ବୋହୂ ତପସ୍ୱିନୀ କହିଛନ୍ତି ‘ମୁଁ ସଖି କେନ୍ଦ୍ରକୁ ଯିବିନି । ମୋ ପ୍ରତି ଅନ୍ୟାୟ ହୋଇଛି । ମୁଁ ଯେଉଁଠି ବସିଥିଲି ସେଇଠି ବସିବି । ମୋତେ ବୋହୂ ହିସାବରେ ନନେବା ଯାଏ ମୁଁ ବସିବି ବୋଲି କହିଛନ୍ତି ତପସ୍ୱିନୀ ।’
୨୦୨୦-୨୧ ବର୍ଷ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ NFHS-5 ରିପୋର୍ଟରେ ଆସିଛି ଏଭଳି ଅବିଶ୍ୱସନୀୟ ତଥ୍ୟ ।
ନିତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ୨୦୨୧-୨୨ ଅନୁଯାୟୀ ଭୁବନେଶ୍ୱରରେ ଅସୁରକ୍ଷିତ ନାବାଳିକା ଓ ମହିଳା । ରାଜଧାନୀରେ ପ୍ରତି ଲକ୍ଷେରେ ୧୭୦ରୁ ଅଧିକ ମହିଳା ବିରୋଧୀ ଅପରାଧ ଘଟୁଥିବା ବେଳେ ୫୫ ନାବାଳିକା ଯୌନ ଅପରାଧର ଶିକାର ହେଉଛନ୍ତି ।
ଚେଇଁ ଶୋଇଛି ପ୍ରଶାସନ। କେନାଲର ନାମ ନିଶାନ ନାହିଁ କି ରାସ୍ତାରେ ଠିକ୍ରେ ସିମେଣ୍ଟ ବି ଦିଆଯାଇନାହିଁ। କିନ୍ତୁ ସରକାରୀ ଭାବରେ ଲକ୍ଷାଧିକ ଟଙ୍କାର ହୋଇଛି ବିଲ୍....ଠିକାଦାରଙ୍କ ସହ ମଧୂଚନ୍ଦ୍ରିକା ପାଇଁ ହରିଲୁଟ୍ ହେଉଛି ରାଜସ୍ୱ…ଦେଖନ୍ତୁ ଏହି ଦୃଶ୍ୟ
ଶିକ୍ଷକଙ୍କୁ ନିଆରା ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା । ଘରେ ଘରେ ବନ୍ଦାପନା କଲେ । ୭ କିଲୋମିଟର ଶୋଭାଯାତ୍ରା କରି ନେଲେ । କେତେ ଭଲ ପାଆନ୍ତି, କାମରେ ଦେଖାଇଦେଲେ ଗ୍ରାମବାସୀ । ସେବାର ମହତ୍ତ୍ୱ ବୁଝିଛନ୍ତି ଗ୍ରାମବାସୀ । କୃତ୍ୟ କୃତ୍ୟ ହୋଇଗଲେ ମଝିଆ ସାର୍ ।
କୋରାପୁଟ କଫି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କୋରାପୁଟ ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି।
ମଦ ପିଇବେନି ବୋଲି ମହାଶପଥ କଲେ ପୋଲିସ ଅଧିକାରୀ ଓ କର୍ମଚାରୀ । ଜାଣନ୍ତୁ କେଉଁଠି ହୋଇଛି ଏହି ଶପଥ ସମାରୋହ।
ପ୍ରକୃତି କୋଳରେ ରାଣୀଝୁଲା ପାହାଡ଼ । କୁଳୁକୁଳୁ ନାଦ କରି ପାହାଡ଼ ଶିଖରରୁ ବହି ଆସୁଛି ଝରଣା । ଚାରିଆଡେ ସବୁଜ ବନାନୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୂରା ପରିବେଶ ।
ବ୍ରହ୍ମପୁର ବ୍ରହ୍ମାନଗରରେ ଶାଶୁଘର ସାମ୍ନାରେ ବୋହୂଙ୍କ ଧାରଣା ଜାରି ରହିଛି । ଏପଟେ SDJM କୋର୍ଟରେ ଆଜି ଏହି ମାମଲାର ଶୁଣାଣି ହେବାର ଅଛି ।
ଛାତ୍ରଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ପୂରଣ କଲେ ମୁଖ୍ୟମନ୍ତ୍ରୀ। ବଲାଙ୍ଗିର ସିନ୍ଧେକେଲା ବଡ଼ପଡ଼ା ଗାଁର ତାରାଚାନ ରଣା ଅର୍ଥଭାବରୁ ଇଞ୍ଜିନିୟରିଂରେ ଆଡମିଶନ୍ କରିପାରିନଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କର ଏ ସ୍ୱପ୍ନ ପୂରଣ କରିଛନ୍ତି ।
୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଲୁଗାଁର ବେଲପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତୀର୍ଥଯାତ୍ରୀ ବସ୍କୁ ପଛରୁ ପିଟିଲା ଟ୍ରକ। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
ଡିସେମ୍ବର ୬ ତାରିଖରେ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ। ମୁକେଶଙ୍କୁ ପଛରେ ପକାଇ ଧନୀର ଶୀର୍ଷକୁ ଗଲେ ଆଦାନୀ...ଜାଣନ୍ତୁ ମୁକେଶଙ୍କ ସ୍ଥାନ ରହିଛି କେଉଁଠି?
ପାହାଡରୁ ଆସୁଥିବା ଝରଣା ପାଣିକୁ ଅଟକାଇ ଦେଲେ । ବାଲି ଓ ପଥରରେ ଗଢିଦେଲେ ବନ୍ଧ । ସରକାରଙ୍କଠାରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି । କେବଳ ଶ୍ରମଦାନ କରି ରଚିଦେଲେ ଇତିହାସ । ସାରା ଅଞ୍ଚଳ କହୁଛି ସାବାସ୍ ସାବାସ୍।
ମଝିଆ ମେହେର୍ ସାର ବହୁତ ଲୋକପ୍ରିୟ। ଗତକାଲି ସେ ଚାକିରିରୁ ଅବସର ନେଲେ। ଗ୍ରାମବାସୀ ୭ କିଲୋମିଟର ଯାଏଁ ଶୋଭାଯାତ୍ରା କରି ଗୁରୁଜୀଙ୍କୁ ତାଙ୍କ ଗାଁରେ ନେଇ ଛାଡ଼ିକି ଆସିଲେ।
ପ୍ରେରଣା ସାଜିଲେ ଗାଁ ମହିଳା, ବନ୍ଧ ବାନ୍ଧି ପାଣି ସମସ୍ୟାର ସମାଧାନ କରିଦେଲେ ।ସ ରକାରଙ୍କଠାରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି । କେବଳ ଶ୍ରମଦାନ କରି ରଚିଦେଲେ ଇତିହାସ । ସାରା ଅଞ୍ଚଳ କହୁଛି ସାବାସ୍ ସାବାସ୍।
ଆଡମିଶନ ପାଇଁ ଆବଶ୍ୟକ ପଡ଼ୁଥିବା ଟଙ୍କା ପାଖରେ ନଥିବାରୁ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ
ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଦରକାର ନାହିଁ କୌଣସି ଯୋଗ୍ୟତା। ଏହି କାମ କଲେ ଆପଣ ବି ପାଇବେ ୨୨,୮୩,୯୫୩ ଟଙ୍କା ଦରମା।
ବ୍ରହ୍ମପୁରର ଗୋପାଳପୁରରୁ ଘଟଗାଁ ଯାଇ ମା ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି, ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି। ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।
ସାଢେ ୪ କୋଟି ଲୋକରୁ ପାଖାପାଖି ୩୦ ପ୍ରତିଶତ ଲୋକ ଗରିବ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟର ସ୍ଥିତି ସଙ୍ଗୀନ ।
କାର୍ତ୍ତିକ ପରେ ବି ଖସୁନି ଟମାଟୋ ଦର : ସୁନା ନୁହେଁ ବରଂ ବିଲାତିକୁ ଲୋଭ କରୁଛନ୍ତି ଲୋକେ ।
ହୋଟେଲ ଥିବା ସମୟରେ ଲକ୍ଷାଧିକ ଟଙ୍କାର ଯେଉଁ କାରବାର ହୋଇଥିଲା, ଶ୍ରୁତିଙ୍କ ଭୂମିକା କଣ ରହିଛି, ତାହା ଜାଣିବାକୁ ଚାହିଁଛି ଇଡି।
ସୁରଟରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ବର ହେଲିକପ୍ଟର ଚଢି ଆସିଛି କନ୍ୟାକୁ ନେବାକୁ। ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।