସ୍ୱ ମଣ୍ଡଳରେ ମିଶିଯାଇଛି । ମହେନ୍ଦ୍ରତନୟା ନଦୀ ଗୋଟିଏ ପାର୍ଶ୍ଵ ଓଡ଼ିଶାରେ ରହିଯିବା ବେଳେ ଅପରପାର୍ଶ୍ଵ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ରାଜସ୍ୱ ମଣ୍ଡଳରେ ମିଶିଗଲା । ମିଳିଆପୁଟି ରାଜସ୍ୱ ମଣ୍ଡଳରେ ଥିବା ନାର୍ସନ୍ଦ୍ରା ଗାଁ ଆନ୍ଧ୍ରରେ ମିଶିଗଲା ସତ ହେଲେ ସେଠାକାର ଲୋକ ଓଡ଼ିଆ ଭାଷାକୁ ଭୁଲିଲେ ନାହିଁ କି ପରମ୍ପରାକୁ ବି ଭୁଲିଲେ ନାହିଁ ।

Patitapabana Bana
ପତିତପାବନ ବାନା ଦର ବୃଦ୍ଧି କଲା ଶ୍ରୀମନ୍ଦିର ପ୍ରଶାସନ

ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

School Problem
ଚେଇଁ ଶୋଇଛି ପ୍ରଶାସନ :କ୍ଲାସ୍‌ ଚାଲୁଥିବା ବେଳେ ପିଲାଙ୍କ ଉପରେ ପଡ଼ୁଛି ସିମେଣ୍ଟ ଖଣ୍ଡ

ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି । 

MGNREGA works
କିଛି ଜାଣିପାରୁନାହାନ୍ତି ବଡ଼ ବାବୁ : ମଣିଷ ବଦଳରେ ମେସିନ୍‌ କରୁଛି କାମ

ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।

Man-eater tiger
ଛକି ଛକି ବୁଲୁଥିଲା : କ୍ୟାମେରାରେ କଏଦ ହେଲା ମଣିଷଖିଆ ବାଘ

ଗତ କିଛିଦିନ ଧରି ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ବାଘର ଫଟୋ କ୍ୟାମେରାରେ କଏଦ ହୋଇଛି । ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇବା ପରେ ଗାଁରେ ୧୩ଟି ଟ୍ରାକ୍ କ୍ୟାମେରା ଲଗା ଯାଇଥିଲା । ଟ୍ରାକ୍ କ୍ୟାମେରାରେ ବାଘର ଫଟୋ ଆସିଥିବା ବେଳେ ସଦର ରେଞ୍ଜ ତରିଆମହୁଆଭଟା ଗାଁରେ ଲଗା ଯାଇଥିବା କ୍ୟାମେରାରେ ମଧ୍ୟ ବାଘର ଫଟୋ ଆସିଛି ।

Villagers scale mountain
ଭତ୍ତା କି ଜରୁରୀକାଳୀନ ସେବା..ପାଇବ ତ ପାହାଡ଼ ଚଢ଼

ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନିଇତି ଛଣବଣିଆ ଗାଁ ଠାରୁ ଏକ କିମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି । ଗଛରେ ମିଶନ ଶକ୍ତିର ବ୍ୟାନର ବନ୍ଧା ହୋଇଛି, ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ବ୍ୟାଙ୍କ୍ ସଖି ।

Bills issued to villagers
ମୁନ୍ଦାଏ ପାଣି ମିଳିନି, ବିଲ୍ ଗଣିବ ପଞ୍ଚାୟତ

ଗାଁର ଘରେ ଘରେ ପାଣି ଟ୍ୟାପ ଲାଗିଛି। ଟାଙ୍କି ବି ବସିଛି । ପଞ୍ଚାୟତକୁ ହଜାର ହଜାର ଟଙ୍କାର ଇଲେକ୍ଟ୍ରି ବିଲର ରସିଦ ବି ଆସୁଛି । ହେଲେ ଟ୍ୟାପ ଲାଗିବା ଦିନରୁ ମୁନ୍ଦାଏ ପାଣିର ଦେଖାନାହିଁ ।

Girl cries for justice
ଝିଅକୁ ମାରିଲେ, ମାଆକୁ ଦୁଷ୍କର୍ମ କଲେ...ନ୍ୟାୟ ମାଗୁଛି ବଡ଼ ଝିଅ

ଝିଅକୁ ପୋଡ଼ି ମାରିଲେ, କେସ୍‌ କରିବାରୁ ମାଆକୁ ଦୁଷ୍କର୍ମ କଲେ...ଦେହରେ ନିଆଁ ଲଗାଇ ଦେଲେ । ମାଆ-ଭଉଣୀଙ୍କୁ ନ୍ୟାୟ ଦେବା ଲାଗି କାନ୍ଦି କାନ୍ଦି ଏସପି ଅଫିସରେ ପହଞ୍ଚିଲା ବଡ଼ ଝିଅ

Minor Drowns To Death In A Pond In Balasore
ଦୁଃଖଦ ସଂଯୋଗ: ୧୦ ବର୍ଷ ତଳେ ରାମ ନବମୀରେ ବଡ଼ ଭାଇର ଜୀବନ ଚାଲିଯାଇଥିଲା, ଏଥର ଗଲା ସାନ ଭାଇର ଜୀବନ...

୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି।

No 'ON' shop liquor license for rural areas
ଗାଁରେ ଖୋଲିବନି ଆଉ ନୂଆ ମଦ ଦୋକାନ, ଲାଇସେନ୍ସ ପାଇଁ ଆପ୍ଲିକେସନ୍‌ ଫି’ ବି ବଢ଼ିଲା...

ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି।

News Fuse
କଳା ପୋଷାକରେ କଂଗ୍ରେସ ନେତା

କଳା ପୋଷାକରେ କଂଗ୍ରେସ ନେତା। ସମସ୍ତେ ଦେଖାଯାଉଛନ୍ତି ସତେ ଯେମିତି ‘ବ୍ଲାକ୍ କ୍ୟାଟ୍ କମାଣ୍ଡୋ’ ।

WaterBill
ବାଃ ବାଃରେ ବ୍ୟବସ୍ଥା : ପାଣି ଆସୁନି, ମାସ ଶେଷକୁ ମୋଟା ବିଲ୍‌ ଆସୁଛି

ଆଜି ବି ଜଣେ ମହିଳା ବସୁଧା ଯୋଜନାରେ ପାଣି ନପାଇ ସରପଞ୍ଚଙ୍କୁ ଗୁହାରି କରିବାକୁ ଆସିଛନ୍ତି। ପଂଚାୟତର ଦକ୍ଷିଣ କୁଅଁରପୁର ଗ୍ରାମର ରମାମଣି ବେହେରାଙ୍କ ଅବିଯୋଗ ଶୁଣିଲେ ଆପଣ ବି ବ୍ୟସ୍ତ  ହୋଇପଡ଼ିବେ । କାରଣ ତାଙ୍କ ଗାଁକୁ ବସୁଧା ଯୋଜନାରେ ଘରକୁ ଟ୍ୟାପ ସଂଯୋଗ ଥାଇ ବି ପାଣି ଆସୁନାହିଁ । ପାନୀୟଜଳ ଅସୁବିଧା ପାଇଁ ସରପଞ୍ଚଙ୍କୁ କହିଛନ୍ତି ହେଲେ ସୁଫଳ ମିଳୁନି ।

  • Friday, 31 March 2023
'Jaga Chakara Sangha'
"ଜଗାଚାକର ସଙ୍ଘ" ପକ୍ଷରୁ ବିରାଟ କାର୍ଯ୍ୟକ୍ରମ : ରଥଯାତ୍ରାରେ ଭକ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ସେବା

ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ

Cuttack Railway Station
ଫରେନ୍‌ ଫରେନ୍‌ ଭଳି ଲାଗିବ କଟକ ରେଳ ଷ୍ଟେସନ୍‌

କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।