କାଶ୍ମୀରରେ ବଦଳୁଛି ସମୟ । କୋଭିଡ୍ କଟକଣା ସତ୍ତ୍ୱେ କାଶ୍ମୀରକୁ ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଡାଲ ହ୍ରଦ ଆଉ ମୋଗଲ ଗାର୍ଡେନ ।
କାହାର ଗୋଡ-ହାତ ଅକାମୀ ତ ଆଉ କିଏ ଜନ୍ମରୁ ଅକ୍ଷମ । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।
ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ଗସ୍ତ କରିଛନ୍ତି । କୋଭିଡ୍ କଟକଣା ସତ୍ତ୍ୱେ ଅକ୍ଟୋବରରେ ୯୩ ହଜାର ଓ ନଭେମ୍ବର ମାସରେ ଏକ ଲକ୍ଷ ସାତ ହଜାର ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି ।
ପରିବାର ଉପରେ ବୋଝ ହୋଇ ନାହାଁନ୍ତି କି ସରକାରୀ ସହାୟତାକୁ ହାତ ପତାଇ ନାହାଁନ୍ତି । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।
ଦୁଇ ନୁହେଁ କି ତିନି ନୁହେଁ କରିସାରିଲେଣି ୧୧ ଥର ବିବାହ। ତଥାପି ଛାଡିନି ନିଶା। ୫୨ ବର୍ଷରେ ପହଞ୍ଚିଥିଲେ ବି ୧୨ ତମ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ମହିଳା।
ଗୋଟିଏ ବର୍ଷ ପରିବର୍ତ୍ତନ ହେବାକୁ ୩୬୫ ଦିନ ଲାଗିଥାଏ। କିନ୍ତୁ ଏମିତି ଏକ ଜାଗାକୁ ଆମ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେଉଁ ମାତ୍ର ୨୪ ଘଣ୍ଟାରେ ହୋଇଯାଏ ଗୋଟିଏ ବର୍ଷ। ତେବେ ଜାଣନ୍ତୁ ଏହି ଜାଗାଟି କ’ଣ?
ଅନ୍ଧକାରରୁ ବାଟ ଦେଖେଇଥାନ୍ତି ଗୁରୁ। ଯଦି ଗୁରୁ ପଥଭ୍ରଷ୍ଟ ହୁଅନ୍ତି ତେବେ ଭବିଷ୍ୟତ ଅନ୍ଧାରକୁ ଯିବା ହିଁ ଥୟ। ତେବେ ଜାଣନ୍ତୁ ଏଭଳି ଜଣେ ଗୁରୁଙ୍କ ବିଷୟରେ।
ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଲେ ଚତୁର୍ଥ ସ୍ତମ୍ଭ ପ୍ରତି ସରକାରଙ୍କ ଏଭଳି ପାତରଅନ୍ତର ଗଣତନ୍ତ୍ର ପ୍ରତି କେତେ ଶୁଭଙ୍କର ତାହା ଏବେ ବଡ଼ ପ୍ରଶ୍ନ।
୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତକୁ କୋର୍ଟ ବାରଣ କରିଛନ୍ତି। ୭ ଦିନ ପରେ ପୁଣି କୋର୍ଟରେ ହେବ ମାମଲାର ଶୁଣାଣି ହେବ।
ହୀରାକୁଦରେ ତିଆରି ହେବ ସୌର ବିଦ୍ୟୁତ ପ୍ରକଳ୍ପ । ଚାଲିଛି ସର୍ଭେ କାମ, ଏଇ ଦିନଠୁ ଆରମ୍ଭ ହେବ କାମ ।
ବିଶ୍ୱର ସବୁଠୁ ଲମ୍ୱା ବିଳାସପୂର୍ଣ୍ଣ କାର । କାରରେ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ସୁଇମିଂ ପୁଲ୍ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ କାରଟି ଗିନିସ୍ ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି ।
ସମ୍ଭାବ୍ୟ ବାତ୍ୟା ଖବର ଆସୁ ଆସୁ ପରିବା ଦର ଆକାଶଛୁଆଁ.. ଲୋକେ ଭୟଭୀତ ହୋଇ ପରିବା କିଣିବାକୁ ଭିଡ଼ ଜମେଇଛନ୍ତି..ଏଣୁ ବ୍ୟବସାୟୀ ବେଲଗାମ ଦର ଲଗାଇ ଲାଭ ପାଉଛନ୍ତି..
ଲକ୍ଷ୍ୟ ଯଦି ସକାରାତ୍ମକ ଆଉ ଇଚ୍ଛାଶକ୍ତି ଯଦି ଦୃଢ.. ତେବେ ସବୁକିଛି ସମ୍ଭବ.. ଭଦ୍ରକର ନୟନାନନ୍ଦ ମହାନ୍ତି ଆଉ କଟକ ନିଆଲିର ସଂଗ୍ରାମଜିତ୍ ହାତୀ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ.. ଉଭୟଙ୍କ କାହାଣୀ ଆପଣଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ..
ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ପୂର୍ବେ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ ।
ବାତ୍ୟା ନ ଆସୁଣୁ ବଢ଼ିଗଲାଣି ପନିପରିବା ଦର । କିଛି ଦିନ ହେଲା ପରିବା ଦର ଟିକିଏ କମୁଥିବା ବେଳେ ଏବେ ବତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏପଟେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ଗୋଟିଏ ପଟେ ନୟନଙ୍କ ନୟନାଶ୍ରୁକୁ ପୋଛିବାକୁ ସରକାର ଆଗଭର ନହେବାରୁ ଗାଁର ସିଦ୍ଧେଶ୍ୱର ସଶକ୍ତ ଯୁବ ବାହିନୀ ଆଗେଇ ଆସି ଉଦାହରଣ ସୃଷ୍ଟି କଲେ, ଆଉ ଅନ୍ୟପଟେ ସଂଗ୍ରାମଙ୍କ ଆତ୍ମନିର୍ଭରତାକୁ ପ୍ରତିପାଦିତ କରିବାର ଉଦ୍ୟମ ଯୁବଗୋଷ୍ଠୀଙ୍କ ପାଇଁ ଅନ୍ୟତମ ପ୍ରେରଣାର ଉତ୍ସ ସାଜିଗଲା । ଯେବେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସକାରାତ୍ମକ, ସେବେ ସାହାଯ୍ୟ ଆପେ ଆପେ ଯେ ମିଳିଯାଏ, ଏହା ତାର ଅନ୍ୟତମ ଉଦାହରଣ ।
୨୦୧୯ ନିର୍ବାଚନ ବେଳକୁ ମୁଖ୍ୟମନ୍ତ୍ରୀ ଏଠି ସ୍ଥାୟୀ ପୋଲ ପାଇଁ ଭିତ୍ତିପ୍ରସ୍ତର କରିଥିଲେ.. ହେଲେ ଅଢ଼େଇ ବର୍ଷ ହେଇଗଲା ପଥର ଖଣ୍ଡେ ବି ପଡ଼ିଲାନି.. କେବେ ବାଉଁଶ ପୋଲ, କେବେ ଦେଶୀ ଡଙ୍ଗାକୁ ଭରସୁଛନ୍ତି ଅଞ୍ଚଳବାସୀ..
ରୋଷେୟୀ କରୁଥିବା ବେଳେ ବାତ ମାରିଲା। ଗରମ ତରକାରୀ ବେକ ଉପରେ ଢାଳି ହୋଇଗଲା। ତାପରଠୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁମିତ୍ରା। ଗାଁଲୋକଙ୍କ ସହାୟତାରେ ପାଇଲେ ନୂଆ ଜୀବନ...
ସିଡିରେ ଚଢି କ୍ଷୀର ଢାଳିବାକୁ ଯିବା ବେଳେ ସାଂସଦଙ୍କ ସିଡ଼ି ହେଲା ଟଳମଳ। ନିଜେ ଦେଖି ମୁଣ୍ଡ ହଲାଇ କହିଲେ ହେବନି। ତାପରେ ସିଡ଼ିକୁ...
ଜଳପ୍ରପାତକୁ ଥିଲା ଏକ ଚଲା ରାସ୍ତା । ହେଲେ ଗାଁ ଲୋକ ଏକାଠି ହୋଇ ପାହାଡ କାଟି ତିଆରି କରିଦେଲେ ରାସ୍ତା । ଏମାନଙ୍କ ପାଖରେ ଧନ ନଥାଇପାରେ, କିନ୍ତୁ ରହିଛି ମନ । ନିଜ ଅଞ୍ଚଳର ବିକାଶ ପାଇଁ ଅଣ୍ଟାଭିଡି ବାହାରିଛନ୍ତି ଏମାନେ ।
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ଉଲକାପିଣ୍ଡ। ସପ୍ତାହ ମଧ୍ୟରେ ପୃଥିବୀ ସହ ହୋଇପାରେ ଧକ୍କା। ରଚିପାରେ ଧ୍ୱଂସଲୀଳା। ଯଦି ଏମିତି ହୁଏ, ତେବେ ଏ ପୃଥିବୀ ରହିବ ତ...
ହ୍ୱାଟ୍ସଆପ ୟୁଜରଙ୍କ ପାଇଁ ବଡ଼ ଖବର। ଏଣିକି ମୋବାଇଲରୁ ଜରୁରୀ ମେସେଜ୍ ଡିଲିଟ୍ ହୋଇଥିଲେ ଆଉ ଚିନ୍ତା ନାହିଁ। କେବଳ ଏହି ଗୋଟିଏ କାମ କଲେ ମିଳିଯିବ ପୂରା ଚାଟ୍। ଏମିତି କରନ୍ତୁ ସେଟିଂ...
ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କରିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଛି । ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ କରାଯାଉଛି ।
ଗ୍ଲାସିୟର ତରଳିବା ଦ୍ୱାରା ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ କିପରି ପଡୁଛି ସେ ନେଇ ଅଧ୍ୟୟନ କରିବ ନିବେଦିତାଙ୍କ ଟିମ୍ । ତାଙ୍କର ଏହି ମିଶନ ପାଇଁ ପ୍ରାୟ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏଥିପାଇଁ ସେ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ କର୍ପୋରେଟ୍ ସଂସ୍ଥାକୁ ଅନୁରୋଧ କରିଛନ୍ତି ।
ପୁରୁଣା ମୁଦ୍ରା ସଂଗ୍ରହ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନେ ଏବେ ଘରେ ବସି ପୁରୁଣା ମୁଦ୍ରାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବା ସହ ଖୁବ୍ ଭଲ ରୋଜଗାର କରିପାରିବେ ।