ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO I ଅତିରିକ୍ତ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ I ବରପାଲି ଘର ଓ ବରଗଡ଼ ଅଫିସରେ ଭିଜିଲାନ୍ସ ଚଢ଼ାଉ
ଠିକା ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ସେମାନଙ୍କୁ ନିୟମିତ କରିବା ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୋ ବାହାଘର ୨ ବର୍ଷ ହେଲାଣି । ଶଶ୍ୱୁର, ଶାଶୁ ଦେଢସୁର ମୋତେ ବହୁତ ଟର୍ଚର କରିଛନ୍ତି । ମୋ ସ୍ୱାମୀଙ୍କୁ ବତେଇ ଶିଖେଇ ରଖିଛନ୍ତି । ମୋ ସ୍ୱାମୀ ବହୁତ ଭଲ, ମୋତେ ବାଡେଇଲେ ସେ କାନ୍ଦନ୍ତି ...।
ଦିନସାରା ଖାକି ପୋଷାକ ପିନ୍ଧି ନିଶା ବେପାରୀଙ୍କୁ ଜଗନ୍ତି। ସଂଧ୍ୟା ହେଲେ ଘରକୁ ଫେରି ସାଧା ପୋଷାକରେ ପାଲଟି ଯାଆନ୍ତି ଶିକ୍ଷକ। ତାଙ୍କୁ ଅପେକ୍ଷା କରିଥାନ୍ତି ୭୦ ଗରିବ ପିଲା। ଗତ ୩ ବର୍ଷ ଧରି ଗାଁର ପିଲାଙ୍କୁ ମାଗଣା ଶିକ୍ଷା ଦେଇ ଆସୁଛନ୍ତି ଅବକାରୀ ବିଭାଗର ଜଣେ କନେଷ୍ଟବଳ ଓ ତାଙ୍କ ବନ୍ଧୁ।
ବେଳେ ବେଳେ ପ୍ରକୃତିକୁ ଦେଖିଲେ ଆପେ ଆପେ କଥାଟି ମନକୁ ଆସିଯାଏ ଯେ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ମନ ଭରେ ନାହିଁ । ଆଉ ଏକଥାକୁ ସପୂର୍ଣ୍ଣ ଭାବେ ପ୍ରମାଣିତ କରେ କେ୍ରାଏଶିଆର 'ପ୍ଲିଟବିସ୍ ହ୍ରଦ ନ୍ୟାଶନାଲ୍ ପାର୍କ' । ହ୍ରଦ ତ ସେମିତିରେ ବି ମନମୁଗ୍ଧକର । ହେଲେ ଏଠାରେ କଣ ବିଶେଷତା ରହିଛି । ଯାହା କାରଣରୁ ଏହା ବିଶ୍ୱ ଐତିହ୍ୟରେ ସାମିଲ ହୋଇପାରିଛି । ଚାଲନ୍ତୁ ଜାଣିବା..
ପାଣି ପାଇଁ ରାସ୍ତାରୋକ । ପାନୀୟ ଜଳ ସମସ୍ୟାକୁ ନେଇ ଗରା ବାଲଟି ଧରି ଶତାଧିକ ଲୋକଙ୍କ ରାସ୍ତାରେ ବସିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ।
ବୟସ ୯୨ ପାର୍ ହେଲାଣି... ନା ଆଖିକୁ ଭଲ ଭାବେ ଦିଶୁଛି ନା ପାରାଲିସିସ୍ ଯୋଗୁ ଠିକ୍ ଭାବେ ଛିଡ଼ା ହୋଇପାରୁଛନ୍ତି। ଏଭଳି ଅବସ୍ଥାରେ ମାତ୍ର ୭୦୦ ଟଙ୍କା ପାଇଁ ଟ୍ରଲିରେ ୫ କି.ମି. ବୁହା ହୋଇ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ପଡ଼ିଛି ଜଣେ ୯୨ ବର୍ଷୀୟ ବୃଦ୍ଧଙ୍କୁ।
ଡିଜେ ମ୍ୟୁଜିକ୍ ବାଜିବାରୁ ମରିଗଲେ ୬୦ରୁ ଅଧିକ କୁକୁଡ଼ା। ବିବାହ ପ୍ରୋସେସନ୍ରେ ଜୋର୍ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏଭଳି ଅଭିଯୋଗ ଆସିଛି।
ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା, ହେଲେ କେତେ ସଫଳ ଏ ଯୋଜନା । ଏବେବି ଅନେକ ଗାଁ ବିକାଶରୁ କୋଶେ ଦୂରରେ ଲୋକଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା । ସଡ଼କ ଅବ୍ୟବସ୍ଥାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ପ୍ରଶାସନ ନ ଶୁଣିବାରୁ ଲୋକେ ନିଜେ ରାସ୍ତା କାମ କରୁଛନ୍ତି। ବାରମ୍ବାର ଗୁହାରୀ ପରେ ନଶୁଣିବାରୁ ଗାଁ ଲୋକେ ନିଜେ ପୋଲ ନିର୍ମାଣ କରିଛନ୍ତି । କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଦେଖିବା ସମସ୍ୟାର ଚିତ୍ର ।
ମହାବାତ୍ୟା ପରେ ଗଛ ଲଗାଇଲା ବେଳେ ସଂକଳ୍ପ କରିଥିଲେ । ୨୧ ବର୍ଷ ପରେ କନ୍ୟାଦାନ କଲେ । ଗଛ ରୂପରେ ଲକ୍ଷ୍ମୀନାରାୟଣଙ୍କ ବାହାଘର ହେଲା । ଗାଁ ଖାଲି ଉଠିଲା ପଡିଲା ।
ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଂଚଳରେ ହାତୀ ଆତଙ୍କ। ଜାତୀୟ ରାଜପଥ ୪୯ର ସିଙ୍ଗିଡା ନିକଟରେ ଥିବା ପେଟ୍ରୋଲ ପମ୍ପକୁ ଗୋଟିଏ ଦନ୍ତା ହାତୀ ଚାଲି ଆସିଥିଲା । ଏଥିଯୋଗୁ ରାସ୍ତାର ଉଭୟ ପଟେ ଗାଡି ଅଟକି ରହିଥିଲା । ହାତୀ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ପତ୍ନୀଙ୍କୁ ଉପହାରରେ ଦେଲେ ତାହମହଲ ସଦୃଶ ଘର । ସ୍ତ୍ରୀଙ୍କୁ ଉପହାର ଦେବାକୁ ସ୍ୱାମୀ ନିର୍ମାଣ କରିଛନ୍ତି ଏହି ମହଲ । ଏହି ଘର ପ୍ରସ୍ତୁତ ପାଇଁ ଲାଗିଛି ୩ ବର୍ଷ ସମୟ ଲାଗିଛି ।
ବିବାହ ପ୍ରୋସେସନ୍ରେ ଜୋର୍ରେ ସାଉଣ୍ଡ ଦେଇ ଡିଜେ ମ୍ୟୁଜିକ୍ ବଜାଇବାରୁ ୬୩ଟି କୁକୁଡ଼ା ମରି ଯାଇଥିବା ଅଭିଯୋଗ ହୋଇଛି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।
କେତେ ସଫଳ ସରକାରୀ ଯୋଜନା? ଏବେବି ଅନେକ ଗାଁରେ ଅପହଞ୍ଚ ବିକାଶ I ବାରମ୍ବାର ଅଭିଯୋଗ ପରେ ବି ହୋଇପାରିଲାନି ବ୍ରିଜ୍ I ଲୋକେ ନିଜେ ନିର୍ମାଣ କଲେ ଅସ୍ଥାୟୀ ପୋଲ
ଅବହେଳାର ଆଉ ଏକ ବିକଳ ଚିତ୍ର । ବ୍ୟାଙ୍କରେ KYC ଦାଖଲ କରିନଥିବାରୁ ମିଳିଲାନି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା । ୯୨ ବର୍ଷୀୟ ବାପା ରାମଚନ୍ତ୍ର ଜେନାଙ୍କୁ ଟ୍ରଲିରେ ବୋହି ନେଲେ ଝିଅ ଓ ଜ୍ୱାଇଁ । ଭଦ୍ରକ ଜିଲ୍ଲା ବିଷ୍ଣୁପୁର ପଂୟାୟତ ଅଂଚଳର ଏ ଦୃଶ୍ୟ ।
ଆଗ ବାପା ଆରପାରିକୁ ଚାଲିଗଲେ। ପରେ ରୋଗୀଣା ମାଆକୁ ବଂଚାଇ ହେଲାଣି। ଆଗପଛ ହୋଇ ଦୁହେଁ ଚାଲିଯିବା ପରେ ଶୁଦ୍ଧି ହେବା ପାଇଁ ଏ ଦୁଆରୁ ସେ ଦୁଆର ଘୁରି ବୁଲୁଛି ପୁଅ..
ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରିପରିଷଦ ଓ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବିଧାନସଭାରେ ଆସିବାକୁ ଥିବା ଅତିରିକ୍ତ ବଜେଟ୍ ଉପରେ ଲାଗିବ ମୋହର। ଶୀତକାଳୀନ ଅଧିବେଶନର ଅତିରିକ୍ତ ଚିଠା ମଂଜୁରୀ ଉପରେ ଆଲୋଚନା ସମ୍ଭାବନା
ଭାରତର ସାହସୀ ଅଣ୍ଡର କଭର ଏଜେଣ୍ଟ। ପାକିସ୍ତାନ ସେନାରେ ମେଜର୍ ବନିଥିଲେ। ଦେଶ ପାଇଁ ଶତ୍ରୁ ଦେଶର ଝିଅକୁ ବିବାହ ବି କରିଥିଲେ। ସେହି ଦେଶପ୍ରେମୀଙ୍କ ବିଷୟରେ ଆଜି ହିଁ ଜାଣନ୍ତୁ...
ଉପାନ୍ତ ଅଞ୍ଚଳ ହେଉ କି ସହର ତଳି ଅଂଚଳ। ସବୁଠି ସବୁବେଳେ ମିଳୁଛି ସ୍ୱାସ୍ଥ୍ୟସେବା। ଏକଥା କହି ବୁଲୁଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଯେମିତି ଘଟିଛି ଏ ବଢିଲା ଝିଅର ବାପା ପାଇଁ। ଗାଡି ଖଣ୍ଡେ ନ ମିଳିବାରୁ କାନ୍ଧରେ ୧୮ ବର୍ଷର ଝିଅକୁ ବସାଇ ପାଦରେ ଚାଲି ଚାଲି ମେଡିକାଲ୍ ବାରଣ୍ଡା ଛୁଇଁଲା ଏ ବାପା...
କେତେକେତେ ଲୋକଙ୍କ ଆଖିରେ ଲୁହ ଦେଇଛି କରୋନା। ସବ୍ଯସାଚୀ ମିଶ୍ରଙ୍କ ନୂଆ ସୋ’ ‘ଜିତିବ ଓଡ଼ିଶା’ରେ ଦୁଇଜଣ ଅଭିନେତ୍ରୀ ନିଜ ସହ ଘଟିଥିବା ଦୁଃଖଦ ଘଟଣା କହିବା ବେଳେ କାନ୍ଦି ପକାଇଥିଲେ।
ସ୍ୱପ୍ନ ଦୁନିଆ ପୂରା ହୋଇଛି। ଯେଉଁମାନେ ସମୁଦ୍ରରେ ଭାସୁଥିବା ଘରେ ରହିବା ନେଇ ସ୍ୱପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଏହା ବାସ୍ତବ ହୋଇଛି। ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।
ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା?
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅଗ୍ନିକୋଣରେ ଚାଲିଛି ମହାଯଜ୍ଞ। ବେଦଧ୍ୱନୀରେ କମ୍ପୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିବେଶ ।ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅୟାମାରମ୍ଭ। ୨୪ ତାରିଖ ପୂର୍ବାହ୍ନରେ ପୂର୍ଣ୍ଣାହୁତି ସାଙ୍ଗକୁ ପ୍ରକଳ୍ପର ଶିଳାନ୍ୟାସ
ଜିଲ୍ଲା ଖଣିଜ ପାଣ୍ଠି ଦୁରୂପଯୋଗର ସାଂଘାତିକ ଅଭିଯୋଗ I ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ୍ ନିର୍ମାଣ ନାଁରେ ଜାଲିଆତି I ବୀରମିତ୍ରପୁର MLAଙ୍କ ନାଁରେ ମିଛ ପ୍ରସ୍ତାବ ଆଣି ଟଙ୍କା ଖର୍ଚ୍ଚ ଅଭିଯୋଗ I DMFର ଦୁରୁପଯୋଗ ନେଇ ଘେରିଲା ବିଜେପି, ଜବାବ ରଖିଲା
ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ।