ଲୋକେ ନିଜ ନିଜ ଅସୁବିଧା ନେଇ ଥାନାକୁ ଗଲେ ସେଠି ତାଙ୍କ ସୁବିଧା ଅସୁବିଧା ବୁଝିବାକୁ କେହି ନାହାଁନ୍ତି । ଥାନା ବାବୁ ନାଁ ଶୁଣୁଛନ୍ତି ନା କିଛି ବୁଝୁଛନ୍ତି । ଲୋକେ ଏଠି ପୋଲିସ୍ ଉପରେ ଖପ୍ପା
Published: Rajalaxmi Sahoo
Last updated: 29 March 2023, 03:22 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।